ରାତିରେ ଶୋଇବା ସମୟରେ ମୋଜାରେ ପିଆଜ ରଖିବା ଦ୍ଵାରା ଯାହା ହେବ, ଆପଣ କେବେ ଭାବି ବି ନଥିବେ

ସଂପୂର୍ଣ୍ଣ ଦେଶରେ ଯେଉଁଭଳି ପ୍ରଦୂଷଣ ର ସମସ୍ୟା ବାଢୁଛି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବାଢୁଛି । ଯଦି ଏବେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଆଯିବ ନାହିଁ ଆମେ ସମସ୍ତେ ସହଜରେ ବଡ ବଡ ରୋଗର ଶିକାର ହୋଇଯିବା । ଏମିତିରେ ଆଜିର ଆଧୁନିକ ଲାଇଫ ଷ୍ଟାଇଲ ଜନିତ ସମସ୍ୟାରୁ ଉଧୁରିବା ପାଇଁ ପୁରୁଣା ଉପାୟ କାର୍ଯ୍ୟକାରୀ ପ୍ରମାଣିତ ହୋଇପାରେ । ଔଷଧ ସେବନ ଠାରୁ ଭଲ ହେବ କି ଆମେ ସେହି ପ୍ରାଚୀନ ଉପାୟକୁ ଆପଣେଇବା ଯିଏ କେବଳ ଲାଭକାରୀ ନୁହେଁ ପରନ୍ତୁ ତାହାର କୌଣସି ଦୁଃସ୍ପରିଣାମ ବି ନଥାଏ । ପ୍ରକୃତରେ ଆମ ରୋଷେଇ ଘରେ କିଛି ଏମିତିକା ଖାଦ୍ୟ ପଦାର୍ଥ ଅଛି ଯିଏ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ  ଓ ଏଥିରୁ ଗୋଟିଏ ହେଲା ପିଆଜ ।

ଆଜ୍ଞା ହଁ, ପିଆଜରେ ବହୁତ ଗୁଡିଏ ଔଷଧୀୟ ଗୁଣ ଥାଏ ଯାହା ଦ୍ଵାରା ଶରୀରର ବହୁତ ସମସ୍ୟା ଭଲ ହୋଇଯାଇଥାଏ । ସବୁଠାରୁ ବିଶେଷ କଥା ହେଲା ପିଆଜ ଖାଇବା ବ୍ୟତୀତ ଏହାକୁ ଶରୀରର ବାହାର ଅଂଶରେ ପ୍ରୟୋଗ କରି ମଧ୍ୟ ଶରୀରକୁ ସୁସ୍ଥ ରଖାଯାଇ ପାରେ । ଆଜି ଆମେ ଆପଣଙ୍କୁ ଏହାର ଶରୀର ବାହାରେ ପ୍ରୟୋଗ ଓ ସେଥିରୁ ହେଉଥିବା ଲାଭ ବିଷୟରେ କହିବାକୁ ଯାଉଛୁ ।

ରାତିରେ ମୋଜାରେ ପିଆଜ ରଖିବା ଦ୍ଵାରା ଶରୀରର ବିଷାକ୍ତ ତତ୍ଵ ବା ଟକ୍ସିକ ମଳ ମୂତ୍ର ଜରିଆରେ ଶରୀରରୁ ବାହାରି ଯାଇଥାଏ ଓ ତା ସହିତ କିଛି ଟକ୍ସିକ ପିଆଜରେ ଅବଶୋଷିତ ହୋଇଯାନ୍ତି । ଏହିପରି ଶରୀର ଭିତରର ସଫା ହୋଇଯାଇଥାଏ ।

ଏହି କଥା ମେଡିକାଲ ସାଇନ୍ସ ମଧ୍ୟ କହିଥାଏ ପିଆଜରେ ଥିବା ଫସଫୋରିକ ଏସିଡ ରକ୍ତରେ ଧମନୀରେ ଯାଇ ରକ୍ତକୁ ସଫା କରିଥାଏ । ଏହି ପରି ମୋଜାରେ ପିଆଜ ରଖିବା ଦ୍ଵାରା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ ।

ପ୍ରକୃତରେ ରକ୍ତରେ ଅଶୁଦ୍ଧତା ହୁଦୟ ସମ୍ବନ୍ଧିତ ରୋଗକୁ ମଧ୍ୟ ବଢାଇଥାଏ କିନ୍ତୁ ପିଆଜ ଖଣ୍ଡକୁ ମୋଜାରେ ରଖିବା ଦ୍ଵାରା ରକ୍ତ ଶୁଦ୍ଧ ହୋଇଥାଏ ଓ ଯାହା ଦ୍ଵାରା ଆପଣଙ୍କୁ ହୃଦୟ ରୋଗ ହୋଇନଥାଏ ।

ଯଦି ଆପଣ ଜ୍ଵର ପାଇଁ ଚିନ୍ତାରେ ଅଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ ନିଜ ମୋଜାରେ ପିଆଜର ଏକ ସ୍ଲାଇସ ରଖି ଶୋଇଯାନ୍ତୁ ସକାଳେ ଉଠିଲେ ଆପଣ ବହୁତ ଭଲ ଅନୁଭବ କରିବେ ।

ପ୍ରକୃତରେ ପାଦ ତଳେ ମସ୍ତିଷ୍କର ଆକ୍ୟୁପ୍ରେସର ପଏଣ୍ଟ ଥାଏ । ଏମିତିରେ ସେହି ଜାଗାରେ ପିଆଜ ରଖିବା ଦ୍ଵାରା ମସ୍ତିଷ୍କ ଥଣ୍ଡା ହୋଇଥାଏ ଓ ଚିନ୍ତାରୁ ମୁକ୍ତି ମିଳିଥାଏ ।

ଯଦି ଆପଣ ମୂତ୍ରାଶୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ, ତେବେ ଶୋଇବା ସମୟରେ ପିଆଜ ଖଣ୍ଡ ପାଦ ତଳେ ଲଗାଇବା ଦ୍ଵାରା ଆପଣଙ୍କୁ ଏହି ସମସ୍ୟାରୁ ଆରାମ ମିଳିବ ।

ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ ସେୟାର କରି ସାଙ୍ଗମାନଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।