ସାବାସ ପୋଲିସ ! ରାଜଧାନୀ ରାସ୍ତାରେ ମହାନତାର ପରିଚୟ ଦେଇଛି ପୁଲିସ୍, ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ପୋ-ଲି-ସ-ଙ୍କୁ ସମାଜର ରକ୍ଷକ ବୋଲି କୁହାଯାଏ । ଆ-ଇ-ନ କା-ନୁ-ନ-ର ରଖି କରିବା ଓ ଲୋକମାନେ ନିୟମ ପାଳନ କରୁଛନ୍ତି କି ନାହିଁ ତଦାରଖ କରିବା ଓ ଦୋ-ଷୀ-କୁ ଧରିବା ପୋ-ଲି-ସ-ଙ୍କ କର୍ତ୍ତବ୍ୟ ହୋଇଥାଏ । ଯେକୌଣସି ବିପରୀତ ପରିସ୍ଥିତିରେ ମଧ୍ୟ ସେମାନେ ନିଜ ଜୀବନକୁ ବାଜି ଲଗାଇ ସମାଜ ପାଇଁ କାମ କରନ୍ତି । କିନ୍ତୁ କେତେକଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ବିପରୀତ ହୋଇଥାଏ । କିଛି ଭ୍ର-ଷ୍ଟ ପୋ-ଲି-ସ ଅଧିକାରୀଙ୍କ ପାଇଁ ସମସ୍ତ ପୋ-ଲି-ସ ଡି-ପା-ର୍ଟ-ମେ-ଣ୍ଟ-କୁ ଅ-ପ-ମା-ନ ସହିବାକୁ ପଡିଥାଏ ।

ଜଣଙ୍କ ପାଇଁ ସାଧାରଣ ମଣିଷ ଆଖିରେ ସମସ୍ତ ପୋଲିସ ଅଫିସରଙ୍କ ଛବି ଏକା ଭଳି ହୋଇଯାଏ । କିନ୍ତୁ ଏହା ସତ୍ୟ ନୁହେଁ । ଆମ ଦେଶରେ ଅନେକ ପୋ-ଲି-ସ ଅ-ଧି-କା-ରୀ-ଙ୍କ ଉଦାହରଣ ରହିଛି ଯେଉଁମାନେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନିଷ୍ଠା ଓ ସତ୍ୟତାର ସହ କାର୍ଯ୍ୟ କରି ଆସିଛନ୍ତି ଓ ଆମ ଦେଶ ସହ ପୋ-ଲି-ସ ଡି-ପା-ର୍ଟ-ମେ-ଣ୍ଟ ପାଇଁ ମଧ୍ୟ ଗୌରବର କାରଣ ପାଲଟିଛନ୍ତି । ଅନେକ ପୋ-ଲି-ସ ଅଧିକାରୀଙ୍କ ଉତ୍ତମ କାର୍ଯ୍ୟର ସୋ-ସି-ଆ-ଲ ମି-ଡି-ଆ-ରେ ଆମକୁ ଦେଖିବାକୁ ମିଳେ ।

ଭୁବନେଶ୍ଵର ପୋ-ଲି-ସ-ର ଏହିଭଳି କାର୍ଯ୍ୟର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ରାଜଧାନୀ ରାସ୍ତାରେ ନିଜ ମହନୀୟତାର ପରିଚୟ ଦେଇଛି ପୋ-ଲି-ସ । ଜଣେ ମହିଳା ପୋ-ଲି-ସ ଅଧିକାରୀ ଓ ଜଣେ ଇ-ନ୍ସ-ପେ-କ୍ଟ-ର ଦୁହେଁ ମିଶି ଜଣେ ମହିଳାଙ୍କୁ ରାସ୍ତା ପାର କରାଇବା ସହ ସୁରକ୍ଷିତ ଅଟୋରେ ବସେଇଥିବା ଦେଖିବାକୁ ମିଳିଛି ।

ମହିଳା ଜଣକ ନିଜ ସାନ ଶିଶୁକୁ କାଖେଇ ରାସ୍ତା ପାରା ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଭିଡ ଯୋଗୁଁ ରାସ୍ତାରେ ଲଗାତର ଗାଡିମଟର ଯିବା ଆସିବା କରୁଥିବାରୁ ତାଙ୍କୁ ଅସୁବିଧା ହେଉଥିଲା । ଏହା ଦେଖି ଦୁଇ ଜଣ ପୋ-ଲି-ସ ଅଧିକାରୀ ଆସି ଉକ୍ତ ମହିଳାଙ୍କୁ ସୁରକ୍ଷିତ ଭାବେ ହାତ ଧରି ରାସ୍ତା ପାରା କରାଇ ଦେଇଥିଲେ । କେବଳ ଏତିକି ନୁହେଁ ବରଂ ମହିଳାଙ୍କ ପାଇଁ ଅଟୋ ଡ଼ାକିଥିଲେ ଓ ଅଟୋରେ ତାଙ୍କୁ ବସେଇ ଦେଇଥିଲେ ।

ସବୁଠୁ ରୋଚକ କଥା ହେଉଛି ପୋ-ଲି-ସ ବାବୁ ଜଣକ ଅଟୋବାଲାକୁ ଅଟୋଭଡା ମଧ୍ୟ ମଧ୍ୟ ଦେଉଥିବାର ଦେଖିବାକୁ ମିଳୁଛି । ପୋ-ଲି-ସ-ର ଏପରି ମହନୀୟତାର ଭି-ଡି-ଓ କେହି ଜଣେ ଉତ୍ତୋଳନ କରିଥିବା ବେଳେ ଏହାକୁ ବର୍ତ୍ତମାନ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି । ଆପଣଙ୍କୁ ପୋ-ଲି-ସ-ର ଏହି କାର୍ଯ୍ୟ ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।