ରାସ୍ତାରୁ ଟଙ୍କା ପାଇଲେ କେଉଁ ଅସୁବିଧା ଦେଖା ଦେଇଥାଏ ? ଜୀବନକୁ ସୁଖମୟ କରିବା ପାଇଁ ଜାଣନ୍ତୁ ଆହୁରି କେତେକ ଲାଭଦାୟୀ ବାସ୍ତୁ ନିୟମ

ଜୀବନକୁ ସରଳ ଓ ସୁଖମୟ କରିବାକୁ ହେଲେ କିଛି ବାସ୍ତୁ ନିୟମ ପାଳନ କରିବା ଜରୁରୀ ହୋଇଥାଏ । ଆଜି ସେହିପରି କିଛି ନିୟମ ବିଷୟରେ ଜାଣିବା । ଘରେ ଯଦି ତୁଳସୀ ଗଛ ଶୁଖିଗଲେ ଏହା ଘର କୌଣସି ସଦସ୍ୟଙ୍କର ଦେହ ଖରାପ ହେବାର ସଂକେତ ଦେଇଥାଏ ଏବଂ ଏହାସହ କୌଣସି ଅଶୁଭ ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଥାଏ । ଏହାର ବିପରୀତ ତୁଳସୀ ଗଛ ଯଦି ଛନଛନିଆ ହୋଇ ବଢେ ତେବେ ଆଗକୁ କୌଣସି ଭଲ ଖୁସି ଖବର ମିଳିପାରେ ।

ମୁହଁରେ ବ୍ରଣ ଦାଗ ରହିଥିଲେ ଡାଲଚିନି ଗୁଣ୍ଡ ସହ ମହୁ ମିଶାଇ ଆଠ ଦିନ ଯାଏଁ ମୁହଁରେ ଲଗାନ୍ତୁ ଦେଖିବେ ଆପଣଙ୍କ ବ୍ରଣ ଦାଗ ଧୀରେ ଧୀରେ ଭଲ ହୋଇଯିବ । ଏହା କରିବା ଦ୍ଵାରା ମୁହଁରୁ ଦାଗ ଲିଭିବା ସହ ମୁହଁ ଚିକ୍କଣ ଓ ସୁନ୍ଦର ହେବ । ମୂର୍ଖଙ୍କୁ ଉପଦେଶ ଦେଲେ ଏବଂ ଦୁଷ୍ଟା ସ୍ତ୍ରୀକୁ ଭରଣପୋଷଣ କଲେ ପଣ୍ଡିତ ମାନେ ମଧ୍ୟ ବିଷାଦଗ୍ରସ୍ତ ହୋଇଯାନ୍ତି । ରାସ୍ତାରେ ଯାଉଥିବା ବେଳେ କୌଣସି ପରିଚିତା ନାରୀଙ୍କ ପାଇଁ କେବେ ଅଟକିବା ଉଚିତ ନୁହେଁ ।

ବିପଦରେ ପଡିଥିବା ନାରୀଙ୍କୁ ସାହାଯ୍ୟ କରିପାରିବେ ନଚେତ କେବେବି ଅଟକିବା ଠିକ ନୁହେଁ । ଏହାଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ । ଯେତେ ରୋଜଗାର କଲେ ମଧ୍ୟ ଯଦି ନିଅଣ୍ଟ ହେଉଛି ତେବେ ଗାଧୋଇବା ବେଳେ ଗୋଟିଏରୁ ଦୁଇଟି କଳା ରାଶି ପାଣିରେ ପକାଇ ଗାଧୋଇବା ଦ୍ଵାରା ମଙ୍ଗଳ ହୋଇଥାଏ ।

କିଛି କଳା ରାଶି ଏବଂ କିଛି କଳା ଗୁଡ ଏକ କଳା କନାରେ ବାନ୍ଧି ଶନିବାର ଦିନ କୌଣସି ଗରିବ ଲୋକଙ୍କୁ ଦାନ କରି ଦିଅନ୍ତୁ, ଦେଖିବେ ନିଶ୍ଚିତ ଭାବେ କିଛି ନା କିଛି ପରିବର୍ତ୍ତନ ଆସିବ । ସ୍ଵାମୀ ସ୍ତ୍ରୀ ଏକତ୍ର ଭୋଜନ କରିବା ବେଳେ ସ୍ତ୍ରୀ ସ୍ବାମୀର ବାମ ପଟେ ଏବଂ ଶୟନ କରିବା ବେଳେ ସ୍ଵାମୀର ବାମ ପଟେ ସ୍ତ୍ରୀ ଶୋଇବା ଉଚିତ । ସାତଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରି ଯାହା ମନୋବାଞ୍ଛା ମାଗିବେ ତାହା ପୂର୍ଣ୍ଣ ହେବ ।

ଅମାବାସ୍ୟା ପରଦିନ ପ୍ରତିପଦ ଯାହାକି ପ୍ରଥମା ଏବଂ ତା’ ପରଦିନ ହେଉଛି ଦ୍ଵିତୀୟା । ଏହିଦିନ ଆକାଶର ପଶ୍ଚିମ ପଟରେ ସନ୍ଧ୍ୟା 5ଟାରୁ 7ଟା ଭିତରେ ଅଳ୍ପ ସମୟ ପାଇଁ ଚନ୍ଦ୍ର ଦେଖା ଦିଅନ୍ତି । ଏହି ଚନ୍ଦ୍ରଙ୍କୁ ଦର୍ଶନ କରି ଯାହା ମନୋସ୍କମାନ ମାଗିବେ ତାହା ପୂର୍ଣ୍ଣ ହେବ । ଆମ ଶରୀର ଭିତରେ ମନ୍ଦାଗ୍ନି ରହିଛି ଯାହା ଆମେ ଖାଉଥିବ ଖାଦ୍ୟକୁ ହଜମ ହେବାରେ ସାହାଯ୍ୟ କରେ ।

ତେଣୁ ଖାଇସାରି ସାଙ୍ଗେ ସାଙ୍ଗେ ପାଣି ପିଇବା ଦ୍ଵାରା ସେହି ଅଗ୍ନି ଲିଭିଯାଏ ଫଳରେ ଖାଦ୍ୟ ଠିକ ଭାବେ ହଜମ ହୁଏନାହିଁ ଏବଂ ବିଭିନ୍ନ ପ୍ରକାର ପେଟଜନିତ ସମସ୍ଯା ଦେଖାଦିଏ । ତେଣୁ ଅତିକମରେ ଖାଦ୍ୟ ଖାଇବାର 30ରୁ 45 ମିନିଟ ପରେ ପାଣି ପିଇବା ଲାଭଦାୟକ ହୋଇଥାଏ । କୌଣସି ଶୁକ୍ଲପକ୍ଷ ଗୁରୁବାର ଦିନ ଯଦି କୌଣସି ଜାଗାରୁ ଆପଣଙ୍କୁ ଯଦି 5 ଟଙ୍କିଆ ଏବଂ 10 ଟଙ୍କିଆ କଏନ ମିଳେ କିମ୍ବା କେହି ତାହା ଆପଣଙ୍କୁ ଦିଅନ୍ତି ଏହାକୁ କେବେ ହେଲେ ଖର୍ଚ୍ଚ କରନ୍ତୁ ନାହିଁ ।

ଏହାକୁ ଯୋଡିଏ ଅରୁଆ ଚାଉଳ ସହ ଏକ ନାଲି କପଡାରେ ବାନ୍ଧି ଠାକୁର ଘରେ ରଖିଦିଅନ୍ତୁ । ଦେଖିବେ ଆପଣଙ୍କର ଅତ୍ୟନ୍ତ ମଙ୍ଗଳ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।