ଆଜିର ରାଶିଫଳ, 17 ଜୁନ୍ 2021, ଗୁରୁବାର, ମା ଲକ୍ଷ୍ମୀଙ୍କ କପା ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଜୁନ୍ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆଜି ଆପଣଙ୍କ ଦିନ ଇଛି ପରିବତ୍ତାନ ଆଣିବ । ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଆପଣଙ୍କ ଭାଗ୍ୟ ଖୁବ ପ୍ରବଳ ଅଛି ଆଜି ତେଣୁ ଆପଣ କରୁଥିବା ସବୁ ପ୍ରକାର କାମରେ ଆପଣ ସଫଳତା ପାଇବେ । ଆଜି ଯଦି ଆପଣ ଚାକିରି ପାଇଁ ଯିବେ ନିଶ୍ଚେ ପାଇବେ । ଏହି ଦିନ ଆଜି ନିଜ ଚିନ୍ତା କୁ ସଫଳ କରିବା ସହ କିଛି କରିବା ପାଇଁ ପ୍ରତିସୃତି ନେବେ । ଆପଣଙ୍କ ଜୀବନରେ ଆଜି ପରଠାରୁ କିଛି ଭଲ ଓ କିଛି ଖରାପ ସମୟ ମିଳିବ । ଏହାର ଫାଇଦା ଉଠାଇବା ଆପଣଙ୍କ ଉପରେ ରହିଲା । ଯଦି ଆପଣ ଆଜି କିଛି କାମରେ ବାହାରକୁ ଯିବେ ତେବେ ନିଷ୍କିତ ଭାବେ ହନୁମାନ ଜି ଙ୍କୁ ପୂଜା କରନ୍ତୁ ଓ ତା ପରେ ଯାଅନ୍ତୁ । ଆପଣ ଯାଉଥିବା କାମ ସଫଳ ହେବ ।

ବୃଷ ରାଶି –

ଆଜି ଦିନତି ଆପଣଙ୍କ ପାଇଁ ସେଭଳି କିଛି ଖାସ ଜୀବବାଣୀ । ଅଚାନକ କିଛି ଖର୍ଚ୍ଚ ହୋଇ ପାରେ । ଆପଣ ଆବଶ୍ୟକ ନଥିଲେ ଯାତ୍ରା କରନ୍ତୁ ନି । ଆଜି ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ । ଆଜି ଆପଣ କରୁଥିବା ଚେଷ୍ଟାର ଫଳ ପାଇବାର ଦିନ । ହୁଏ ତ କିଛି ଭଲ ଖବର ନ ପାଇ ପାରନ୍ତି କିନ୍ତୁ ଯାହା ଭି ଖବର ଆସିବ ତାହା ଖରାପ ମଧ୍ୟ ହୋଇ ନଥିବ । ଆଜି ଆପଣ ଖୁବ ଲାମ୍ବା ସମୟ ପରେ ଟିକେ ବିଶ୍ରାମ ଚାହିଁବେ । କେବଳ ସେତିକି ନୁହେଁ । ଆପଣ ଏହି ସମୟ ରେ ନିଜକୁ ପରିବର୍ତ୍ତନ ମଧ୍ୟ କରିବେ । ଆପଣ କିଛି ଭଲ ଚାକିରି ପାଇ ପାରନ୍ତି । ଆପଣ କିଛି ଜରୁରୀ କାମ ଆଜି ସାରିବେ ।

ମିଥୁନ ରାଶି –

ଆଜି ଦିନ ଆପଣଙ୍କ ପାଇଁ ଖୁବ ଭଲ ରହିବ । ବ୍ୟାପାରରେ ଆପଣଙ୍କୁ ଖୁବ ଭଲ ସଫଳତା ମିଳିବ । ଆଜି ଆପଣଙ୍କ ଉପରେ କାମର ବୋଝ ଅଧିକ ରହିବ । ଆପଣଙ୍କୁ କିକ୍ଷ୍ହି ଅନୁଭବି ଲୋକନକ ପାଖରୁ ନିଜର ରାଏ ନେବା ଉଚ୍ଚିତ । ନିଜ ଜୀବନ ସାଥି ସହ ସମ୍ପର୍କ କୁ ନ୍ନେଇକି ଆପଣ ଟିକେ ଚିନ୍ତାରେ ରହହୀ ପାରନ୍ତି । ଦେଖନ୍ତୁ ଜୀବନରେ ପରିବର୍ତ୍ତନ ଆସେ ଆଜି ଆପାଙ୍କ କିଛି ବନ୍ଧୁ ମାନେ ଆପଣଙ୍କ ସହ କଥା ନ ହୋଇ ପାରନ୍ତି । ଆପଣ ଯଦି ଚାହିବେ ନିଜ ବଞ୍ଚିବାର ତାରିକା ବଦଳେଇ ପାରିବେ ।

କର୍କଟ ରାଶି –

କିଛି କଥାରେ ଆପଣ ନିଜର ଦକ୍ଷତା ଦେଖାଇ ପାରିବେ । ଯଦି ଆପଣଙ୍କୁ ଅତିରିକ୍ତ ପଇସା ଦରକାର ତେବେ ଆପଣ ମିତ୍ରଙ୍କ ଠାରୁ ଉଦ୍ଧାର ନେଇପାରିବେ। ଆଜି ଆପଣ କିଛି ପାରିବାରିକ ସମାରୋହରେ ଯାଇପରନ୍ତି। ଆଜି ଆପଣ ବାଦ-ବିବାଦ ଆଦି ରୁ ଦୂରରେ ରହିଲେ ଆପଣଙ୍କ ପାଇଁ ଭଲ ଅଟେ। ଖର୍ଚ୍ଚ ମଧ୍ୟ ବଢ଼ିପାରେ। ମାନସିକ ଚିନ୍ତା ବଢ଼ିପାରେ ଓ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ। ଚକିରୀ କ୍ଷେତ୍ରରେ ଆପଣଙ୍କ ପରିଶ୍ରମ ନିଶ୍ଚୟ ଫଳପ୍ରଦ ହେବ। ପଇସା ଆୟ କରିବା ଓ ସେହି ପଇସାର ସଠିକ ପ୍ରୟୋଗ କରିବା ଆପଣଙ୍କୁ ଠିକ ଜଣା କିନ୍ତୁ ଏହି ସବୁ କାମରେ ଆପଣ ନିଜ ସ୍ୱାସ୍ଥ୍ୟ ର ମଧ୍ୟ ଧ୍ୟାନ ରଖନ୍ତୁ। ଦରକାରୀ ଲୋକ ବା ଗରିବ ଲୋକଙ୍କୁ ଭୋଜନ କରାନ୍ତୁ ଆପଣଙ୍କ ଦିନ ଲାଭଦାୟକ ରହିବ।

ସିଂହ ରାଶି –

ଆଜି ଆପଣଙ୍କୁ ଅଫିସରେ କିଛି ନୂଆ ପ୍ରୋଜେକ୍ଟ ରେ କାମ କରିବାକୁ ମିଳିବ। ଆପଣ ସଫଳତା ସହ ସବୁ କାର୍ଯ୍ୟ ସମାପ୍ତ କରିବେ। ଆପଣଙ୍କ ଶତ୍ରୁ ଆପଣଙ୍କୁ ହଇରାଣ ରେ ପକାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଦରମା ବଢ଼ିପାରେ, ପଦୋନ୍ନତି ମଧ୍ୟ ହେବ। ଯାହା ଫଳରେ ଆପଣଙ୍କ ମନ ପ୍ରସନ୍ନିତ ରହିବ। କୋର୍ଟ କଚେରି ମାମଲାରେ ଆପଣଙ୍କୁ ସଫଳତା ମିଳିବ। ହନୁମାନ ଜୀ ଙ୍କୁ ପାନ ବିଡା ଚଢାନ୍ତୁ, ରୋଜଗାରରେ ସଫଳତା ମିଳିବ।

କନ୍ୟା ରାଶି –

ଘରର ସେହି ମାମଲାରେ କଥା କୁହନ୍ତୁ ଯାହା କି ଅଣଦେଖା କରାଯାଇ ପାରିବ ନାହିଁ। ଆଧ୍ୟାତ୍ମିକ ମାର୍ଗ ପାଇଁ ସମୟ ବାହାର କରନ୍ତୁ ଯାହା କି ଆପଣଂକୁ ସକ୍ଷମ ବନାଇବ। ଆଜି ପୁରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। କୌଣସି ଆଇନଗତ କାର୍ଯ୍ୟରେ ଆପଣଙ୍କୁ ଵଡ଼ ସହାୟତା ମିଳିବ। ଆଜି ଆପଣ ପରିବାର ସହ ଯାତ୍ରା କରିବେ। ଆପଣ ଓ ଆପଣଙ୍କ ଜୀବନସାଥୀ ଙ୍କ ମଧ୍ୟ ରେ ଝଗଡା ହୋଇପାରେ। ଅଫିସରେ ପଦୋନ୍ନତି ହେବାର ଯୋଗ ଅଛି। ହନୁମାନ ମନ୍ଦିରରେ ରାମରକ୍ଷା ଶ୍ଳୋକ ର ପାଠ କରନ୍ତୁ, ଋଣ ରୁ ମୁକ୍ତ ହେବେ।

ତୁଳା ରାଶି –

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ। ଅଜଣା ଲୋକଙ୍କ ଠାରୁ ଟିକେ ସାବଧାନ ଅବଲମ୍ବନ କରନ୍ତୁ। କୌଣସି କାର୍ଯ୍ୟ କରିବା ଆଗରୁ ଵଡ଼ ଙ୍କ ପରାମର୍ଶ ନିଅନ୍ତୁ। ଜୀବନସାଥୀ ଙ୍କ ସହ ବୁଝାମଣା ବଢିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନଙ୍କୁ ମଧ୍ୟ ଆଜି ବହୁତ ଖୁସି ମିଳିବ। ନିଜକୁ ସୁସ୍ଥ ରଖିବା ପାଇଁ ଆପଣଂକୁ ଯୋଗ ଓ ଏକ୍ସସାଇଜ କରିବାକୁ ପଡିବ। ଯଦି କ୍ୟାରିୟର ବା ବ୍ୟବସାୟ ସମ୍ବନ୍ଧୀୟ ନୂଆ କଥା ଯଦି ଭାବୁଛନ୍ତି ତେବେ ଆପଣା ଲୋକଙ୍କ ମତାମତ ନିଅନ୍ତୁ। ଦରିଦ୍ର ଙ୍କୁ ଆର୍ଥିକ ସହାୟତା କରନ୍ତୁ, ଜୀବନରେ ଆସୁଥିବା ଅସୁବିଧା ଦୂର ହୋଇଯିବ।

ବିଛା ରାଶି –

ଆଜି ଆପଣ ଆପଣଙ୍କ କୌଶଳ ଦେଖାଇବେ। କାର୍ଯ୍ୟରେ ବୁଦ୍ଧିମତ ଭାବେ କାର୍ଯ୍ୟ କରିବେ। ଆଜି ଆପଣଙ୍କ ଦିନ ଟି ଗମନାଗମନ ରେ ବିତିବ। ଆଜି ପରିବାରର ଲୋକଙ୍କ ସହ କୌଣସି ସ୍ଥାନକୁ ଯାଇପାରନ୍ତି। ଏହି ରାଶିର ବ୍ୟବସାୟୀ ମାନଙ୍କୁ ଅଚାନକ ବହୁତ ବଡ଼ ଧନ ଲାଭ ର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣ ଆପଣଙ୍କ ଜୀଵନଶୈଳୀ ରେ କିଛି ପରିବର୍ତ୍ତନ କରିବେ ଯାହାର ଲାଭ ଆପଣ ଜାଣିପାରିବେ । ଓଁ ଶ୍ରୀ ହନୁମନ୍ତ୍ୟ ନମଃ ମନ୍ତ୍ର ର ୧୦୮ ଥର ଜପ କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

ଧନୁ ରାଶି –

ଅଳ୍ପ ପରିଶ୍ରମ ଦ୍ୱାରା ଆପଣଙ୍କୁ ବଡ଼ ଧନଲାଭ ର ଅବସର ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଜୀବନସାଥୀଙ୍କ ସହ କୌଣସି ଜାଗାକୁ ଯାତ୍ରା କରିପାରନ୍ତି । ଆପଣ ଯୋଗ୍ୟ ଏହି କଥାରେ ଆପଣଙ୍କ ଆଖପାଖର ଲୋକମାନେ ମଧ୍ୟ ସହମ୍ମତ ହେବେ । ପ୍ରେମଜୀବନ ପାଇଁ ଆଜି ଦିନ ଟି ଭଲ ପ୍ରେମ ବଢିବ। ଆପଣ ଆଜି ସବୁ କାର୍ଯ୍ୟରେ ସଫଳ ହେବେ । ଛୋଟ ଛୋଟ ପ୍ରଶଂସା କୁ ଛାଡି ଆପଣ ଯାହା ଭାବୁଛନ୍ତି ଓ ଯେଉଁ କାର୍ଯ୍ୟ ପାଇଁ ଆପଣ ଯୋଗ୍ୟ ସେହି କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତୁନି । ମାଙ୍କଡ଼ମାନଙ୍କୁ କଦଳୀ ଖାଇବାକୁ ଦିଆନ୍ତୁ ଦୀର୍ଘ ସମୟ ରୁ ଚଳୁଥିବା ସମସ୍ୟାର ସମାଧାନ ହୋଇଯିବ ।

ମକର ରାଶି –

ଖର୍ଚ୍ଚ ବହୁତ ବଢ଼ିପାରେ ଯାହାକୁ ନିୟନ୍ତ୍ରଣ କରିବା ଆପଣଙ୍କ କ୍ଷମତା ଠୁ ବାହାରେ ହୋଇପାରେ ଓ ଏହାକୁ ଆପଣ ଚିନ୍ତାଗ୍ରସ୍ତ ରହିବେ । ଆୟ କମିପାରେ, ପରିବାର ଲୋକ ଆପଣଙ୍କୁ ସହଯୋଗ କରିବେ । ମହିଳା ମାନେ ପୁରୁଷଙ୍କ ଠାରୁ ବେଶୀ ଲାଭଦାୟକ ରହିବେ । ଆଜି ଆପଣଙ୍କୁ ବ୍ୟବସାୟ ନିମତେ ବାହାରକୁ ଯାତ୍ରା କରିବାକୁ ପଡିପାରେ ଯାହା କି ସଫଳ ମଧ୍ୟ ରହିବ । ଅନ୍ୟମାନଙ୍କ ଜୀବନ କୁ ଛାଡି ନିଜ ଜୀବନର ଉନ୍ନତି ବିଷୟରେ ଚିନ୍ତାକରନ୍ତୁ। ହନୁମାନ ଜୀ ଙ୍କୁ ସିନ୍ଦୁର ଚଢାନ୍ତୁ, ପରିବାର ମଧ୍ୟରେ ବନ୍ଧୁତ୍ୱ ବଢିବ ।

କୁମ୍ଭ ରାଶି –

ଆପଣଙ୍କ ପ୍ରେମ ଜୀବନରେ ଉଥନ ପତନ ରହିବ କେତେବେଳେ ଆପଣଙ୍କ ପ୍ରିୟ ରାଗିବେ ଓ କେତେବେଳେ ବୁଝିଯିବେ । ଦିନଟି ସାଧାରଣ ରହିବ ଆପଣଙ୍କ ପାଇଁ । ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ ର ଫଳାଫଳ ମଧ୍ୟ ଭଲ ରହିବ । ଆପଣଙ୍କ ସଫଳତାରେ ମାତା ପିତା ସନ୍ତୁଷ୍ଟ ହେବେ । ଦାମ୍ପତ୍ୟ ଜୀବନରେ ଚାଲୁଥିବା ଝଗଡା ର ସମାପ୍ତ ଆଜି ହେବ। ଆଜି ଆପଣ କାମ ସମ୍ପର୍କରେ କିଛି ନୂଆ ବିଚାର କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ସମୟ ସମୟରେ ଆପଣ ନିଜର ବଡି ଚେକଅପ କରିନେବେ । ଗରିବମାନଙ୍କୁ ଵସ୍ତ୍ର ଦାନ କରନ୍ତୁ, ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।

ମୀନ ରାଶି –

କାମକାର୍ଯ୍ୟରେ ଆପଣଙ୍କ ପ୍ରୟାସ ସଫଳ ହେବ । କିଛି ଲୋକଙ୍କ ସହାୟତାରେ ଆପଣ ନିଜ କାର୍ଯ୍ୟକୁ ସଠିକ ଗତିରେ ନେବେ । ଖର୍ଚ୍ଚ ବଢିବ । ଜୀବନସାଥୀ ଓ ଆପଣଙ୍କ ମଧ୍ୟରେ ସମ୍ପର୍କରେ ମଧୁରତା ଆସିବ । ପରିବାର ଲୋକଙ୍କଠାରୁ ସହଯୋଗ ମିଳିବ । ଆଜି ଆପଣ କୌଣସି ଗାଡି କିଣିପାରନ୍ତି । ସୁସ୍ଥ ରହିବାପାଇଁ ଆପଣ ଆଗମିଦିନ ରେ କିଛି ନୂଆ ଜିନିଷ ଚେଷ୍ଟା କରିବେ । ହନୁମାନ ଚାଳିସା ପାଠ କରନ୍ତୁ, ଭୟ ଠାରୁ ମୁକ୍ତି ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।