ଷ୍ଟୂଡିଓ ରେ ରାନୁଙ୍କୁ ଦ୍ଵାରା ଗୀତ ବୋଲେଇବା ପାଇଁ ହିମେଶଙ୍କୁ କରିବାକୁ ଏମିତି କଷ୍ଟ, ଭିଡିଓ ହେଲା ଭାଇରାଲ, ଦେଖନ୍ତୁ

ରେଲୱେ ରେ ଗୀତ ଗାଇ ନିଜ ଘର ଚଳାଉଥିବା ରାନୁ ମଣ୍ଡଳ ଏବେ ଇନ୍ଟରନେଟ ଷ୍ଟାର ହୋଇସାରିଛନ୍ତି । ରାନୁ ମଣ୍ଡଳଙ୍କ ଜୀବନ ବଦଳାଇବାରେ ସୋସିଆଲ ମିଡିଆର ବହୁତ ଯୋଗଦାନ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ରାନୁଙ୍କୁ ରେଲୱେ ଷ୍ଟେସନ ରୁ ସିଧା ବଲିଉଡରେ ପହଞ୍ଚାଇଦେଲା । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ସହିତ ହିମେଶ ରେଶମୀୟା କାମ କରୁଛନ୍ତି ଯାହାର ଏକ ଗୀତ ରିଲିଜ ବି ହୋଇ ସାରିଛି ।

ଏହି ଗୀତକୁ ସୋସିଆଲ ମିଡିଆରେ ବହୁତ ଭଲ ପାଇବା ମିଳୁଛି । କିନ୍ତୁ ଏଥିପାଇଁ ହିମେଶ ରେଶମୀୟାଙ୍କୁ କେତେ କଷ୍ଟ କରିବାକୁ ପଡିଛି ତାହାର ଏକ ଭିଡିଓ ଭାଇରାଲ ହୋଇ ଯାଇଛି ।

ରାନୁଙ୍କ ପାଇଁ ହିମେଶ ରେଶମୀୟାଙ୍କୁ କରିବାକୁ ପଡିଲା ବହୁତ ପରିଶ୍ରମ

https://www.facebook.com/HimeshReshammiyaOfficial/videos/2426879397523936/?t=3

ରାନୁ ମଣ୍ଡଳଙ୍କଙ୍କୁ ଦ୍ଵାରା ଗୀତ ବୋଲାଇବା ପାଇଁ ଓ ତାଙ୍କୁ ସବୁ ଟେକନିକ ଶିଖାଇବା ପାଇଁ ହିମେଶ ରେଶମୀୟା ବହୁତ ପରିଶ୍ରମ କରିଛନ୍ତି । ସୋସିଆଲ ମିଡିଆରେ ରାନୁ ମଣ୍ଡଳ ଓ ହିମେଶ ରେଶମିୟାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ହିମେଶ ରେଶମିୟାଙ୍କର ପରିଶ୍ରମ ସଫା ଦେଖା ଯାଉଛି କି ହିମେଶ ରେଶମିୟା ରାନୁ ମଣ୍ଡଳଙ୍କ ଦ୍ଵାରା ଗୀତ ବୋଲାଇବା ପାଇଁ କେତେ କଷ୍ଟ କରୁଛନ୍ତି ।

କାରଣ ଗୋଟିଏ ଗୀତରେ ସେ ବହୁତ ସାରା ବ୍ରେକ ନେଇଛନ୍ତି ଓ ବାରମ୍ବାର ହିମେଶଙ୍କୁ ବୁଝାଇବାକୁ ପଡୁଛି । କେବଳ ଏତିକି ନୁହେଁ ମଝିରେ ମଝିରେ ହିମେଶ ରେଶମୀୟା ତାଙ୍କୁ ମ୍ୟୁଜିକ ବୁଝାଉଥିବାର ନଜର ଆସୁଛନ୍ତି, ଯେଉଁ କାରଣରୁ ତାଙ୍କର ଏହି ଭିଡିଓ ବହୁତ ଭାଇରାଲ ହେବାକୁ ଲାଗିଛି ।

ଘଣ୍ଟା ଘଣ୍ଟା ଧରି ପ୍ରାକ୍ଟିସ ପରେ ରିଲିଜ ହେଲା ଗୀତ

ରାନୁ ମଣ୍ଡଳ ଓ ହିମେଶ ରେଶମିୟାଙ୍କର ଏହି ଭିଡିଓ କୁ ଦେଖି ଲାଗୁଛି କି ତେରି ମେରି କାହାନି ଗୀତ ଗାଇବା ପାଇଁ ଘଣ୍ଟା ଘଣ୍ଟା ଧରି ପ୍ରାକ୍ଟିସ କରିବାକୁ ପଡିଲା । ଏହି ଗୀତ ପାଇଁ ହିମେଶ ରେଶମୀୟା ରାନୁ ମଣ୍ଡଳଙ୍କୁ ଘଣ୍ଟା ଘଣ୍ଟା ଧରି ସୁର ର ଟ୍ରେନିଂ ଦେଇଛନ୍ତି, ଯାହା ପରେ ଗୀତଟି ରିଲିଜ ହୋଇପାରିଲା ।

ରାନୁ ମଣ୍ଡଳ କହିଲେ ଝିଅର ସତ୍ୟତା

ମା’କୁ ସଫଳତା ମିଳିବା ପରେ ରାନୁ ମଣ୍ଡଳଙ୍କ ଝିଅ ତାଙ୍କୁ ଦେଖା କରିବାକୁ ଆସିଲା, ଯାହା ପରେ ସେ ମ୍ୟାନେଜର ଉପରେ ଆରୋପ ଲଗାଇଲା କି ମୋତେ ମା’ ସହିତ ଦେଖା କରିବାକୁ ଦିଆଯାଉନାହିଁ । ଏହା ଉପରେ ରାନୁ ମଣ୍ଡଳ କହିଲେ କି ମୋତେ ଜଣାନାହିଁ ମୋ ଝିଅକୁ ଧମକ ଦିଆ ଯାଉଛି କି ନାହିଁ । ମ୍ୟାନେଜର ଏହା ଉପରେ କହିଲା କି ତାଙ୍କୁ ଏପରି କଥା କହିବା ପୂର୍ବରୁ ଦଶ ଥର ଭାବିବା ଆବଶ୍ୟକ । ଆମକୁ ରାନୁ ମଣ୍ଡଳଙ୍କ ଠାରୁ କିଛି ଆବଶ୍ୟକ ନାହିଁ । ଆମେ ତ କେବଳ ତାଙ୍କ ସହିତ କାମ କରୁଛୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।