( ମହିଳା ମାନେ ) ରାତିରେ ଶୋଇବା ପୂର୍ବରୁ କରନ୍ତୁନି ଏହି ( ୮ଟି କାମ )

କହିବାକୁ ଗଲେ ମହିଳାମାନଙ୍କୁ ଘରର ଲକ୍ଷ୍ମୀ କିମ୍ବା ଘରର ମୁଖ୍ୟ ଅଂସ ବୋଲି କୁହାଯାଏ । କାରଣ ଘରର ଉନ୍ନତି ଓ ଅବନ୍ନତି ତାଙ୍କରି ଉପରେ ହିଁ ନିର୍ଭର ହୋଇଥାଏ । ସେମାନଙ୍କ ସମସ୍ତ କାର୍ଯ୍ୟର ଶୁଭ ଓ ଅଶୁଭ ପ୍ରଭାବ ଘର ଉପରେ ପଡିଥାଏ । ଏମିତିରେ କେତେକ କାର୍ଯ୍ୟ ଅଛି ଯାହାକୁ ମହିଳାମାନେ ଶୋଇବା ପୂର୍ବରୁ କରିବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ମହିଳାମାନଙ୍କ ଜୀବନ ଓ ପରିବାର ବର୍ବାଦ ହୋଇଯାଏ ।

ଏହା ସହିତ ସ୍ଵାମୀର ଉନ୍ନତି ବି ହୁଏ ନାହିଁ । ଏହା ଆପଣଙ୍କର ଦରିଦ୍ରତାର କାରଣ ବି ହୋଇପାରେ । ଆଜି ଆମେ ଆପଣଙ୍କୁ କହିବୁ କି ମହିଳାମାନେ ଶୋଇବା ପୂର୍ବରୁ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ ।

·    ମହିଳାମାନେ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରେ କୌଣସି ପ୍ରକାରର ବି ତେଲର ପ୍ରୟୋଗ କରିବା ଉଚିତ ନୁହେଁ । ଏହି ସମୟରେ ତେଲ ଲଗାଇବା ଦ୍ଵାରା ବୃହସ୍ପତି ଗ୍ରହ ଅଶାନ୍ତ ହୋଇଥାଏ । ଏହା ଦ୍ଵାରା ସୁଖ ଆପଣଙ୍କ ଜୀବନ ଠାରୁ ଦୂରେଇ ଯାଏ ।

·    ରାତିରେ ମହିଳାମାନେ ନା ହିଁ ନିଜେ ଓ ଓ ନା ହିଁ ଘରର କୌଣସି ସଦସ୍ୟଙ୍କୁ କ୍ଷୀର କିମ୍ବା ଦହିର ସେବନ ଦେବା ଉଚିତ । କହିବାକୁ ଗଲେ ରାତିରେ ପ୍ରାୟତଃ ସମସ୍ତେ ରୁଟି ସହିତ କ୍ଷୀର କିମ୍ବା ଦହିର ସେବନ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହିଭଳି କରିବା ଦ୍ଵାରା ଘରର ବାସ୍ତୁ ଖରାପ ହୋଇଯାଏ । ଏହା ସହିତ ଏହା ଘରର କରଜ ଓ ଅଭାବକୁ ବି ବୁଦ୍ଧି କରିଥାଏ ।

·    ରାତିରେ ଶୋଇବା ପୂର୍ବରୁ ମହିଳାମାନେ ନିଜ ଶରୀରରୁ ଅଳଙ୍କାର କାଢିବା ଉଚିତ ନୁହେଁ । ଶାସ୍ତ୍ରରେ ସ୍ତ୍ରୀର ଅଳଙ୍କାର ସୁନ୍ଦରତା ଓ ପବିତ୍ରତାର ଆଖ୍ୟା ଦିଆ ଯାଇଛି । ରାତିରେ ଶୋଇବା ପୂର୍ବରୁ ଅଳଙ୍କାର କାଢିବା ଦ୍ଵାରା ମହିଳାମାନେ ଅପବିତ୍ର ହୋଇ ଯାଆନ୍ତି । ଏହିଭଳି କରିବା ଦ୍ଵାରା ସ୍ତ୍ରୀର ସମ୍ମାନ ହାନି ହୋଇଥାଏ ।

·    ଏହା ଛଡା ଶୋଇବା ପୂର୍ବରୁ ନିଜ ଶରୀରରେ ସେଣ୍ଟ କିମ୍ବା ଫୁଲର ବ୍ୟବହାର କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ନକରାତ୍ମକ ଶକ୍ତି ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।

·    ଏହା ସହିତ କୌଣସି ବି ମହିଳାକୁ ରାତିରେ ନଗ୍ନ କିମ୍ବା ନିଜର କେସକୁ ଖୋଲା କରିବା ଶୋଇବା ଉଚିତ ନୁହେଁ । ଏହାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଏହିଭଳି ଅବସ୍ଥାରେ ରାତିରେ ଶୋଇବା ଦ୍ଵାରା ଭୁତ ପ୍ରେତଙ୍କ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ସେଥିପାଇଁ ଏହିଭଳି ଶୋଇବା ଅନୁଚିତ ।

·    ମଧ୍ୟ ରାତ୍ରି କିମ୍ବା ସକାଳର ପ୍ରଥମ ପ୍ରହାର ଏହି ଦୁଇ ସମୟ ଶୁଭ ଓ ଅଶୁଭ ସମୟ ଦୁଇଟି ହୋଇଥାଏ । ଏହି ସମୟରେ ମହିଳାମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସେମାନଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ ।

·    ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଯାଆନ୍ତି ଓ ସେହି ଘରୁ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

·    ମହିଳାମାନେ ଶୋଇବା ସମୟରେ ଦକ୍ଷିଣ ଓ ପୂର୍ବ ଦିଗରେ ଗୋଡ ରଖନ୍ତୁ ନାହିଁ । ଏହି ଦିଗରେ ଗୋଡ କରି ଶୋଇବା ଦ୍ଵାରା ଆପଣଙ୍କ କର୍ମରେ ବାଧା ଆସିଥାଏ ଓ ଘରେ ସର୍ବଦା ଝଗଡା ହୋଇଥାଏ ।

ଏହି ସବୁ କାର୍ଯ୍ୟ ମହିଳାମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।