RCB କୁ IPL-15 ପାଇଁ ମିଳିଲା ଗ୍ରୀନ ସିଗନାଲ, କେବଳ Playoff ନୁହେଁ 2022 ରେ ତୃତୀୟ ଥର ଖେଳିବେ IPL ଫାଇନାଲ !

ରୟାଲ ଚ୍ୟାଲେଞ୍ଜେସ ବ୍ୟାଙ୍ଗାଲୋର ତଥା ବିରାଟ କୋହଲୀଙ୍କ ଫ୍ୟାନ୍ସ ଙ୍କ ନିମନ୍ତେ ଏକ ଭଲ ଖବର । RCB ଙ୍କ ଫ୍ୟାନ୍ସ ମାନଙ୍କୁ ସଂପୂର୍ଣ୍ଣ ବିଶ୍ଵାସ ଅଛି ଯେ ତାଙ୍କ ର ଟିମ ନିଶ୍ଚିନ୍ତ ଭାବରେ IPL ସିଜନ 15 ରେ ପ୍ଲେ ଅଫ ରେ କ୍ଵାଲିଫାଏ କରିଯିବ । ଏହା ମଧ୍ୟ ମାନାଯାଉଅଛି ଯେ ଯେଉଁ ଭଳି RCB ର ପ୍ରଦର୍ଶନ ରହିଅଛି ସେ ଲଗାତର ଟପ – 4 ରେ ବନି ରହିଛନ୍ତି । ଏହିଭଳି ସ୍ଥିତି ରେ ସମ୍ଭାବ୍ୟ ଅଛି ଯେ RCB playoff ରେ କ୍ଵାଲିଫାଏ କରିଯିବ । ମାତ୍ର ଏକ ବିଶେଷ ସଂଯୋଗ ମଧ୍ୟ ବନୁଅଛି,

ଯାହାକୁ ଦେଖାଗଲେ ଏହା ମାନାଯିବ ଯେ ନା କେବଳ playoff ବରଂ ଏଥର RCB ର ୧୫ ବର୍ଷ ରୁ ଲଗାତାର IPL ର ଟ୍ରଫି କୁ ନିଜ ନାମରେ କରୁଥିବା ସମୟ ମଧ୍ୟ ସମାପ୍ତ ହୋଇପାରେ । ବିରାଟ କୋହଲୀ ବର୍ତ୍ତମାନ କ୍ୟାପଟେନ ନ ଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ହାତରେ ଏକ ଚ୍ୟାମ୍ପିୟନ ଟିମ ର ଟ୍ରଫି ନିଶ୍ଚିତ ଭାବରେ ଆସିପାରେ ।

RCB ର ଫ୍ୟାନ୍ସ ମାନେ ପୂର୍ବ ରୁ ବହୁତ କିଛି ଓଲଟପାଲଟ ଦେଖିଛନ୍ତି ମାତ୍ର ବର୍ତ୍ତମାନ ଆଉ ଓଲଟପାଲଟ ନୁହେଁ ବରଂ ସେମାନେ ଅପେକ୍ଷା କରିଛନ୍ତି ଯେ ସେମାନେ ଆଇପିଏଲ-୧୫ ର ଟ୍ରଫି କିଭଳି ଜିତିବେ । ଗୋଟିଏ ପାର୍ଶ୍ଵରେ ବିରାଟ କୋହଲୀଙ୍କ ଖରାପ ଫର୍ମ ଜାରି ଥିବା ବେଳେ RCB ନିଜ ନୂଆ କ୍ୟାପଟେନ ଡୁପ୍ଲେସୀଙ୍କ ଅଧିନାୟକତା ରେ playoff ରେ କ୍ଵାଲିଫାଏ କରିବାର ଚରମ ସୀମା ରେ ଆସି ପହଞ୍ଚି ଯାଇଅଛି ।

ଏହିଭଳି ସ୍ଥିତି ରେ ଏଭଳି ଏକ ସଂଯୋଗ ବନୁଅଛି ଯେ ଯାହା ଇସାରା ଦେଉଅଛି ଯେ ଏଥର IPL 2022 ରେ RCB ନା କେବଳ playoff ରେ ଖେଳିବ ଫାଇନାଲ ମଧ୍ୟ ସେ ନିଶ୍ଚିତ ଭାବରେ ପହଞ୍ଚିବ ।

ତେବେ ଏହାକୁ ଆପଣ କୌଣସି ଅନ୍ଧବିଶ୍ବାସ କୁହନ୍ତୁ କି କିଛି ଆକଳନର ସମୀକରଣ କୁହନ୍ତୁ । ମାତ୍ର RCB IPL ଇତିହାସ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଥର ଗୀନ ଜର୍ସି ପିନ୍ଧି ମ୍ୟାଚ ଖେଳିଛନ୍ତି । ସେଥି ମଧ୍ୟରୁ କେବଳ ୩ ଟି ମ୍ୟାଚ ରେ କେବଳ ବିଜୟ ହାସଲ କରିଛନ୍ତି, RCB ୨୦୧୧, ୨୦୧୬, ୨୦୨୨ ବର୍ଷରେ ଗୀନ ଜର୍ସି ପିନ୍ଧି ଜିତିଛନ୍ତି । ପୂର୍ବରୁ ୨୦୧୧ ତଥା ୨୦୧୬ ରେ RCB ଫାଇନାଲ ଖେଳିଥିଲା ।

ହେଲେ ଅନ୍ତିମ ପର୍ଯ୍ୟାୟ ରେ ହାର ର ସାମ୍ନା କରିବାକୁ ପଡିଥିଲା । ତେବେ ସିଜନ 15 ରେ RCB କିଛି ପୁରୁଣା ଖେଳାଳି ଙ୍କୁ ବାଦ ଦେଇ କିଛି ନୂଆ ଖେଳାଳି ଙ୍କୁ ନେଇ ଟିମ ଗଢିଛି । ତେବେ ଅପେକ୍ଷାର ବିଷୟ ଯେ 2022 ରେ RCB ଆଇପିଏଲ-15 ର ଟ୍ରଫି ହାସଲ କରୁଛନ୍ତି କି ନା ? ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।