ଆଜିର ରାଶିଫଳ, 12 ମେ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ବ୍ୟବସାୟ କ୍ଷେତ୍ର ରେ କୌଣସି ପ୍ରାକାର ପ୍ରୟୋଗ କରନ୍ତୁ ନାହି । ପରିଜନ ମାନଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ପରିଜନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ ଓ ଏକତା ତିଷ୍ଠି ରହିବ । ମେହନତ ଅଧିକ ହୋଇପାରେ । ପରିବାରରେ ସ୍ତ୍ରୀ ଓ ସନ୍ତାନ ସହ ସୁଖର ସମୟ ବ୍ଯତୀତ କରିବେ । ଚାକିରି କ୍ଷେତ୍ରରେ ବଡ ସଫଳତା ମିଳିବାର ଯୋଗ ରହିଛି । ଆପଣଙ୍କର ପ୍ରମୋଶନ ହୋଇପାରେ । ମିତ୍ର ମାନଙ୍କ ସହ ଭେଟ ହେବ କାରଣରୁ ଆନନ୍ଦ ହେବେ ।

ବୃଷ ରାଶି : ପାରିବାରିକ ଜୀବନ ସୁଖୀ ରହିବ । ପରିଜନଙ୍କ ସ୍ନେହ ଓ ସହଯୋଗ ପ୍ରାପ୍ତ ହେବ । ଅନ୍ୟ ମାନଙ୍କ ସହ ମିଶି କାମ କରିବେ । ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ । ଅଯଥା ଖର୍ଚ୍ଚ କରନ୍ତୁ ନାହି । ଯଦି ଆପଣ ବିବାହିତ ତେବେ ଜୀବନ ସାଥିଙ୍କ ସହ ତାଳମେଳ ଠିକ ରଖିବା ପାଇଁ ପ୍ରୟାସ କରନ୍ତୁ । ଅଫିସରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

ମିଥୁନ ରାଶି : ଆଜି ଆପଣଙ୍କୁ ଆପଣଙ୍କ ଜୀବନରେ ଅଚାନକ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କପଡା ବ୍ୟବସାୟ କରୁଥିଲେ ଲାଭବାନ ହେବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । କୌଣସି ପୁରୁଣା ମିତ୍ର ଙ୍କ ଠାରୁ ସାହାଜ୍ଯ ମିଳିପାରେ । ନିରାଶାର ବାଦଲ ଆପଣଙ୍କ ଜୀବନରୁ ସବ ଦିନ ପାଇଁ ଦୂରେଇ ଯିବ । ଅଚାନକ ଧନ ଲାଭ ହେବ । ସନ୍ତାନ ସୁଖ ଲାଭ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କର୍କଟ ରାଶି : ମାନସିକ ଶାନ୍ତିର ଆନନ୍ଦ ନେବେ । ପରିବାରର ସହଯୋଗ ଓ ସୁଖ ମିଳିବ । ଜରୁରୀ କାମରେ ଅପାନ ବେହତର ପ୍ରଦର୍ଶନ କରିବେ । ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଆଜି ଆପଣଙ୍କ ମନରେ ସାକାରାତ୍ମକ ଊର୍ଜା ଭାରି ରହିବ । ଅଚାନକ ବିଗିଡି ଯାଇଥିବା କାମ ଆପଣଙ୍କ ପାଇଁ ସଠିକ ହେବାରେ ଲାଗିବ । କାର୍ଯ୍ୟ ସ୍ଥଳରେ ପଦ ଉନ୍ନତି ହେବାର ସମ୍ଭାବନା ରହିଛି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ସିଂହ ରାଶି : ଆଜି ଆପଣଙ୍କୁ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ଆପଣଙ୍କ ମନ ପ୍ରସନ୍ନ ରହିବ । ଜୀବନ ସାଥି ଆଜି ଆପଣଙ୍କ ପାଇଁ କିଛି ଖାସ କରିବେ । କାମ କାର୍ଯ୍ୟ ଶେଷ କରିବା ପାଇଁ ଆପଣ ନୂଆ ଯୋଜନା ଚିନ୍ତା କରିବେ । ମିତ୍ର ମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ । ନିବେଶ କରିବା ପାଇଁ ସମୟ ଭଲ ରହିବ । ଆଜି ଆପଣ ଅଳ୍ପ କ୍ରୋଧ କରିବେ ଯାହା କାରଣରୁ କିଛି କାମ ବିଗିଡି ଯାଇପାରେ । ତେଣୁ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ ।

କନ୍ୟା ରାଶି : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ କାବୁ ରଖିବା ଉଚିତ । କାମ ବିଗିଡି ଯାଇପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଜୀବନ ସାଥି ଙ୍କ ସହ ତାଳମେଳ ଠିକ ରହିବ । ଅଫିସରେ କୌଣସି ବଡ କାମ ପୁରା କରିବା ପାଇଁ ଅବସର ମିଳିପାରେ । କୌଣସି କାମ ପାଇଁ ଆପଣଙ୍କୁ ଅଧିକ ସମୟ ଲାଗିପରେ । ଆପଣଙ୍କ ପ୍ରୟାସରେ କିଛି କମି ଆସିପାରେ । ପରିବାର ସହ କୌଣସି କାମରେ ଆପଣ ବ୍ୟସ୍ତରେ ରହିବେ ।

ତୁଳା ରାଶି : ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ । ବ୍ୟବସାୟରେ ସବୁ କାମ ପୁରା ହେବ । ପରିବାରରେ ଗୁରୁଜନ ଆବ ସନ୍ତାନ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ । ଚାକିରି କ୍ଷେତ୍ରରେ କମ ସଫଳତା ପାଇଁ ଆପଣ ନିରାଶା ହେବେ । ଆପଣଙ୍କ ଜୀବନରେ କିଛି ଖାସ ପରିବର୍ତ୍ତନ ହୋଇପାରେ । କୌଣସି ବଡ କାମ ପାଇଁ ଧର୍ଯ୍ୟ ସହକାରେ ନିସ୍ପତି ନିଅନ୍ତୁ । ବିଦେଶ ସହ ଜଡିତ କାମ ପାଇଁ ଅଯଥା ଖର୍ଚ୍ଚ ହୋଇପାରେ ।

ବିଛା ରାଶି : ଟଙ୍କା ସହ ଜଡିତ ମାମଲା ଆରେ ଭାବି ଚିନ୍ତି ନିସ୍ପତି ନିଅନ୍ତୁ । ଆଜି ଦିନ ଟି ନିଶ୍ଚିନ୍ତ ଫଳଦାୟକ ହେବେ । ଚାକିରି ଓ ବେପାର କ୍ଷେତ୍ର ରେ ଆପଣଙ୍କୁ ଲାଭ ମିଳିପାରେ । ଜୀବନରେ କିଛି ବେହତର କରିବା ପାଇଁ ଚିନ୍ତା କରିବେ । ସନ୍ତୁଷ୍ଟି ଆପଣଙ୍କୁ ପ୍ରାପ୍ତ ହୋଇପାରେ । ଜରୁରୀ କାମ ପ୍ରତି ଆପଣ ଅଧିକ ଧ୍ୟାନ ଦେବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଅଚାନକ ଧନ ଲାଭ ହେବ । ସନ୍ତାନ ସୁଖର ଯୋଗ ରହିଛି ।

ଧନୁ ରାଶି : ଆଜି ଆପଣଙ୍କ ପାଇଁ ସମୟ ଭଲ ରହିବ । ଆଜି କିଛି ସମସ୍ଯା ରହିପାରେ କିନ୍ତୁ ଏହାର ସମାଧାନ ମଧ୍ୟ ହେବେ । ପରିବାରର ସଦସ୍ୟଙ୍କ ସହ ଆନନ୍ଦଦାୟକ ଓ ଆରମଦାୟକ ସମୟ ବ୍ଯତୀତ କରିବେ । ପେମୀ ଯୁଗଳଙ୍କ ପାଇଁ ସମୟ ଅଭୁତ ଭଲ ରହିବ । ଅଟକି ରହିଥିବା କାମ ପୂରଣ ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ ।

ମକର ରାଶି : ରାଜ କାର୍ଯ୍ୟ ସହ ଜଡିତ ଲୋକଙ୍କ ପାଇଁ ସମୟ ମିଶ୍ରିତ ରହିବ । ଆଜି ଆପଣ ଅନ୍ୟ ର ସାହାଜ୍ଯ କରିବେ । ପରିଶ୍ରମର ଫଳ ପାଇବେ । ସନ୍ତାନଅମାନଙ୍କ ତରଫରୁ ଶୁଭ ଖବର ମିଳିପାରେ । ସମାଜରେ ମାନ ସମାନ ବୃଦ୍ଧି ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ ହେବେ । ସନ୍ତାନ ମାନଙ୍କର ବିବାହକୁ ନେଇ ଆପଣ ଚିନ୍ତାରେ ରହିବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ ।

କୁମ୍ଭ ରାଶି : ଆଜି କାମ କାର୍ଯ୍ୟ ଭଲ ରହିବ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଅନାୟାସ ଭାବେ ଖର୍ଚ୍ଚ ବଢିପାରେ । ସାମାଜିକ କାର୍ଯ୍ୟ ରେ ଭାଗ ନେବେ । ଜୀବନରେ ନୂଆ ସ୍ଵପ୍ନ ପୁରା କରିବା ପାଇଁ ଯୋଜନା କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରେମୀ ଯୁଗଳ ମାନେ ରୋମାନ୍ସ କରିବାର ସୁଯୋଗ ପାଇବେ । ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ ।

ମୀନ ରାଶି : ଆଇଆଇଟି ଓ ମିଡିଆ କ୍ଷେତ୍ରରେ ଥିଲେ ସମସ୍ଯା ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । ରାଜନୀତି କ୍ଷେତ୍ର ରେ ଥିଲେ ସମୟ ଭଲ ରହିବ । ସମାଜରେ କୀର୍ତ୍ତି ସ୍ଥାପନ ହେବେ । ଆପଣ ନିଜର ଅଲଗା ପରିଚୟ ସମାଜରେ ସୃଷ୍ଟି କରିବା ପାଇଁ ସକ୍ଷମ ହେବେ । ଅଫିସରେ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।