ରାବଣ ମହିଳାଙ୍କ ବିଷୟରେ 4ଟି ଏମିତି କଥା କହିଛନ୍ତି ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ

ଆପଣ ସମସ୍ତେ ରାମାୟଣ ବିଷୟରେ ପିଲାଦିନୁ ଶୁଣି ଆସୁଥିବେ । ଏଥିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଭଳି ରାବଣ ବି ଜଣେ ମୁଖ୍ୟ ଚରିତ୍ର ଥିଲେ । ରାବଣ ଲଙ୍କାର ରାଜା ଥିଲା । ସେ ନିଜର ଦଶ ମୁଣ୍ଡ କାରଣରୁ ବି ଜଣା ଯାଉଥିଲା । ଶାସ୍ତ୍ର ଅନୁସାରେ ରାବଣ ଜଣେ ମହାନ ପଣ୍ଡିତ ଓ ଜ୍ଞାନୀ ଥିଲେ । ରାବଣ ଏତେ ଜ୍ଞାନୀ ଥିଲେ କି ସେ ପୂର୍ବରୁ ଜାଣି ପାରୁଥିଲେ କି ଭବିଷ୍ୟତରେ କଣ ହେବ । ଏହା ସହିତ ରାବଣ ନିଜର ଅନ୍ୟ କିଛି ଗୁଣ ଯୋଗୁ ବି ଜଣା ଯାଉଥିଲେ ।

କିନ୍ତୁ ରାବଣ ମହିଳାଙ୍କ ବିଷୟରେ 4 ଟି ଏମିତି କଥା କହିଛନ୍ତି ଯାହାକୁ ଜାଣିବା ପରେ ଆପଣଙ୍କର ରୁମ ବି ଟାଙ୍କୁରି ଉଠିବ । ମହିଳାଙ୍କ ବିଷୟରେ ସେହି 4ଟି କଥା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ।

ରାବଣ ନିଜର ପ୍ରାଣ ତ୍ୟାଗ କରିବା ପୂର୍ବରୁ ସ୍ତ୍ରୀଙ୍କ ବିଷୟରେ କହିଛନ୍ତି କି ସ୍ତ୍ରୀମାନେ ବହୁତ ଅଧିକ ସ୍ଵାର୍ଥୀ ହୋଇଥାନ୍ତି ଓ ସେ ନିଜର ସ୍ଵାର୍ଥ ହାସଲ କରିବା ପାଇଁ କିଛି ବି କରି ପାରନ୍ତି । ଏଥିପାଇଁ ସେମାନେ କାହାକୁ ଧୋଖା ବି ଦେଇ ପାରନ୍ତି, କାହାକୁ ରାସ୍ତାରୁ ବି ହଟାଇ ପାରନ୍ତି, କାହାକୁ ଆପଣାଇ ବି ପାରନ୍ତି । ଏମିତିରେ ସ୍ତ୍ରୀମାନେ ଲୋଭରେ କିଛି ବି କରି ପାରନ୍ତି ।

ରାବଣ ଏହା ବି କହିଥିଲେ କି ସ୍ତ୍ରୀମାନେ ନିଜର ପ୍ରାୟତଃ କଥାରୁ ବହୁତ ଜଲ୍ଦି ଓଲହାଇ ଯାଆନ୍ତି । ଏମିତିରେ ଏମାନେ କେବେ ବି ସତ କୁହନ୍ତି ନାହିଁ । ସେଥିପାଇଁ ଏହି କାରଣ ଅଟେ କି ସ୍ତ୍ରୀମାନଙ୍କ ଉପରେ ବହୁତ ବୁଝି ସୁଝି ବିଶ୍ଵାସ କରିବା ଉଚିତ । ସ୍ତ୍ରୀମାନେ ଲୋକମାନଙ୍କ ମଧ୍ୟରେ ଝଗଡା ବି କରାଇ ପାରନ୍ତି ।

ରାବଣ ନିଜର ପ୍ରାଣ ତ୍ୟାଗ କରିବା ପୂର୍ବରୁ ଏହା ବି କହିଥିଲେ ସ୍ତ୍ରୀମାନଙ୍କ ପେଟରେ କୌଣସି ବି ରହସ୍ୟ ଲୁଚି ରହି ପାରିବେ ନାହିଁ । ଆପଣ ତାଙ୍କର ଯେତେ ନିଜର ହେଲେ ବି ସେମାନେ କେବେ ନା କେବେ ଆପଣଙ୍କର ସତ ସମସ୍ତଙ୍କ ସାମ୍ନାରେ କହି ଦିଅନ୍ତି । ଏମିତିରେ ସ୍ତ୍ରୀମାନେ ଗୁପ୍ତ ରହସ୍ୟକୁ ନିଆଁ ଭଳି ପ୍ରଚାର କରି ଦିଅନ୍ତି । ସେଥିପାଇଁ କୌଣସି ବି ସ୍ତ୍ରୀକୁ ନିଜର ଗୁପ୍ତ କଥା କହିବା ଉଚିତ ନୁହେଁ ।

ସ୍ତ୍ରୀମାନେ କାହାର ବି କଥାରେ ବହୁତ ଜଲ୍ଦି ଆସି ଯାଆନ୍ତି ଓ କାହାର ବି ଜାଲରେ ଫସି ଯାଆନ୍ତି । ଏମିତିରେ ଅନ୍ୟର କଥାରେ ଆସି ସ୍ତ୍ରୀମାନେ ନିଜର ଘରର ବିନାଶ ପାଇଁ ନିଜେ ହିଁ ଦାୟୀ ହୋଇଥାନ୍ତି । ସ୍ତ୍ରୀମାନେ ଯେତେବେଳେ କ୍ରୋଧରେ ଆସନ୍ତି ତେବେ ସେମାନେ ସାମ୍ନାରେ ଥିବା ବ୍ୟକ୍ତିକୁ କେବେ ବି ଛାଡନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।