ରାତି 11 ବାଜିଲେ ବାହାନଗା ହାଇ ସ୍କୁଲରେ କାନ୍ଦୁଛନ୍ତି ଭୂତ, ସ୍କୁଲ ଆସିବାକୁ ଡରୁଛନ୍ତି ପିଲା, ଶେଷରେ ସ୍କୁଲ ଭାଙ୍ଗିଲା ପ୍ରଶାସନ

ରାତି 11ଟା ବାଜିଲେ ଭୁତ ଡାକୁଛି ଭୁତ ଚିତ୍କାର କରୁଛି । ହଁ ଦର୍ଶକ ବନ୍ଧୁ ଏ କଥା ଏବେ ବାହାନଗା ର ସ୍ଥାନୀୟ ଲୋକେ କହୁଛନ୍ତି । ବେଳ ବୁଡିଲେ ରେଳ ଡାକୁଛି । ଏମିତି କିଛି ଶବ୍ଦ କରୁଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ସ୍କୁଲ ଯିବାକୁ ପିଲା ମାନେ ଭୟ କରୁଛନ୍ତି କାରଣ ବାହନଗା ସରକାରୀ ସ୍କୁଲ ରେ କୁଆଡେ ଭୁତ ଅଛି । ଆତ୍ମା ଅଛି । ବାହାନଗା ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁବରଣ କରୁଥିବା ହଜାର ହଜାର ଲୋକଙ୍କର ଆତ୍ମା କୁଆଡେ ସେହି ବାହନଗା ସ୍କୁଲ ପରିସର ରେ ଅଛି ।

ଏମିତି କିଛି ଗୁଜବ ସୃଷ୍ଟି ହେବା ପରେ ପିଲାଙ୍କୁ ସ୍କୁଲ ଛାଡିବାକୁ ଅଭିଭାବକ ମାନେ ଭୟ କରିଲେଣି । ପିଲା ବି ଭୟଭୀତ ହେଉଛନ୍ତି । ଆଉ ଏବେ ଜିଲ୍ଲା ପ୍ରଶାସନ ଏ ସବୁ ଅନୁଭବ କରିଲା ସେତେବେଳେ ସ୍କୁଲ ଭାଙ୍ଗିବାକୁ ନିସ୍ପତି ନେଲା । ଆଜି ସକାଳୁ ସକାଳୁ ଦୁଇ ଟି ଜେସିବି ସାହାର୍ଯ୍ୟ ରେ ସେହି ସ୍କୁଲ କୁ ଭଙ୍ଗା ଯାଉଛି ଯେଉଁ ସ୍କୁଲରେ ଭୁତ ଥିଲକା ବୋଲି କୁହା ଯାଉଛି ।

ଆଉ ଯେଉଁ ସ୍କୁଲ ରୁ ରାତି 11 ଟା ବାଜିଲେ ଚିତ୍କାର ଆସୁଛି ବୋଲି କୁହା ଯାଉଛି ଆଜି ସେ ସ୍କୁଲ ଭଙ୍ଗା ଯାଉଛି । ଯେଉଁ ସ୍କୁଲ ପାଖ କୁ ଗଲେ ଲୋକେ ଭୟ କରୁଥିଲେ ବୋଲି କୁହା ଯାଉଛି । ଆଜି ସେହି ବାହନଗା ସ୍କୁଲ କୁ ସକାଳୁ ସକାଳୁ ଭଙ୍ଗା ଚାଲିଛି । କାରଣ ସେ ସ୍କୁଲ ରେ କୁଆଡେ ଭୁତ ରହିଛି ।

ଟ୍ରେନ ଦୁର୍ଘଟଣାରେ ଜୀବନ ହାରିଯିବା ପରେ ପ୍ରତି ଟି ମଣିଷଙ୍କର ଆତ୍ମା କୁଆଡେ ସେଠାରେ ଘୁରି ବୁଲୁଛି । ନିରୀହ ଆତ୍ମା ଏବେ ସମସ୍ତଙ୍କୁ ହଇରାଣ କରୁଛି । ରାତି 11 ଟା ବାଜିଲେ କାନ୍ଦ ବୋବାଳି ରେ ଫାଟି ପଡୁଛି ବାହାନଗା ହାଇ ସ୍କୁଲ ପରିସର । ବେଳ ବୁଡିଲେ ତାଟି କବାଟ ପକାଇ ଦେଉଛନ୍ତି ସ୍ଥାନୀୟ ଲୋକେ ।

ଏ ଖବର କୁ ନେଇ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ ତହସିଲଦାର ଙ୍କ  ଉପସ୍ଥିତି ରେ ଆଜି ସ୍କୁଲ ଘରକୁ ଭଙ୍ଗା ଯାଉଛି । ଯେଉଁ ଘରକୁ ଯିବା ପାଇଁ ପିଲା ଭୟ କରୁଥିଲେ । ଯେଉଁ ଘରେ ଲୁହାର ଟ୍ରାକ ରେ ଜୀବନ ଯାଇଥିବା ଲୋକଙ୍କର ଆତ୍ମା ମାନେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।