ରକ୍ଷାବନ୍ଧନ ଠାରୁ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ। ନିଶ୍ଚୟ ଦେଖନ୍ତୁ, ଆପଣଙ୍କ ରାଶି ଥାଇପାରେ।

କାଲି ହେଉଛି ରକ୍ଷା ବନ୍ଧନ, ଖାଲି ରକ୍ଷା ବନ୍ଧନ ନୁହେଁ ତ ଗମ୍ହା ପୂର୍ଣ୍ଣିମା । ଜ୍ୟୋତିଷ ବିଗ୍ୟାନି ମାନେ କହିଛନ୍ତି କି, ଏହି ଦିନ ଠାରୁ କିଛି ରାଶି ର ଲୋକ ଙ୍କ ଭାଗ୍ୟ ଚମକିବ । ପାଣ୍ଚ ଟି ରାଶି ର ଭାଗ୍ୟ ଚମକିବ ।

ପ୍ରଥମ ରେ ହେଉଛି ମିଥୁନ । ଏହି ରାଶି ର ଭାଗ୍ୟ କାଲି ପର ଠାରୁ ଚମକିବ ସବୁ କାର୍ଯ୍ୟ ପୂର୍ଣ୍ଣ ହେବ । ନ ହେଉ ଥିବା କାର୍ଯ୍ୟ ମଧ୍ୟ ହୋଇଯିବ । ଏହି ମାସ ରେ ଆପଣ ସୁଖ ସମୃଦ୍ଧି ଲାଭ କରିବେ । ସବୁ ବାଧା ପ୍ରତି ବନ୍ଧକ ଦୂରେଇ ରହିବ ଆପଣଙ୍କ ପାଖରୁ। ବହୁତ ସାରା ଧନ ପ୍ରାପ୍ତି ର ମଧ୍ୟ ଯୋଗ ରହିଛି ।

ଦ୍ୱିତୀୟ ରେ ହେଉଛି ତୁଳା ରାଶି । ଏହି ରାଶି ର ଲୋକ ଙ୍କ ଭାଗ୍ୟ କାଲି ପର ଠାରୁ ଚମକିବ । ଆପଣ ଙ୍କୁ ଦୂର ସ୍ଥାନ କୁ ଯାତ୍ରା କରିବେ , ଯାହା ଫଳରେ ଆପଣଙ୍କ ର ମଧ୍ୟ ଲାଭ ହେବ । କୈ।ଣସି ନୂତନ କାର୍ଯ୍ୟ ରେ ହାତ ବଢାଇବେ ଓ ଧନ ପ୍ରାପ୍ତି ର ମଧ୍ୟ ଯୋଗ ରହିଛି ।

ତୃତୀୟ ରେ ହେଉଛି କୁମ୍ଭ ରାଶି । ଏହି ରାଶି ର ଲୋକ ଙ୍କୁ ନିଜ ସାଗଂ ସାଥୀ ଠାରୁ ସହଯୋଗ ମିଳିବ । ଆପଣଙ୍କ ନ ହେଉ ଥିବା କାମ ମଧ୍ୟ ହୋଇପାରିବ । ନୂତନ ଜାଗା କୁ ଯାତ୍ରା କରି ପାରନ୍ତି । କିଛି ଅଭାବ ରହିବ ନାହିଁ ଧୀରେ ଧୀରେ ଦୂର ହୋଇଯିବ । କାଲି ଠାରୁ ଆପଣ ଙ୍କ ସବୁ ଗ୍ରହଦଶା ଖଣ୍ଡନ ହେଉଛି । ଯାହା ଦ୍ୱାରା କି ଆପଣ ଙ୍କୁ ଧନ ପ୍ରାପ୍ତି ର ଯୋଗ ରହିଛି ।

ଚତୁର୍ଥ ରେ ହେଉଛି ବିଛା ରାଶି । ଆପଣ ଙ୍କୁ ଧନ ପ୍ରାପ୍ତି ହେବା ର ଯୋଗ ରହିଛି । ଦୀର୍ଘ ଦିନ ର ବନ୍ଧୁ ଙ୍କ ସହିତ ସାକ୍ଷାତ ହେବା ର ଯୋଗ ରହିଛି । ପୂର୍ବ ରୁ ଅଟକି ରହିଥିବା କାମ ପୂର୍ଣ୍ଣ ହେବ । ଚାକିରୀ କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣ ସମ୍ମାନ ପାଇବେ । ସବୁ କାର୍ଯ୍ୟ କୁ ଥଣ୍ଡା ମୁଣ୍ଡ ରେ କଲେ ବହୁ ସଫଳତା ମିଳିବ ।

ପଞ୍ଚମ ରେ ବା ଶେଷରେ ହେଉଛି ମୀନ ରାଶି । ଏହି ରାଶି ର ଲୋକ ମାନଙ୍କ ର ସମସ୍ତ ଗ୍ରହ ଖଣ୍ଡନ ହେବ। ନୂତନ କାର୍ଯ୍ୟ ରେ ଯୋଗ ଦେବେ। ଆପଣଙ୍କ ଚାକିରୀ ପାଇଁ ହଉ କି ବ୍ୟବସାୟ ପାଇଁ, ଦୂର ସ୍ଥାନ କୁ ଯାତ୍ରା କରିବେ । ଏହି ପାଣ୍ଚ ଟି ରାଶି ର ଭାଗ୍ୟ ଚମକିବ ଜ୍ୟୋତିଷ ଙ୍କ ଦ୍ୱାରା କୁହାଯାଇଛି ।