ନୂଆ ଚାଲାଣ ନିୟମରୁ ବଞ୍ଚିବା ପାଇଁ ଲୋକେ ବାହାର କଲେ ଅଜବ ଉପାୟ, ଏମିତିରେ ବଞ୍ଚିଯିବ ହଜାର ହଜାର ଟଙ୍କା – ଦେଖନ୍ତୁ ଭିଡିଓ

ଯେବେଠୁ ଭାରତ ସରକାରଙ୍କ ତରଫରୁ ଟ୍ରାଫିକ ନିୟମରେ ଚେଞ୍ଜେସ ଆସିଛି ଓ ଚାଲାଣ କାଟିବା ବିଷୟରେ କଥାବାର୍ତ୍ତା ହୋଇଛି । ସେହି ସମୟରୁ ଲୋକମାନଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳୁଛି । ଏହା ଉପରେ ବିଭିନ୍ନ MMS ବି ସୋସିୟାଲ ମିଡିୟାରେ ଭାଇରାଲ ବି ହେଉଛି । କିନ୍ତୁ ଏହା ମଧ୍ୟରେ ନୂତନ ଚାଲାଣ ନିୟମରୁ ବଞ୍ଚିବା ପାଇଁ ଲୋକମାନେ ଏକ ଉପାୟ ବି ବାହାର କରିଛନ୍ତି ।

ନୂଆ ଚାଲାଣ ନିୟମରୁ ବଞ୍ଚିବା ପାଇଁ ଲୋକମାନେ ଖୋଜିଲେ ନୂଆ ଉପାୟ

ଦେଶରେ ନୂଆ ମୋଟର ଭେଇକିଲ ଏକ୍ଟ ୨୦୧୯ ଲାଗୁ ହେବା ପରେ ହିଁ ଯେଉଁଠି ଅଧିକ ଅଧିକ ଚାଲାଣ କାଟିବାର ଖବର ସାମନାକୁ ଆସୁଛି ତ ସୋସିୟାଲ ମିଡିୟାରେ ଭିନ୍ନ ଭିନ୍ନ ପ୍ରକାରର ନିୟମ ଓ ତାହାର ପ୍ରାବଧାନ ଗୁଡିକର ଥଟ୍ଟା ବି ଉଡାଉଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ମୋଟର ଭେଇକିଲ ସଂସୋଧନ ଅଧିନିୟମ ଲାଗୂ ହେବା ପରେ ବାହନ ଚାଳକଙ୍କ ପାଇଁ ବହୁତ ଅସୁବିଧା ବି ହୋଇ ଯାଇଛି ।

ସିରସା ଓ ଫତେହାବାଦ ବାଇକ ଚାଳକଙ୍କ ଉପରେ ବୁଧବାର ଦିନ ପାଖପାଖି ୬ ଜଣ ବାଇକ ଚାଳକଙ୍କର ୧୦୭୫୦୦ ଟଙ୍କା ଚାଲାଣ କଟା ଯାଇଛି ।

ଏହା ମାତ୍ର କିଛି ହିଁ ଉଦାହରଣ ଅଟେ ଆମେ ଆପଣଙ୍କୁ କହିଦେଉଛୁ ଯେ ଏହିଭଳି ବହୁତ ଉଦାହରଣ ସାମନାକୁ ଆସି ସାରିଛି । ଏହା ମଧ୍ୟରେ ଲୋକମାନେ ଏହି ନିୟମ ବିରୁଦ୍ଧରେ ନିଜର ବିରୋଧ ପ୍ରକାଶ ବି କରୁଛନ୍ତି ।

ଏହା ମଧ୍ୟରେ ସୋସିୟାଲ ମିଡିୟାରେ ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଭିଡିଓରେ କୈପ୍ଶନ ଏହା ଅଛି କି ବିନା ହେଲମେଟରେ ଗାଡି ଚଳାଇବା ଆଇନ ବିରୁଦ୍ଧ ଅଟେ, ଚାଳନ୍ତୁ ନାହିଁ ।‘

ଏହି ଟ୍ୱୀଟକୁ ଆଈପୀଏସ ଅଧିକାରୀ ପଂକଜ ନୈନ କରିଛନ୍ତି । ସେ ଲେଖିଲେ ଟ୍ରାଫିକ ଚାଲାଣରୁ ବଞ୍ଚିବା ପାଇଁ ଅଦ୍ଭୁତ ଉପାୟ ଓ ଭାରତୀୟ ଜୁଗାଡ଼ର ରାଜା – ରାଣୀ ଅଟେ, ଏହାକୁ କେହି ବି ମନା କରି ପାରିବେ ନାହିଁ ।‘

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।