ଯଦି ଆପଣ ବି ରାତିରେ ଖାଉଛନ୍ତି ଭାତ ! ତେବେ ନିହାତି ଜାଣି ରଖନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ କଥା ! Health tips

ବନ୍ଧୁଗଣ ଓଡିଶାରେ ପ୍ରାୟ ସମସ୍ତଙ୍କ ଘରେ ଘରେ ଭାତ ପ୍ରମୁଖ ଖାଦ୍ୟ ହୋଇଥାଏ । ସମସ୍ତେ ଘରେ ଭାତ ପ୍ରସ୍ତୁତ କରି ଖାଇଥାନ୍ତି । ଏହି ଭାତରୁ ମଧ୍ୟ ଆମ ଶରୀରରୁ ଅନେକ ପୋଷକ ତତ୍ଵ ମିଳିଥାଏ । ଯାହା ଆମକୁ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ । ଅନେକ ଘର ମାନଙ୍କରେ ତ ଭାତକୁ ଦିନକୁ 2 ରୁ 3 ଥର ମଧ୍ୟ ଖାଇଥାନ୍ତି । ହେଲେ ଯଦି ଯେଉଁ ବ୍ୟକ୍ତି ଦିନକୁ ବହୁତ ଥର ଭାତର ହିଁ ଖାଲି ସେବନ କରୁଥିବ । ତେବେ ସେହି ବ୍ୟକ୍ତିକୁ କିଛି ସ୍ଵାସ୍ଥଗତ ସମସ୍ଯାର ମଧ୍ୟ ସାମ୍ନା କରିବାକୁ ପଡିଥାଏ ।

ଆମ ଶରୀରର ସୁଦୃଢ ଗଠନ ପାଇଁ ସବୁ ପ୍ରକାର ଖାଦ୍ୟ ସାରର ଆବଶ୍ୟକତା ପଡିଥାଏ । ମାତ୍ର ଭାତରେ ଆମ ଶରୀର ଆବଶ୍ୟକ କରୁଥିବା ସମସ୍ତ ଖାଦ୍ୟସାର ଉପଲବ୍ଧ ନଥାଏ । ଭାତରେ ଅଧିକାଂଶ ଶ୍ଵେତସାରର ମାତ୍ରା ହିଁ ଅଧିକ ରହିଥାଏ । ଏହା ଛଡା ଭିଟାମିନ-ସି ଓ କ୍ୟାଲସିୟମ ମଧ୍ୟ ଅଳ୍ପ ପରିମାଣରେ ରହିଥାଏ । ବହୁତ ଲୋକ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ମଧ୍ୟ ରାତିରେ ଭାତ ଖାଉଥାନ୍ତି । ତେବେ ପ୍ରତିଦିନ ରାତିରେ ଭାତ ଖାଇବା ଦ୍ଵାରା କେଉଁ ସବୁ ଅସୁବିଧା ହୋଇଥାଏ ତାହା ଜାଣନ୍ତୁ ।

1- ଯେଉଁ ମାନେ ପ୍ରତିଦିନ ଅଧିକ ମାତ୍ରାରେ ଭାତ ହିଁ କେବକ ଖାଇ ନିଜର ପେଟ ପୁରାଇଥାନ୍ତି । ସେମାନଙ୍କର ମୋଟାପଣ ଅଧିକ ବଢିଯାଇଥାଏ । କାରଣ ଭାତରେ ଅଧିକ ପରିମାଣର ଫ୍ୟାଟ ରହିଥାଏ । ଯେଉଁ କାରଣରୁ ଆମ ଶରୀରରେ ଫ୍ୟାଟର ମାତ୍ରା ଅଧିକ ବୃଦ୍ଧି ପାଇଥାଏ ।

 

2- ଅଧିକ ମାତ୍ରାରେ ଭାତ ଖାଇବା ଦ୍ଵାରା ଶରୀରରେ ସୁଗାରର ମାତ୍ରା ବଢିଯାଇଥାଏ । ଯେଉଁ କାରଣରୁ ଅନେକଙ୍କୁ ବହୁତ ଶୀଘ୍ର ମଧୁମେହ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ତେଣୁ ମଧୁମେହରେ ପୀଡିତ ବ୍ୟକ୍ତିକୁ ଭାତ ଖାଇବାକୁ ବାରଣ କରାଯାଇଥାଏ ।

3- ଅଧିକ ଭାତ ଖାଇଲେ । ବ୍ୟକ୍ତିକୁ ଦିନ ସାରା ଅଳସୁଆ ଲାଗିଥାଏ । ଯାହା ଯୋଗୁ ଭାତ ଖାଇବା ଦ୍ଵାରା ବଡି ହେଭି ଫିଲ୍ ହେବ ସହ ଆଳସ୍ୟ ମଧ୍ୟ ଅନୁଭୂତ ହୋଇଥାଏ ।

4- ଅଧିକ ଭାତର ସେବନ ଆଜମାକୁ ମଧ୍ୟ ବଢାଇ ଦେଇଥାଏ । ତେଣୁ ଆଜମା ରୋଗୀଙ୍କ ପାଇଁ ଭାତ ଖାଇବା ଭଲ ହୋଇନଥାଏ । କାରଣ ଭାତର ସେବନ ଦ୍ଵାରା ଶରୀରରେ ଥଣ୍ଡା ବଢିଯାଇଥାଏ ।

5- ଭାତର ଅଧିକ ସେବନ ବ୍ୟକ୍ତିର ପାଚନ ତନ୍ତ୍ରକୁ ଦୁର୍ବଳ ବନାଇଥାଏ । ଭାତ ବହୁତ ଭାରୀ ଖାଇବା ହୋଇଥାଏ । ଏହାକୁ ସବୁବେଳେ ପାଚନ କରି କରି ପାଚନ ତନ୍ତ୍ର ଦୁର୍ବଳ ହେବାକୁ ଲାଗିଥାଏ ।

ବନ୍ଧୁଗଣ ଆଶା କରୁଛୁ । ଆପଣଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ମଧ୍ୟ ଭୁଲିବେ ନାହିଁ ।