‘ଅପରେସନ ରାହୁଲ’ ସଫଳ ହେବା ପାଇଁ ପାଇଁ ଭଗବାନ ଶିବଙ୍କୁ ଡାକିଲେ ଛତିଶଗଡ଼ ପୋଲିସ…କଲେ ଗୁହାରୀ, ଦେଖନ୍ତୁ Video

ଗତ ଶୁକ୍ରବାର ପ୍ରାୟ ସବୁଙ୍କ ପାଇଁ ଏକ ମନ ରଖିବା ଦିନ ହୋଇଯିବ । କାରଣ ଏହି ଦିନ ଛତିଶଗଡ ରେ ଏକ ବୋରବେଲ ଗାତରେ ପଡି ଯାଇଅଛି ଏକ ବାଳକ ଯାହାର ନାମ ହେଉଛି ରାହୁଲ ଦୀର୍ଘ 80 ଘଣ୍ଟା ହେବ ସେ ସେହି ଗାତରେ ପଡି ରହିଛି । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏବେ ଯାଏ ତାକୁ ବାହାର ଅକରିବାର ଉଦ୍ୟମ ଜାରି ରହିଛି ବୋରବେଲ ର କିଛି ଦୂରକୁ ଯାଇକି ଏକ ସୁଡଙ୍ଗ ତିଆରି କରା ଯାଉଛି ।

ଜାଗା ଦ୍ଵାରା ସେହି ବାଟେ ତାକୁ କାଢିବା ପାଇଁ ଚେଷ୍ଟା କରାଯିବ । ପାଣି ଭିତରେ ରହି ଏବେ ଯାଏ ସଂଘର୍ଷ କରୁଛି ରାହୁଲ । ଏହା ପାଇଁ ରାଜ୍ୟ ସରକାର ଅନେକ ଟିମ ଡାକି ସାରିଲେଣି । ଯାହା ଆମେ ଦେଖିବା ପାଇଁ ପାଉଛେ କି ସେ ଏବେ ଆଗ ଭଳି ଆଉ ରେଶପଣ୍ଡ କରୁନି ତାର କଥା ହେବା ଏବେ ବନ୍ଦ ହେବାରେ ଲାଗିଲାଣି । ପାଣି ରେ ଏତେ ସମୟ ଯାଏ ଥିବା ହେତୁ ତାର ହାତ ଗୋଦା ଶୋଥ ହେବାରେ ଲାଗିଲାଣି ।

ଏହା ସହ ଗୁଜୁରାଟ ରୁ ଆସି ପହଞ୍ଚି ଯାଇଅଛି ରୋବୋତିକ ଟିମ ଯିଏ କି ଏହି ଅପେରେସନ ରୁ ତ୍ଵନ୍ଵିତ କରାଇବା ପାଇଁ ଚେଷ୍ଟା କରୁଛି । ଯାହା ଦ୍ଵାରା ଅନେକ ଲୋକମାନେ ଅନେକ ପ୍ରକାର ପୂଜା ପାଠ କରୁଛନ୍ତି ମାତ୍ର 4 ଫୁଟ ଦୂରରେ ଅଛି ରାହୁଲ କିନ୍ତୁ ଏହା ମଧ୍ୟ ଅସୁବିଧା ଦେଖାଉଛି ଏହାର କାରଣ ହେଉଛି ରାସ୍ତାରେ ଅବରୋଧ ଅକରୁଥିବା ବଡ ବଡ ପଥର ଯାହାକୁ ହଠାତ ହଟାଇବା ଅସମ୍ଭ ହୋଇନି ।

ଯାହା ଦ୍ଵାରା ମାଟି ଭୁଶିଡି ଯାଇ ପାରେ । କିନ୍ତୁ ଏବେ ସବୁ କଥାକାଉ ନଜର ରେ ରଖିକି ଶିବ ଙ୍କ ପାଖରେ ପୂଜା କରା ଯାଉଛି ରାହୁଲ ପାଇଁ । କି ତାକୁ ଭଗବାନ ପୁଣି ନୂଆ ଜୀବନ ଦିଅନ୍ତୁ ଏହି କଷ୍ଟ ରୁ ମୁକ୍ତି ଦିଅନ୍ତୁ ଓ ଏହା ସହ ଏହା ମଧ୍ୟ ପ୍ରାର୍ଥନା କରା ଯାଉଛି କି ସେ ଯେଉଁ ଭଳି ଭାବେ ଭି ଅଛି ଭଲରେ ବାହାରକୁ ବାହାରି ଆସୁ ।

ଯାହା ଦ୍ଵାରା ଏକ ମା କୁ ତା ପିଲା ମିଳିଯିବ । ଓ ଏକ ହସୁଥିବା ଘର ଏବେ ପୁଣି ହସିବା ପାଇଁ ଲାଗିବ । ତେବେ ଆଜି ଆମେ କହିବା କି କେତେ ଜଣ ଏହାକୁ ନେଇକି ଚିନ୍ତାରେ ଥିବା ବେଳେ ଏବେ ପୋଲିଶ ମାନେ ମଧ୍ୟ ପୂଜାରେ ସାମିଲ ଅଛନ୍ତି ତାଙ୍କ ପ୍ରାର୍ଥନା ଏହାକି ଏହି କୁନି ପୁଅ କୁ ବାହାରକୁ ବାହାର କରିବା ପାଇଁ । ଅପେରେସନ ରାହୁଲ କେବେ ସଫଳ ହେବ ଜଣା ନାଇ ତଥାପି ସାରା ଛତିଶଗଡ ର ଲୋକମାନେ ଏହି ପିଲା ପାଇଁ ପ୍ରାର୍ଥନା କରୁଛନ୍ତି ।