ରାଶି କହିବ ପୁଅ କି ଝିଅ ଭିତରୁ କିଏ କରିବ ଆପଣଙ୍କର ବୃଦ୍ଧ ଅବସ୍ଥାରେ ସେବା, ଜାଣନ୍ତୁ

ବୃଦ୍ଧ ଅବସ୍ଥା ଏକ ଏମିତି ଜିନିଷ ଅଟେ ଯାହା ସମସ୍ତଙ୍କୁ ଆସିଥାଏ । ସମସ୍ତଙ୍କୁ ନିଜ ବୃଦ୍ଧ ଅବସ୍ଥା ବିଷୟରେ ଚିନ୍ତା ଥାଏ । ଏହା ସେହି ସମୟ ଅଟେ ଯେତେବେଳେ ଆପଣଙ୍କର ଶରୀର ବିଭିନ୍ନ ପ୍ରକାରର ରୋଗରେ ଘେରି ରହିଥାଏ । ଆପଣଙ୍କ ଶରୀର କମଜୋର ହୋଇଯାଏ ଓ ଆପଣ କୌଣସି କାମ କରି ପାରନ୍ତି ନାହିଁ । ଏମିତିରେ ଆପଣ ଅନ୍ୟ ବ୍ୟକ୍ତିଙ୍କ ଉପରେ ଭରସା କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଆପଣଙ୍କର ନିଜର ବୃଦ୍ଧ ଅବସ୍ଥାରେ ଆପଣଙ୍କର ପୁଅ କିମ୍ବା ଝିଅ ମଧ୍ୟରୁ କିଏ ଆପଣଙ୍କୁ ଅଧିକ ଭଲ ପାଇବ ଓ ସେବା କରିବ ।

Image courtesy: Google

ମେଷ :

ଏହି ରାଶିର ଲୋକମାନଙ୍କୁ ବୃଦ୍ଧ ଅବସ୍ଥାରେ ନିଜର ସବୁଠୁ ଛୋଟ ସନ୍ତାନ ଠାରୁ ସୁଖ ପ୍ରାପ୍ତି ହେବ । ଏହି ସନ୍ତାନ ଝିଅ କିମ୍ବା ପୁଅ ବି ହୋଇପାରେ ।

ବୃଷ :

ଏହି ରାଶିର ଲୋକମାନଙ୍କୁ ନିଜର ବୃଦ୍ଧ ଅବସ୍ଥାରେ ସାନ ପୁଅ ଠାରୁ ସେବା ପ୍ରାପ୍ତ ହେବ । ବଡ ପୁଅ ଏମାନଙ୍କ ସହ ରହିବ କିନ୍ତୁ ସୁଖ ଛୋଟ ପୁଅ ଠାରୁ ହିଁ ମିଳିବ ।

ମିଥୁନ :

ଏମାନଙ୍କୁ ବୃଦ୍ଧ ଅବସ୍ଥାରେ ନିଜ ଝିଅ ଠାରୁ ଅଧିକ ପ୍ରେମ ମିଳିବ । ଯଦି ଆପଣଙ୍କର ପୁଅ ଆପଣଙ୍କୁ ଧୋକା ଦେଇ ଦେବ କିନ୍ତୁ ଝିଅ ଆପଣଙ୍କର ଧ୍ୟାନ ରଖିବ ।

କର୍କଟ :

ଏହି ରାଶିର ଲୋକମାନେ ଅଳ୍ପ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ନିଜର ବୃଦ୍ଧ ଅବସ୍ଥାରେ ପୁଅ ଓ ଝିଅ ଦୁଇ ଜଣଙ୍କ ଠାରୁ ହିଁ ପ୍ରେମ ମିଳିଥାଏ ।

ସିଂହ :

ବୃଦ୍ଧ ଅବସ୍ଥାରେ ଏମାନଙ୍କର ଦେଖାଶୁଣା ଏମାନଙ୍କର ପୁଅ କରିଥାଏ । କିନ୍ତୁ ଝିଅ ବି ଏମାନଙ୍କୁ ସପୋର୍ଟ କରିଥାଏ ।

କନ୍ୟା :

ଏହି ରାଶିର ଲୋକମାନଙ୍କୁ ଝିଅମାନଙ୍କର ସେବାର ସୁଖ ମିଳିଥାଏ । ଏମାନଙ୍କର ବୃଦ୍ଧ ଅବସ୍ଥାରେ ଝିଅମାନେ ଭଲ ଧ୍ୟାନ ରଖିଥାନ୍ତି ।

Image courtesy: Google

ମକର :

ଏମାନଙ୍କୁ ନିଜର ବଡ ପୁଅ ସହିତ ଅଧିକ ସମୟ ବିତାଇବାକୁ ଚାନ୍ସ ମିଳିଥାଏ । ସେମାନେ ଏମାନଙ୍କର ଭଲ ଧ୍ୟାନ ବି ରଖନ୍ତି ।

ଧନୁ :

ଏହି ରାଶିର ଲୋକମାନେ ନିଜର ଦ୍ଵିତୀୟ ସନ୍ତାନ ଠାରୁ ସୁଖ ପ୍ରାପ୍ତି କରିଥାନ୍ତି । ସେ ଝିଅ ହେଉ କିମ୍ବା ପୁଅ ହୋଇଥାଉ ।

ବିଛା :

ଏହି ରାଶିର ଲୋକମାନଙ୍କୁ ନିଜର ଦୁଇ ପୁଅଙ୍କ ଠାରୁ ବୃଦ୍ଧ ଅବସ୍ଥାରେ ଭଲ ସୁଖ ମିଳିଥାଏ । ସେମାନେ ସମାନ ରୂପରେ ଏମାନଙ୍କର ଦେଖାରେଖା କରିଥାନ୍ତି ।

ତୁଳା :

ଏହି ରାଶିର ଲୋକମାନେ ସବୁଠୁ ଛୋଟ ଝିଅର ସାହାରା ନେଇଥାନ୍ତି । ଯଦି ଝିଅ ନ ଥିବ ତେବେ ପୁଅ ଏହି କାମ କରିଥାଏ ।

Image courtesy: Google

କୁମ୍ଭ :

ଏହି ଲୋକମାନେ ବାରମ୍ବାର ନିଜର ସମସ୍ତ ସନ୍ତାନର ସୁଖ ପ୍ରାପ୍ତି କରିଥାନ୍ତି । ସେଥିପାଇଁ ବୃଦ୍ଧ ଅବସ୍ଥାରେ ଏମାନେ ବହୁତ ସୁଖମୟ ଜୀବନ ଯାପନ କରିଥାନ୍ତି ।

ମୀନ :

ଏମାନଙ୍କୁ ନିଜର ବଡ ଝିଅ କିମ୍ବା ବଡ ପୁଅ ଠାରୁ ବୃଦ୍ଧ ଅବସ୍ଥାରେ ସାହାର୍ଯ୍ୟ ମିଳିଥାଏ । ସେମାନେ ହୃଦୟର ସହିତ ତାଙ୍କର ଧ୍ୟାନ ରଖିଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।