Cold Drinks ରେ ରହିଛି କ୍ୟାନସର କାରକ! ଜାଣନ୍ତୁ କିପରି ଭାବରେ କୋଲ୍ଡ ଡ୍ରିଂକ କ୍ୟାନସରକୁ ସୃଷ୍ଟି କରିଥାଏ ? WHO ଦେଲା ଚେତାବନୀ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  କୋଲ୍ଡ ଡ୍ରିଂକ ପିଉଥିବା ଲୋକମାନଙ୍କ ପାଇଁ ବଡ ଖବର ଆପଣ ପିଉଥିବା କୋଲ୍ଡ ଡ୍ରିଙ୍କସରେ ରହିଛି କ୍ୟାନସର କାରକ  । ଥଣ୍ଡା ପାନୀୟରେ ଥିବା ମିଠା ବିପଦଜନକ କହିଲା ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ । ହଁ ଦର୍ଶକବନ୍ଧୁ ଆଜିକାଲୀ ସୁଲଭ ମୂଲ୍ୟରେ ମିଳୁଥିବା କୋଲ୍ଡ ଡ୍ରିଂକ କୁ ପିଇବା ପାଇଁ ଆମେ ପସନ୍ଦ କରିଥାଉ  ।

ମାତ୍ର କ୍ୟାନସର ରୋଗ ସମ୍ବନ୍ଧରେ  ରିସର୍ଚ କରୁଥିବା କେତେକ ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହା କ୍ୟାନସର ଏକ କାରକ ଅଟେ  । ଶରୀର ପାଇଁ ଏହା ପ୍ରାଣହାନିକାରକ  ଏଭଳି କିଛି ପୂର୍ବରୁ ଲୋକମାନଙ୍କୁକହି  ସଚେତନା ଜାରି କରିଛି  ବିଶ୍ଵ ସଙ୍ଗଠନ । କୋଲ୍ଡ ଡ୍ରିଙ୍କକୁ ଅନେକ ଦିନ ସଗୃହୀତ ବା ଖରାପ ହେବାରୁ ରକ୍ଷାକରିବା  ପାଇଁ କେତେକ କମ୍ପାନୀ କୃତ୍ରିମ ମିଠାର ବ୍ୟବହାର କରୁଛନ୍ତି ।

କୁତ୍ରିମ ମିଠାରେ ରହିଥିବା ଆସପୋଟୋର୍ମ କ୍ୟାନସରକୁ ତିଆରି କରିବାର ଏକ କାରକ  ଅଟେ ବୋଲି ରିସର୍ଚର ପ୍ରକାଶ କରିଛନ୍ତି । ଏହା କେବଳ କୋଲ୍ଡ ଡ୍ରିଙ୍କରେ ନୁହେଁ ସୋଢା ଠାରୁ ଆରମ୍ଭ କରି ଚୁଇଙ୍ଗମ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ତେବେ କ୍ୟାନସର ସମ୍ବନ୍ଧରେ ରିସର୍ଚ କରୁଥିବା ଅନ୍ତରଜାତୀୟ ସ୍ତରୀୟ ସଂସ୍ଥା ଇନ୍ଟର ନାସନାଲ ଏଜେନ୍ସି ଫୋର ରିସର୍ଚ ଅନ କ୍ୟାନସର ଜୁଲାଇ ମାସରେ ଆସପୋଟୋର୍ମ କୁ କ୍ୟାନସର ତାଲିକାରେ ଅନ୍ତର୍ଭୁକ୍ତ କରିବେ  ।

ତେବେ ଆମମାନେ ପୂର୍ବପରି ଯେପରି କୋଲ୍ଡ ଡ୍ରିଙ୍କ ସେବନ କରୁଥିଲୁ । ଏବେ ତାହା ପିଇବା ବିଷ ସହ ସମ୍ମାନ ତେଣୁ ଲୋକେ କୋଲ୍ଡ ଡ୍ରିଙ୍କକୁ ଯେତେ ସମ୍ଭବ ନ ପିଇବା ଉଚିତ୍ । କାରଣ କୃତ୍ରିମ ମିଠା ଶରୀର ପକ୍ଷେ ହାନିକାରକ ହେଲାନି । ରିସର୍ଚର ମାନେ ମଧ୍ୟ ଏହା ସମ୍ବନ୍ଧରେ ରିସର୍ଚ କରୁଛନ୍ତି ଆସପୋଟୋର୍ମ ଅଧିକ ମାତ୍ରାରେ ଥିବା ହେତୁ କୋଲ୍ଡ ଡ୍ରିଙ୍କ ସେବନ କରୁଥିବା ଲୋକମାନଙ୍କୁ ଆଗାମୀ ଭବିଷ୍ୟତରେ କ୍ୟାନସର ସମ୍ମୁଖୀନ ହେବାକୁ ପଡିବ ।

ରିସର୍ଚର ଙ୍କ କହିବା ଅନୁସାରେ ଯଦି କୋଲ୍ଡ ଡ୍ରିଙ୍କରେ ଏହାର ମାତ୍ରାକୁ କମ୍ କରାଯିବ । ତେବେ କ୍ୟାନସର ହେବା ସମ୍ଭାବନା କମ୍ ରହିଛି । ତେବେ ଏହା ସମ୍ବନ୍ଧୀୟ ତଥ୍ୟ ଜୁଲାଇ ମାସରେ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି । ତେଣୁ ଆପଣମାନେ ଯେତେ ଦୂର ସମ୍ଭବ କୋଲ୍ଡ ଡ୍ରିଙ୍କର ସେବନ କରନ୍ତୁ ନାହିଁ ।  ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।