ସମୁଦ୍ର କୂଳରେ ଇଏ କଣ ? ଯାହାକୁ ଦେଖି ସ୍ଥାନୀୟ ଲୋକ ହେଲେ ଭୟଭୀତ, ଦେଖନ୍ତୁ Video

ଆପଣ ଜାଣି ଛନ୍ତି କି ଆମ ର ସ୍ଵଭାବ ଏହା ଥାଏ କି କିଛି ଏକ ଅଲଗା ଜନ୍ତ୍ର ଆସିବା ମାତ୍ରେ ଆମେ ଡଋ ଯାଇ ଥାଉ । ତେବେ ଏହା ଆମ ଦେଶ ଶକ୍ତି ଶାଳି ହେବ ପରେ ଅଧିକ ମାତ୍ରାରେ ହୋଇ ଯାଇଛି । କାରଣ ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ସରକାର ଙ୍କୁ ହଇରାଣ କରିବା ପାଇଁ ନିରୀହ ଲୋକଙ୍କ ସହ ଖରାପ କରିଥାନ୍ତି ।  ତେବେ ଏହି ଭଳି ସମୟ ରେ ଆମେ ଡରିବା ସ୍ଵାଭାବିକ କଥା ଅଟେ । ଆଜି ଯଦି ଆପଣ ମାନେ ଦେଖିବା ପାଇଁ ଯିବେ ତ କାହାର ବ୍ୟାଗ ଉଠାଇବା କିମ୍ବା ଅନାମ ଜାଗାରେ କାହାର କିଛି ଜିନିଷ ରହି ଯାଇ ଥିଲେ ।

କେହି ଆଣିବା ପାଇଁ ପସନ୍ଦ କରୁ ନାହାନ୍ତି । ସେମାନେ ଚେଷ୍ଟା କରୁଛନ୍ତି କି । କାରଣ ହୁଏ ତ ଏହା ମଧ୍ୟରେ ବୋଧେ ହୁଏ ବମ ରହି ପାରେ । ଏବେ ଏହି ଭଳି ଏକ ଦିଗ ନିର୍ଣ୍ଣୟ ଜନ୍ତ୍ର କୁ ଦେଖିକି କିଛି ଲୋକମାନେ ଡଋ ଯାଇଛନ୍ତି ଏହା ଗ୍ରାମରେ  ଥିବା ଲୋକମାନେ ଭୟ ପାଇ ଏହାକୁ ସରପଞ୍ଚ କୁ କହି ଥିଲେ ।

ସେ ଆସିକି ଏହାର ପରକ୍ଷଣ ପରେ ବନ ବିଘାଗ କୁ ଖବର ଦେଇ ଥିଲେ ସେମାନେ କହି ଥିଲେ କି ଏହା ଏକ ଦିଗ ନିର୍ଣ୍ଣୟ ଜନ୍ତ୍ର ଯାହା କୁ ସମୁଦ୍ର କୂଳେ କୂଳେ ପାରାଦୀପ ଯାଏ ବେଳେ ବେଳେ ପଠା ଯାଇ ଥାଏ ଏହା ପାଇଁ ଭୟ କରିବାଟା କିଛି ନାଇ ଏହା ଶୁଣିବା ପରେ ଲୋକମାନେ ଆସ୍ଵସ୍ଥ ହୋଇ ଛନ୍ତି ।

ଏହା ପରେ ସେମାନେ ନିଶ୍ଚିତ ହୋଇ ଯାଇଛନ୍ତି । ମାତ୍ର ଏହା ସହ ଏହାକୁ ନେବା ପାଇଁ ଏବେ ଯାଏ କେହି ଆସି ନାହାଁନ୍ତି । କିନ୍ତୁ ଗ୍ରାମବାଶି ଙ୍କ ମତ ଅନୁସାରେ ଏହା ଚୋରୀ ହେବାର ସମ୍ଭାବନା ନାଇ ବୋଲି କହିଛନ୍ତି ସରପଞ୍ଚ । ସେ କହିଛନ୍ତି ପ୍ରଥମେ ଏହାକୁ ଏକ ଗ୍ରାମବାଶି ଦେଖି ଥିଲେ ସେ ସବୁ ବେଳେ ସନ୍ଧ୍ୟା ସମୟ ରେ ଏହି ଜାଗାକୁ ଆସିଥାନ୍ତି ହଠାତ ରାତି ରେ ଏକ ଅଜୀବ ଜିନିଷ ଦେଖିବା ପାଇଁ ପାଇ ଥିଲେ ।

ଯାହା ଫଳରେ ସେ ଆଗ ଗ୍ରାମର ଲୋକଙ୍କୁ ଜାଣି ଥିଲେ । ଏହା ପରେ ସରପଞ୍ଚ ଆସିକି ଏହାକୁ ଦେଖି ଥିଲେ । ତେବେ ଅଚାନକ କିଛି ଆଜୀବ ଜନ୍ତ୍ର ଦେଖିବା ଅଭ୍ୟାଶ ଆମକୁ ନାଇ ତେଣୁ ଏହା କିଛି ଭୟଙ୍କର ଜିନିଷ ଭାବିବା କଥା ସ୍ଵାଭାବିକ ଅଟେ ।

କାରଣ ଭାରତ କୁ ପଛକୁ ଆଣିବା ପାଇଁ ଅନେକ ଚେଷ୍ଟା ଚାଲିଛି । ଯାହା ଦ୍ଵାରା ଆତଙ୍କବାଦୀ  ମାନେ ଜଳପଥ  ରେ କିଛି ପଠାଇ ଥିବାର ଅନୁମାନ କରୁଥିଲେ ଲୋକମାନେ ଏବେ କିନ୍ତୁ ସବୁ କିଛି ଠିକ ଅଛି ଏହା ମଧ୍ୟ ସେହି କୂଳରେ ଅଛି । ଯାହାକୁ ନେବା ପାଇଁ ସ୍ପେଶାଲ ଟିମ ଆସିବ ।