Breaking News: ରାଜ୍ଯରେ ଲାଗୁ ହେଲା ଆଂଶିକ ଲକଡାଉନ, ଆସିଲା ନୂଆ Guideline, ଦେଖନ୍ତୁ କଣ ଖୋଲା କଣ ବନ୍ଦ

ସଭିଙ୍କ ମନରେ ଲକଡାଉନ କୁ ନେଇ ଖୁବ ଚିନ୍ତାରେ ଥିଲା । ତେବେ ଏହାକୁ ନେଇକି ରାଜ୍ୟ ସରକାର ନିଜର ମତ ଦେଇଛନ୍ତି କି ଓଡିଶା ରେ ଥିବା ସବୁ ଜିଲ୍ଲାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଟି ହେଉଛି A ଓ ଦ୍ଵିତୀୟ ହେଉଛି B । ପ୍ରଥମ ଭାଗରେ ମାନେ A ରେ ଓଡିଶାର ଦକ୍ଷିଣ ପଶ୍ଚିମ ଜିଲ୍ଲା ଗୁଡିକ ଅନ୍ତର ଭୁକ୍ତ ଅଛି  ।

ଏହି ଜିଲ୍ଲା ରେ ସକାଳ ୬ ରୁ ୫ ଯାଏ ସବୁ ଦୋକାନ ଖୋଲା ରହିବ । ଏହା ପରେ ଦ୍ଵିତୀୟ ରେ ୧୩ ଟି ଜିଲ୍ଲା ରେ ଅଛି ସକାଳ ୬ ରୁ ୧ ଯାଏ ସବୁ ଦୋକାନ ଖୋଲା ରହିବ । ଲକଡାଉନ ଆଂଶିକ କରା ଯାଇଛି ମାତ୍ର ଏହାକୁ ବନ୍ଦ କରା ଯାଇନି । ତେବେ ଏହା ଆହୁରି ଦୁଇ ସପ୍ତାହ ପାଇଁ ବଳବତ୍ତର କରା ଯାଇଛି । ଏହି ସମୟରେ ହଲ, ମଲ, ଜିମ ଖୋଲିବା ପାଇଁ ମନା ହୋଇଛି ।

ଏହା ସହ ଉଠା ଦୋକାନୀ ମାନଙ୍କୁ ଦୋକାନ ଖୋଲିବା ପାଇ ଅନୁମତି ଦିଆ ଯାଇଛି । ଏହା ସହ କୁହା ଯାଇଛି କି ଯେଉଁ ମାନେ ଦୋକାନ ଖୋଳିବେ କେବଳ ପାର୍ସଲ ଦିଆ ଜୀବ । ବିବାହ ଓ ଅନ୍ତିମ ସତ୍କାର ପାଇଁ ଯେଉଁ ନିଆୟାମ ଥିଲା ଏହା ଜାରି ରହିବ । ଏହା ସହ ଲୋକମାନେ ମରନିଙ୍ଗ ୱାକ ସହ ସାଇକେଲିଙ୍ଗ ମଧ୍ୟ କରିବା ପାଇ ଅନୁମତି ରହିଛି ।

ଏହା ସହ କିଛି ବର୍ଡର ଖୋଲିବା ସହ କିଛି ବନ୍ଦ ରହିବା ପାଇଁ କୁହା ଯାଇଛି । ଟୀକା କରଣ ସହ ଏହି ନିୟମ ଲାଗୁ ରହିଲେ ଖୁବ ଭଲ ପରିଣାମ ମିଳିବ ବୋଲି କୁହା ଜାଇଛି । ମନ୍ଦିର ବନ୍ଦ ରହିବ ଓ ରାଜନୀତି ସଭା ମଧ୍ୟ ବନ୍ଦ ରହିବ ବୋଲି କୁହା ଯାଇଛି । ଯେଉଁ ଜାଗାରେ ଏହା ୫% ରୁ ଅଧିକ ଅଛି ସେଠାରେ ଏହାକୁ ଅଳ୍ପ ସମୟ ପାଇଁ ଖୋଲା ଯାଇଛି ।

ତେବେ ଏହା ସହ ସରକାରୀ ଓ ବେସରକାରୀ ଜାଗାରେ ୫୦% ଲୋକମାନେ କାମ କରିବେ ବୋଲି କୁହା ଯାଇଛି । ସରକାର ଏବେ ଟୀକା କରଣ ଓ ଟେଷ୍ଟ ମଧ୍ୟ ଜାରି ରହିବ । ଏହା ସହ ବସ ଚଳା ଚଳ ପାଇଁ ମନା କରା ଯାଇଛି । ସଂକ୍ରମଣ କୂ ରୋକିବା ପାଇଁ ଏଭଳି ନିସ୍ପତି ନିଆ ଯାଇଛି । ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ