ଯେତେ ଦୁଃଖ କଷ୍ଟ ଥାଉ ନା କାହିଁକି ଏହି ଗୋଟେ କଥା କାହାରିକୁ କୁହନ୍ତୁ ନାହିଁ ଖୁସିରେ ରହିବେ ।

ଚାଣକ୍ୟଙ୍କ ହିତ ଉପଦେଶ କେତେ ଜରୁରୀ ଏହା ସମସ୍ତଙ୍କୁ ଅଳ୍ପ ବହୁତ ଜଣା । ଯଦି ଆମେ ଏସବୁ କଥା ମାନି ଚଳିବା ଜୀବନ ଶୃଙ୍ଖଳିତ ହେବ ଚାଣକ୍ୟ ବହୁତ ହିତ ଉପଦେଶ କହିଛନ୍ତି ବିଶେଷ କରି ଜୀବନର ଗୁଡ଼ ରହସ୍ୟ ଚାଣକ୍ୟ ଏକା ଧାରରେ ଜଣେ ଅର୍ଥନୀତିଜ୍ଞ ସାମାଜିକ ରହସ୍ୟ ଉନ୍ମୋଚକ ଥିଲେ । ଚାଣକ୍ୟଙ୍କ କହିବା ଅନୁଯାୟୀ ମନରେ କପଟ କିମ୍ବା ଦୁଷ୍ଟ ଭାବନା ନେଇ କାହାସହ ମିଶନ୍ତୁ ନାହିଁ।

ସମସ୍ତଙ୍କ ସହ ମନଖୋଲା କଥା ହୁଅନ୍ତୁ ଦେଖିବେ ଆପଣଙ୍କ ଜୀବନ ସୁଖମୟ ହେବ କଁ ଯଦି ଆପଣ କାହା ସହ ମିଶବାକୁ ଚାହୁଁନାହାନ୍ତି ତ ଏହା

ଭଲ ଯେ ଆପଣ ବିଲକୁଲ ବି ତା ସହ ମିଶନ୍ତୁ ନାହିଁ କିନ୍ତୁ କେବେ ହେଲେ କାହା ସହ ମିଶି କପଟ କରନ୍ତୁ ନାହିଁ ମନ ଖୋଲି କଥା ହୁଅନ୍ତୁ ଓ ମନ ଖୋଲିକି ଯାହା ସହ ମିଶିବାରେ ମିଶନ୍ତୁ ।

ଏହା ଛଡା ଚାଣକ୍ୟ ମଧ୍ଯ କହିଛନ୍ତି ଯଦି ଆପଣଙ୍କ ଜୀବନରେ ଅସ୍ବୋଛ୍ଛଫଳତା ରହିଛି ତେବେ ଏହି କଥା ଅନ୍ୟମାନଙ୍କ କୁହନ୍ତୁ ନାହିଁ ଜୀବନର ଗୁଡା ରହସ୍ୟ ଯେମିତିକି ନିଜର ଅସଫଳତା ଅନ୍ୟ କାହା ଆଗରେ ଯଦି ଆପଣ କେବେ ଅପମାନିତ ହୋଇଛନ୍ତି କେବେ ଲୋକ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ଏହା ଦ୍ୱାରା ନିଜର ବହୁତ କ୍ଷତି ହୋଇଥାଏ ।

କାରଣ ଏହା ପରବର୍ତ୍ତୀ ସମୟରେ ନିଜର ଦୁଃଖର କାରଣ ହୋଇଥାଏ

।ଏମିତି କରିବାର କାରଣ ମଧ୍ଯ ରହିଛି।ମନୁଷ୍ଯ ସହାୟତା ନକରି ପରବର୍ତ୍ତି ସମୟରେ ଆପଣଙ୍କୁ ଲୋଚା କରିବେ ।ଏହା ଛଡା ଅନ୍ୟକୁ ସମସ୍ୟା ସଫଳତା ବୋକାମି ର ପରିଚୟ ଅଟେ।ସ୍ବଳ୍ପ ଜିନିଷରେ ସନ୍ତୁଷ୍ଟ ହେବା ସହ ଅଧିକ ପରିଶ୍ରମ କରନ୍ତୁ ଆପେ ଆପେ ସୁଖ ଫେରି ଆସିବ।

କେବିବି ନିଜର ସ୍ତ୍ରୀର ଚରିତ୍ର ଓ ତାହାର ଖରାପ ଓ ଭଲ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ।