ରାତି ହେଲେ ଭାଲୁ ହୋଇଯାନ୍ତି ଏହି ଯୁବକ, ଏନେଇ ସେ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ଆଗରେ ଦୌଡୁଥିଲା ଏହି ବିରଳ ପ୍ରାଣୀ ଆଉ ପଛେ ପଛେ ଗୋଡେଇଥିଲା ପୋଲିସ । ହେଲେ ଏହି ପ୍ରାଣୀକୁ ଧରିବା ପରେ ପୋଲିସ ନିଜେ ଡରି ଯାଇଥିଲା । କାରଣ ଏହି ବିରଳ ପ୍ରାଣୀକୁ ଦେଖି ଏମିତି ଲାଗିଥିଲା କି ସତେ ଯେମିତି ଜଣେ ଭାଲୁ ମଣିଷ ପୋଷାକ ପିନ୍ଧି ଦେଇଛି । ଥାନାକୁ ଆଣିବା ବେଳେ ବି ସେମିତି ମୁଖା ପିନ୍ଧିଥିଲେ । ତାଙ୍କୁ ଦେଖିଲେ ଲାଗିବ ସେ ଯେମିତି ଅଧା ଭାଲୁ ଆଉ ଅଧା ମଣିଷ । ଆଉ କିଛି ସମୟ ପରେ ତାଙ୍କ ଅସଲ ଚେହେରା ଦେଖିବାକୁ ମିଳିଥିଲା ।

ଭାଲୁ ବେଶରେ ଯୁବକଜଣକ ହାତରେ ଶା-ବ-ଳ ଓ ଛୁ-ରୀ ଧରି ଆସୁଥିଲେ ଓ ଘର କାନ୍ଥ ତାଡୁଥିଲେ । ସବୁ କରିବା ପରେ ମୁଖା ପିନ୍ଧି ଘଟଣାସ୍ଥଳରୁ ଖସି ପଳାଉଥିଲେ । ଦୀର୍ଘ ଦିନ ଧରି ଚାରୋଟି ଜିଲ୍ଲାରେ ନିଜ ଲୁ-ଟ-ପା-ଟ ମଚେଇଥିବା ଏହି ଚାରି ଲୁଟେରାଙ୍କୁ ଏବେ ପୋଲିସ ଗି-ର-ଫ କରିଛି । ବିଭିନ୍ନ ଉପାୟ ଆପଣେଇ ଏମାନେ ଲୁ-ଟ୍ କରୁଥିଲେ । ବିଳମ୍ବିତ ରାତିରେ ବରବାଡି କେନାଲ ଛକ ନିକଟରେ ଲୁ-ଟ୍ ପାଇଁ ଯୋଜନା କରିଥିବା ବେଳେ ଉଦଳା ପୋଲିସ ସେମାନଙ୍କ ଉପରେ ଚଢାଉ କରିଥିଲା ।

ସେମାନେ ଖସି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ଚାରିଜନଙ୍କୁ ଧରିବାରେ ସଫଳ ହୋଇଛି । ଏହି ସମସ୍ତ ଲୁ-ଟେ-ରା ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ହେବ ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଲୁ-ଟ୍ ଜାରି ରଖିଥିଲେ ।

ପୋଲିସ ସେମାନଙ୍କୁ କାବୁ କରି ଲୁ-ଟ୍ ରେ ବ୍ୟବହୃତ ଶା-ବ-ଳ, ଛୁ-ରୀ, ଦା-ଆ ସମେତ ଅନେକ ସାମଗ୍ରୀ ସହ ପାଞ୍ଚଗୋଟି ମୋବାଇଲ ମଧ୍ୟ ପୋଲିସ ଜବତ କରିଛି । ଏହି ଲୁ-ଟେ-ରା ମାନଙ୍କ ନାମହେଉଛି ଟଣା ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା ଓ ମଞ୍ଚୁଗୁଲ ମୁଣ୍ଡା । ଏମାନେ ପୂର୍ବରୁ ଉଦଳା ଓ କପ୍ତିପଦା ଅଞ୍ଚଳରେ ହୋଇଥିବା ବିଭିନ୍ନ ଲୁ-ଟ୍ ରେ ସମ୍ପୃକ୍ତ ରହୁଥିଲେ । ଏହି ସମସ୍ତ ଲୁ-ଟେ-ରା-ଙ୍କ ବୟସ ମଧ୍ୟ ଖୁବ କମ୍ ଅର୍ଥାତ ମାତ୍ର 19 ବର୍ଷରୁ 22 ବର୍ଷ ଭିତରେ ।

ଲୁ-ଟ୍ ର ମାଷ୍ଟର ମାଇଣ୍ଡ ହେଉଛନ୍ତି ରାଜା ମୁଣ୍ଡା ଯିଏ କି ଭାଲୁ ବେଶରେ ଫେରାର ହେବାରେ ମାହିର ଥିଲେ । ଆଉ ତାଙ୍କ ଭେଶ ଦେଖିଲେ ଆପଣ ବି କିଛି ସମୟ ପାଇଁ ନିଶ୍ଚିତ ଭାବେ ଚିନ୍ତାରେ ପଡିଯିବେ । ଏବେ ପୋଲିସ ସେମାନଙ୍କ ଲୁ-ଟ୍ ଉଦ୍ୟମ ପଣ୍ଡ କରିବା ସହ ଗିରଫ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।