ଆତ୍ମହତ୍ୟା କରିବାକୁ ବାହାରିଥିବା ଝିଅର ଜୀବନ ବଞ୍ଚାଇଥିଲା ରିକ୍ସାବାଲା, ୮ ବର୍ଷ ପରେ ଏମିତି ସୁଝିଲା ରୂଣ

ଆଜିର ଏହି ପୋସ୍ଟରେ ଆମେ ଏମିତି ଏକ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯିଏକି ରିକ୍ସା ଚଳାଇ ନିଜର ପରିବାରର ପାଳନ ପୋଷଣ କରିଥାଏ । ସେହି ରିକ୍ସାବାଲାର ନାମ ବବଲୁ  ଅଟେ । କହିବାକୁ ଗଲେ ବବଲୁ ଗତ ବହୁତ ବର୍ଷ ହେବ ରିକ୍ସା ଚଲାଉଛି । ପାଖାପାଖି ୮ ବର୍ଷ ତଳେ ଯେତେବେଳେ ସେ ରିକ୍ସା ନେଇ ଅନ୍ୟ ଏକ ସ୍ଥାନକୁ ଯାଉଥିଲା କି ସେହି ସମୟରେ ଜଣେ ବ୍ୟକ୍ତି ତାକୁ ଡାକିଲା ଓ ନିଜର ଝିଅକୁ ତାହାର ରିକ୍ସାରେ ବସାଇ ଦେଇ ତାକୁ କହିଲା କି ମୋ ଝିଅକୁ ଧ୍ୟାନର ସହିତ ସ୍କୁଲରେ ଛାଡି ଦେବ । ଏହା ପରେ ବବଲୁ ସେହି ଝିଅକୁ ସ୍କୁଲକୁ ନେଇ ଯିବାକୁ ଲାଗିଲା ।

ବର୍ତ୍ତମାନ ରିକ୍ସା କିଛି ରାସ୍ତା ହିଁ ଚାଲିଥିଲା କି ଝିଅ ଜଣକ ଅଚାନକ କାନ୍ଦିବାକୁ ଲାଗିଲା । ଏହା ପୂର୍ବରୁ ବବଲୁ କିଛି ବୁଝି ପାରନ୍ତା କି ଝିଅଟି ରିକ୍ସାରୁ ଓଲହାଇ ରେଲ ଲାଇନ ଉପରେ ଦଉଡିବାକୁ ଲାଗିଲା । ବବଲୁ ବି ଝିଅ ପଛରେ ଦଉଡିବାକୁ ଲାଗିଲା । କହିବାକୁ ଗଲେ ବବଲୁ ଉପରେ ସେହି ଝିଅର ଦାୟିତ୍ଵ ଥିଲା ସେଥିପାଇଁ ସେ ତାହା ପଛରେ ଗଲା । ଏହା ପରେ ଝିଅଟି ଆତ୍ମହତ୍ୟା କରିବା ପାଇଁ ରେଳ ଲାଇନ ମଝିରେ ଛିଡା ହୋଇଗଲା । ଏହା ପରେ ବବଲୁ ସେହି ଝିଅକୁ ପଚାରିଲା କି ସେ ଏହିଭଳି କାହିଁକି କରୁଛି କିନ୍ତୁ ଝିଅଟି କିଛି ବି ଉତ୍ତର ଦେଲା ନାହିଁ ।

ଝିଅଟି ବବଲୁକୁ ବହୁତ ଗାଳି ଦେଇ ଅପମାନ ବି କରିଲା ଓ ତାକୁ ସେଠୁ ଚାଲି ଯିବା ପାଇଁ କହିଲା । କିନ୍ତୁ ଶେଷରେ ବବଲୁ ସେହି ଝିଅକୁ ବୁଝାଇ କରି ତାକୁ ଘରକୁ ନେଇ ଆସିଲା । ଏହା ପରେ ଝିଅଟି ତାକୁ ପୁଣି ଥରେ ଗାଳି ଦେଇ ନିଜ ଘରୁ ବାହାରକୁ ବାହାର କରିଦେଲା ଓ କହିଲା କି ତୁମର ଅଶୁଭ ମୁହଁ ମୁଁ କେବ ବି ଦେଖିବାକୁ ଚାହୁଁ ନାହିଁ । ଝିଅକୁ ସଠିକ ଭାବରେ ଘରେ ପହଞ୍ଚାଇ ଦେଇ ବବଲୁ ସେଠୁ ଚାଲି ଆସିଲା ।

ଏହି ଘଟଣାକୁ ୮ ବର୍ଷ ବିତି ଯାଇଛି । ଏହା ପରେ ଦିନେ ରିକ୍ସା ଚଲାଉଥିବା ସମୟରେ ବବଲୁର ଭୟାନକ ଏକ୍ସୀଡେଂଟ ହୋଇଗଲା । ଆଖପାଖର ଲୋକମାନେ ତାକୁ ହସ୍ପିଟାଲ ନେଇଗଲେ । ହୋସ ଆସିବା ପରେ ଯେତେବେଳେ ବବଲୁ ଆଖି ଖୋଲିଲା ତ ତାହା ପାଖରେ ଏକ ଡକ୍ଟର ଛିଡା ହୋଇଥିଲେ । ଆପଣଙ୍କୁ କହିଦେଉଛୁ ଯେ ଯେଉଁ ଡକ୍ଟର ବବଲୁର ଚିକିସ୍ଛା କରୁଥିଲା ସେ ସେହି ଝିଅ ଜଣକ ଅଟେ ଯାହାକୁ ବବଲୁ ୮ ବର୍ଷ ତଳେ ବଞ୍ଚାଇ ଥିଲା ।

ଲୋକମାନେ ଯେତେବେଳ ଡକ୍ଟର ପଚାରିଲେ କି ସେ କଣ ବବଲୁକୁ ଚିହ୍ନିଛନ୍ତି ତେବେ ସମସ୍ତଙ୍କ ସାମନାରେ ଝିଅ ଜଣକ କହିଲା କି ସେ ତାହାର ପିତା ଅଟନ୍ତି । ଏହା ପରେ ଝିଅ ଜଣକ କହିଲା କି ୮ ବର୍ଷ ତଳେ ଯଦି ସେ ତାହାର ଜୀବନ ନ ବଞ୍ଚାଇ ଥାନ୍ତେ ତେବେ ସେ ଆଜି ଡକ୍ଟର ହୋଇ ପରି ନ ଥାନ୍ତେ । ଏହା ଶୁଣି ବବଲୁ ବହୁତ ଭାବୁକ ହୋଇଗଲା ଓ ଦୁଇ ଜଣ ବହୁତ କାନ୍ଦିଲେ । ଆଜି ବବଲୁ ଓ ସେହି ଝିଅ ମଧ୍ୟରେ ବାପା – ଝିଅର ସମ୍ପର୍କ ଅଛି ଓ ସମୟ ମିଳିଲେ ଦୁଇ ଜଣ ପରସ୍ପର ସହ ଦେଖା ବି କରନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।