ଆପଣଙ୍କ ପାଇଁ ଖୁସିଖବର – ରେଲୱେ ରେ ବାହାରିଲା ନିଯୁକ୍ତି – ଆବେଦନର ଶେଷ ତାରିଖ – 26/9/2018- 37000 ମିଳିବ ଦରମା – ଜାଣନ୍ତୁ କେମିତି କରିବେ ଆବେଦନ

ରେଲୱେ ରେ ବାହାରିଲା ନିଯୁକ୍ତି

ଆପଣଙ୍କ ପାଇଁ ଖୁସିଖବର, ଉତ୍ତର ପ୍ରଦେଶ ରେଲୱେ ରେ ବାହାରିଲା ଭେକେନ୍ସି। ଉତ୍ତର ପଶ୍ଚିମ ରେଲୱେ ବାହାରକଲା 24 ଟି ଖାଲି ପଦବୀ। ଆପଣଙ୍କୁ କହିରଖୁଚୁ କି ସିନିୟର ଟେକନିକାଲ ଆସୋସିଏଟେ ଓ ଜୁନିଅର ଟେକନିକାଲ ଆସୋସିଏଟେ ପଦ ପାଇଁ ନିଯୁକ୍ତି କରାଯିବ। ଅଧିକ ଜାଣିବାକୁ ଚାହୁଁଥିଲେ ପୁରା ଖବରଟିକୁ ପଢନ୍ତୁ।

ସିନିୟର ଟେକନିକାଲ ଆସୋସିଏଟେ (ପଦ -1)

ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ / ସିଭିଲ ଇଞ୍ଜିନିଅରିଂ / ଏହି ସମ୍ବଧୀୟ ବିଷୟରେ 60 ପ୍ରତିଶତ ମାର୍କ ସହିତ ବ୍ୟାଚେଲର ଡିଗ୍ରୀ ଥିବା ଆବଶ୍ୟକ – ଏହିଖେତ୍ରରେ 2 ବର୍ଷର କାମ କରିଥିବା ଆବଶ୍ୟକ

ବୟସ ସୀମା – 21-35 ବର୍ଷ

ଦରମା – 32000 – 37000 ଟଙ୍କା

 

ଜୁନିଅର ଟେକନିକାଲ ଆସୋସିଏଟେ (ପଦ – 23)

ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ / ସିଭିଲ ଇଞ୍ଜିନିଅରିଂ ରେ ତିନି ବର୍ଷର ଡିପ୍ଲୋମା କରିଥିବେ / ବିଏସି ସିଭିଲ ଇଞ୍ଜିନିଅରିଂ  / ଏହି ସମ୍ବଧୀୟ ବିଷୟରେ 60 ପ୍ରତିଶତ ମାର୍କ ସହିତ ବ୍ୟାଚେଲର ଡିଗ୍ରୀ ଥିବା ଆବଶ୍ୟକ – ଏହିଖେତ୍ରରେ ଅତି କମ ରେ 2 ବର୍ଷର କାମ କରିଥିବା ଆବଶ୍ୟକ

ବୟସ ସୀମା – 18-33 ବର୍ଷ

ଦରମା – 25000 – 30000 ଟଙ୍କା

ଚୟନ ପ୍ରକ୍ରିୟା- ଚୟନ ସ୍କ୍ରୀନିଂ ପ୍ରକ୍ରିୟା ଦ୍ଵାରା ହେବ। ସ୍କ୍ରୀନିଂ ତଳେ ଦିଆଯାଇଥିବା ହିସାବରେ ହେବ।

ଶିକ୍ଷାଗତ ଯୋଗ୍ୟତା ଦେଖାଯିବ ଯେଉଁଥିରେ କି ସବୁଠୁ ଅଧିକ 40 ମାର୍କ ନିର୍ଧାରିତ କରାଯାଇଛି। କାର୍ଯ୍ୟନୁଭବ ହିସାବରେ ମଧ୍ୟ ମାର୍କ ମିଳିବ , ଯାହାକି 40 ମାର୍କ।  ପ୍ରୋଫେସନାଲ ଟେଷ୍ଟ ରେ 20 ମାର୍କ ଦିଆଯିବ।

ଆବେଦନ ପ୍ରକ୍ରିୟା – ଅନଲାଇନ

ୱେବସାଇଟ– http://www.nwr.indianrailways.gov.in/view_section.jsp?lang=0&id=0,4,622

ଠିକଣା – ବରିଷ୍ଠ କାର୍ମିକ ଅଧିକାରୀ (ନିର୍ମାଣ), ହାଉସ ନ॰ 524, 5th ଫ୍ଲୋର, ଉତ୍ତର ପଶ୍ଚିମ ରେଲୱେ ପ୍ରଧାନ କାର୍ଯ୍ୟଳୟ, ଜବାହାର ସର୍କଲ ପାଖ, ମାଲବୀୟ ନଗର ଜଯପୁର – 302017

ଆବେଦନର ଶେଷ ତାରିଖ – 26 ସେପ୍ଟେମ୍ବର 2018