ରଥ ଟାଣୁ ଟାଣୁ ହଠାତ ଲାଗିଗଲା ରଥରେ ନିଆଁ, ଆଉ ଜଳିଗଲେ 6 ଭକ୍ତ

ହୁତୁ ହୁତୁ ହୋଇ ଜଳିଗଲା ରଥ । ପ୍ରଚଣ୍ଡ ନିଆଁ ରେ ଜଳିଗଲେ ଭକ୍ତ । ଗଡୁ ଥିଲା ରଥ ହଠାତ ଛିଣ୍ଡି ପଡିଲା ବିଦ୍ୟୁତ ତାର । କେହି କିଛି ବୁଝିବା ପୂର୍ବରୁ ଚାଲିଗଲା 6 ଜଣଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ ରଥ ଟଣା ସମୟରେ ଘଟିଛି ଏଭଳି ବଡ ଅଘଟଣ । ଯାହା କି ଏବେ ସମସ୍ତଙ୍କୁ ଥରାଇ ଦେଇଛି । ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି 6 ଜଣଙ୍କର ଜୀବନ ଚାଲି ଗଲାଣି । ଆଉ 15 ଜଣରୁ ଅଧିକ ଲୋକ ଏବେ ହସ୍ପିଟାଲ ରେ ଜୀବନ ସହ ଲଢେଇ କରୁଛନ୍ତି ।

ତେବେ ଗତ କାଲି ବାହୁଡା ଯାତ୍ରା ସମୟରେ ଏଭଳି ଦୁର୍ଘଟଣା ଘଟିଛି । ଗତ କାଲି ଥିଲା ପବିତ୍ର ବାହୁଡା ଯାତ୍ରା ଯେଉଁଥି ରେ ଭକ୍ତଙ୍କର ଗହଳି ଲାଗି ଥିଲା । ସମସ୍ତେ ଚାହୁଁ ଥିଲେ ମହାପ୍ରଭୁ ଙ୍କ ରଥ ଟାଣିବାକୁ । ହେଲେ କେହି କେବେ ଭାବି ନ ଥିଲେ କି ରଥ ଟଣା ସମୟରେ ହାଇ ଭୋଲଟେଜ ତାର ଚିଡି ଯିବ । ଭକ୍ତ ଗଣ ରଥ ଦଉଡି ଟାଣିବାକୁ ଯାଇଥିଲେ ।

କିନ୍ତୁ କିଛି କ୍ଷଣ ମଧ୍ୟରେ ଘଟିଥିଲା ଏଭଳି ଘଟଣା । ରଥ ଦୌଡି କୁ ଚାହିଁ ଥିବା ବ୍ୟକ୍ତି ମଧ୍ୟ ଜଳିଗଲା । ସେଠାରେ ଅନେକ ଲୋକଙ୍କ ଶରୀର ଜଳି ଗଲା । ଦେଖୁ ଦେଖୁ 6 ଜଣଙ୍କର ଜୀବନ ଚାଲିଗଲା । ଗତ କାଲି 4ଟା 30 ମିନିଟ ରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଯାହା ସାରା ଭାରତ ବର୍ଷକୁ ପୁରା ସ୍ତବ୍ଧ କରି ଦେଇଛି ।

ତେବେ ଏପଟେ ରାୟର ମୁଖ୍ୟ ମନ୍ତ୍ରୀ ମାନିକ ସାହେବ ଏହି ଘଟଣାକୁ ଦେଖି ଶୋକ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ଟି ଘଟିଛି ତ୍ରିପୁରା ର । ତ୍ରିପୁରା ର ଇନାକୋଟି ଜିଲ୍ଲା ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାହୁଡା ସମୟରେ ରଥ କୁ ଏଭଳି ସଜା ଯାଇଥିଲା ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥି ରେ କିଛି ଲୁହାର ଅଂସ କୁ ବ୍ୟବହାର କରା ଯାଇଥିଲା । ଯାହା କି ରଥ ଟଣା ସମୟରେ 133kb ହାଇଆ ଭୋଲେଟେଜ ତାର ସହ ସଂସ୍ପର୍ଶ ରେ ଆସି ଯାଇଥିଲା । ଆଉ ତା ପରେ ରଥ ଜଳିବାରେ ଲାଗିଥିଲା । ଆଉ ସେହି ପାଖରେ ଥିବା 6 ଜଣଙ୍କର ଶରୀର ଜଳି ଯାଇଥିଲା । ଆଉ ଚାଲି ଯାଇଥିଲା ଘଟଣା ସ୍ଥଳରେ ଜୀବନ । ଆଉ ଏବେ ବି 15 ଜଣ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି ମେଡିକାଲ ରେ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।