ରାଶି ଅନୁସାରେ ୨୦୧୯ ରେ କେଉଁ ମାସ ହେବ ଆପଣଙ୍କ ପାଇଁ ଭାଗ୍ୟଶାଳୀ, ଜାଣନ୍ତୁ କେମିତି କଟିବ ନୂଆ ବର୍ଷ

ନୂଆ ବର୍ଷ ସମସ୍ତଙ୍କ ପାଇଁ ଖାସ ହୋଇଥାଏ । ସମସ୍ତେ ନିଜର ଇଛା ପୂରଣ କରିବା ପାଇଁ ଚାହାନ୍ତି, କିନ୍ତୁ ଏଥିପାଇଁ ସଠିକ ସମୟ ବି ଆସିବା ଜରୁରୀ ଅଟେ । ନୂଆ ବର୍ଷ ସମସ୍ତଙ୍କ ପାଇଁ କିଛି ଖାସ ହୋଇଥାଏ, କିନ୍ତୁ ନୂଆ ବର୍ଷର କେଉଁ ମାସ ଆପଣଙ୍କ ପାଇଁ ଶୁଭ ଏହା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ତେବେ ଚାଳନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ?

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣଙ୍କ ପାଇଁ ୨୦୧୯ର କେଉଁ ମାସ ଅତ୍ୟନ୍ତ ଭାଗ୍ୟଶାଳୀ ରହିବ। ଆପଣ ନିଜର ରାଶି ଅନୁସାରେ ଜାଣି ନିଅନ୍ତୁ କେଉଁ ମାସ ଆପଣଙ୍କ ପାଇଁ ଭଲ ରହିବ । କୁହାଯାଏ କି ଶୁଭ ମାସରେ ହିଁ ଆପଣ ନିଜର ଯେ କୌଣସି କାମ କରିବେ ସେଥିରେ ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ ।

ମେଷ ରାଶି

ମେଷ ରାଶିର ଜାତକମାନଙ୍କ ପାଇଁ ପ୍ରଥମ ଦିନରୁ ହିଁ ଶୁଭ ହେବାର ଅଛି । ଏହି ରାଶିରେ ଜାନୁଆରୀ ମାସରୁ ହିଁ ମଙ୍ଗଳ ପ୍ରବେଶ କରିବାର ଅଛି, ଯେଉଁଥିରେ ଏମାନେ ଏହି ମାସରେ ଯେ କୌଣସି କାମ କରିବେ ସେଥିରେ ତାଙ୍କୁ ସବୁ ସଫଳତା ମିଳିବ ।

ବୃଷ ରାଶି

ଏମାନଙ୍କ ପାଇଁ ଡିସେମ୍ବର ମାସ ଶୁଭ ରହିବାର ଅଛି । ଏହି ମାସରେ ଏମାନଙ୍କର ଆର୍ଥିକ ସ୍ଥିତି ଭଲ ରହିବ ଏବଂ ଏମାନଙ୍କର ସବୁ ମନୋକାମନା ପୂର୍ଣ୍ଣ ହେବ ।

ମିଥୁନ ରାଶି

୨୦୧୯ର ମିଥୁନ ରାଶିର ଜାତକଙ୍କ ପାଇଁ ଅଗଷ୍ଟ ମାସ ବହୁତ ଖାସ ରହିବାର ଅଛି । ଏମିତିରେ ଏହି ମାସରେ ଏମାନଙ୍କୁ ନିଜର ସବୁ ମଙ୍ଗଳ କାର୍ଯ୍ୟ କରିନେବା ଉଚିତ ।

କର୍କଟ ରାଶି

ଏହି ରାଶିର ଜାତକଙ୍କ ପାଇଁ ୨୦୧୯ରେ ସେପ୍ଟେମ୍ବର ମାସ ଶୁଭ ରହିବ । ଏହି ମାସରେ ଆପଣ ନିଜର ସବୁ ଶୁଭ କାମ କରିଦିଅନ୍ତୁ ।

ସିଂହ ରାଶି

ସିଂହ ରାଶିର ଜାତକଙ୍କ ପାଇଁ ୨୦୧୯ର ଫେବ୍ରୁୟାରୀ ମାସ ଶୁଭ ଅଟେ । ଏହି ମାସରେ ଏହି ରାଶି ବ୍ୟକ୍ତିମାନଙ୍କର ଉନ୍ନତି ହେବ ଏବଂ ଏମାନେ ଆର୍ଥିକ ସଙ୍କଟ ଠାରୁ ମଧ୍ୟ ଦୂର ହୋଇଯିବେ ।

କନ୍ୟା ରାଶି

ଏହି ରାଶିର ଜାତକଙ୍କ ପାଇଁ ଅଗଷ୍ଟ ମାସ ଶୁଭ ରହିବାର ଅଛି । ଅଗଷ୍ଟ ମାସରେ ଏମାନେ ନିଜକୁ ବହୁତ ଶକ୍ତିଶାଳୀ ଭାବିବେ ।

ତୁଳା ରାଶି

ତୁଳା ରାଶିଙ୍କ ପାଇଁ ଅପ୍ରେଲ ମାସ ଶୁଭ ରହିବାର ଅଛି । ଏହି ମାସରେ ଏମାନଙ୍କୁ ନିଜର ମନଇଛା ସଫଳତା ମିଳିବ ।

ବିଛା ରାଶି

ବିଛା ରାଶି ମାନଙ୍କ ପାଇଁ ଅକ୍ଟୋବର ମାସ ଶୁଭ ରହିବ । ଏହି ମାସରେ ଏମାନଙ୍କର ସବୁ ମନୋକମନା ପୂର୍ଣ୍ଣ ହେବ ।

ଧନୁ ରାଶି

ଧନୁ ରାଶିର ଜାତକଙ୍କ ପାଇଁ ନୂଆ ବର୍ଷର ପ୍ରଥମ ମାସ ମାନେ ଜାନୁୟାରୀ ମାସ ତାଙ୍କ ପାଇଁ ସବୁଠୁ ଖୁସିର ମାସ ରହିବ ।

ମକର ରାଶି

ମକର ରାଶିଙ୍କ ପାଇଁ ସେପ୍ଟେମ୍ବର ମାସ ବହୁତ ଖାସ ରହିବ । ଏହି ମାସରେ ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ ।

କୁମ୍ଭ ରାଶି

କୁମ୍ଭ ରାଶି ଜାତକଙ୍କ ଜୀବନରେ ନଭେମ୍ବର ମାସରେ ସୁଖର ଲହରୀ ଖେଳିବ ।

ମୀନ ରାଶି

ମୀନ ରାଶିମାନଙ୍କ ପାଇଁ ଡିସେମ୍ବର ମାସ ଶୁଭ ରହିବ । ଏହି ମାସରେ ଏମାନଙ୍କର ସବୁ କାମରେ ସଫଳତା ମିଳିବ ।