ସକାଳେ ଉଠିବା ମାତ୍ରେହିଁ କହି ଦିଅନ୍ତୁ ଏହି 2 ଶବ୍ଦ, ବିନା ପୂଜାରେ ହେବ ସବୁ ଇଚ୍ଛା ପୁରା, ପ୍ରସନ୍ନ ହେବେ ମହାଦେବ

ପ୍ରାୟତଃ ଲୋକମାନଙ୍କର ଏହି ସମସ୍ୟା ଥାଏ କି ତାଙ୍କ ଘରେ ଅଚାନକ ସବୁ କାମ ଖରାପ ହୋଇ ଯାଉଛି । ଏହା ସହିତ କୌଣସି ବି କାମ ତାଙ୍କର ଇଚ୍ଛା ଅନୁସାରେ ହେଉ ନାହିଁ । ଘରର ପରିସ୍ଥିତି ଏତେ ନକରାତ୍ମକ ହୋଇ ଯାଇଛି କି ବେଳେ ବେଳେ ନିଜ ଘରେ ହିଁ ତାଙ୍କୁ ରହିବାକୁ ଇଚ୍ଛା ହୁଏ ନାହିଁ । କୌଣସି ବି କାମରେ ଆପଣଙ୍କର ମନ ଲାଗେ ନାହିଁ । ସବୁବେଳେ ଚିନ୍ତିତ ରହିଥାନ୍ତି । ଏହା ପ୍ରାୟତଃ ଲୋକମାନଙ୍କ ସହିତ ହୋଇଥାଏ । ଏମିତିରେ ସକାଳେ ଯଦି ଆପଣ ଏହି ଶବ୍ଦକୁ କହିଦେଉଛନ୍ତି ତେବେ ଆପଣଙ୍କର ସବୁ ଅସୁବିଧାର ନିବାରଣ ହୋଇଯିବ ।

କହିବାକୁ ଗଲେ ସମସ୍ତେ ଶିବଙ୍କର କୃପା ପାଇବାକୁ ଚାହାନ୍ତି । ଏମିତିରେ ଆପଣ ଯଦି ଶିବଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ଏହି ଶବ୍ଦ କୁହନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ପୁରା ହୋଇଯିବ ।

ବିନା ପୂଜା ପାଠରେ ବି ଆପଣଙ୍କ ଭଲ ଫଳ ମିଳିବ । ଯଦି ଆପଣ ଛୋଟ ଅଛନ୍ତି ତେବେ ବି ଆପଣ ଏହି ଉପାୟକୁ କରି ପାରିବେ । ଏହା ଦ୍ଵାରା ଆପଣଙ୍କର ମାନସିକ ବିକାଶ ଏତେ ହେବ କି ଆପଣଙ୍କୁ ଆପଣଙ୍କର ସବୁ ପରୀକ୍ଷାରେ ସଫଳତା ମିଳିବ । ଘରର ସ୍ତ୍ରୀମାନେ ବି ଏହି ଉପାୟକୁ କରି ପାରିବେ । ଏଥିପାଇଁ ଆପଣ ସକାଳ ସମୟରେ ସ୍ନାନ ବି କରିବାକୁ ପଡିବ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାହା କେବଳ ଦୁଇଟି ଶବ୍ଦ ଅଟେ ।

ଯଦି ମହିଳାମାନେ ଏହି ଉପାୟକୁ କରୁଛନ୍ତି ତେବେ ଆପଣଙ୍କର ଏକ ଉତ୍ତମ ସନ୍ତାନ ଜନ୍ମ ନେବ । ଯାହା ଆପଣଙ୍କ ଘର ପାଇଁ ବହୁତ ହିଁ ଭାଗ୍ୟଶାଳୀ ପ୍ରମାଣିତ ହେବ । ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ହୋଇଯିବ । ଏହିଭଳି ବୟସ୍କ ଲୋକମାନେ ଦୀର୍ଘାୟୁ ଓ ଭଲ ସ୍ୱାସ୍ଥ୍ୟ ପାଇଁ ଏବଂ ବ୍ୟାପାରି ଲୋକମାନେ ନିଜର ବ୍ୟାପାରକୁ ବଢାଇବା ପାଇଁ ଏହି ଉପାୟକୁ କରି ପାରିବେ । କୌଣସି ବ୍ୟକ୍ତି ନିଜର ଇଚ୍ଛାପୂର୍ତି ପାଇଁ କୌଣସି ଉପାୟ ଚାହୁଁଛନ୍ତି ତେବେ ଏହା ତାଙ୍କପାଇଁ ଏକ ଭଲ ଉପାୟ ଅଟେ ।

ନିଶ୍ଚିତ ରୂପରେ ଆପଣଙ୍କୁ ଭୋଲେନାଥଙ୍କ କୃପା ମିଲିବ । ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ କି ସକାଳୁ ଉଠି ସର୍ବେ ପ୍ରଥମେ ଦେବତାଙ୍କ ଧ୍ୟାନ କରିବା ଉଚିତ । ଏହା ଛଡା ଆପଣଙ୍କୁ ଆପଣଙ୍କର ଦିନର ଆରାମ୍ଭ ଭଗବାନଙ୍କ ପୂଜା ପାଠ ଠାରୁ ଆରମ୍ଭ କରିବା ଉଚିତ । ଯାହା ଦ୍ଵାରା ଆପଣଙ୍କୁ ସଠିକ ଓ ଶୁଭ ଫଳ ମିଳିବ ଓ ଆପଣଙ୍କୁ ଆପଣଙ୍କ ଜୀବନ ମଧ୍ୟରେ ଭଲ ଜିନିଷ ଦେଖିବାକୁ ମିଳିବ । ଆପଣଙ୍କୁ ସକାଳେ ଦୁଇ ହାତ ଯୋଡି ‘ଓଁ ଜୂଂ ସଃ’ ମନ୍ତ୍ରକୁ ଜପ କରିବାକୁ ପଡିବ । ଏହା ଲଘୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ ।

ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କ ଜାତକରେ ଯଦି ଦୋଷ ଅଛି ତେବେ ତାହା ବି ଦୂର ହୋଇଯିଆଏ । ନିଜର ଦୁଇ ହାତକୁ ଯୋଡି ଏହି ମନ୍ତ୍ରକୁ ବି ଜପ କରି ପାରିବେ।

କରାଗ୍ରେ ବସତେ ଲକ୍ଷ୍ମିଃ କରମଧ୍ୟେ ସରସ୍ୱତି ।

କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍ ॥

ଆପଣ ଏହି ଦୁଇଟି ମନ୍ତ୍ର କୁ ଦୁଇଥର କହି ଦିଅନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।