ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ, ରାହୁଲ ଧୀରେ ରେସପଣ୍ଡ କରୁଛି ..ଆଖିପତା ହଲାଉଛି.. କାଲି ରାତିଠୁ କିଛି ଖାଇନି…ଦେଖନ୍ତୁ Video

ଏକ ଭୟାନକ ସତ୍ୟତା କୁ ଗ୍ରହଣ କରିବା ଯେତେ କଷ୍ଟ ସେତେ କଷ୍ଟ ହୋଇଥାଏ ଏହାକୁ ସାମନା କରିବା । ଏହି ଭଳି ଭୟନାକ ସତ୍ୟକୁ ସାମନା କରୁଛି ରାହୁଲ ନାମକ ଏକ ପିଲା ଯିଏ କି ଏବେ 80 ଫୁଟ ର ବେରବେଲ ର ଗାତା ମଧ୍ୟରେ 4 ଦିନ ହେବ ପଡି ରହିଛି । ଏହି ଭଳି ଆମ ଓଡିଶା ରେ ଠାରେ ହୋଇଥିଲା 2006 ମସିହାରେ । ଏବେ ଏହା ପୁଣି ହୋଇଛି । ତେବେ ଏହା ପାଇଁ ସବୁ ପ୍ରକାର ଚେଷ୍ଟା ଚାଲିଛି କି ସୁରକ୍ଷିତ ଭାବେ ରାହୁଲ କୁ କଢା ଜୀବ ସେହି ପାଇଁ ଏକ ଗାତା କରି ସୁଡୁଙ୍ଗ ମଧ୍ୟ କରା ଯାଉଛି ।

ଆଉ ମାତ୍ର 4 ଫୁଟ ଦୂରରେ ରହିଛି ରାହୁଲ । ସୂତ୍ରରୁ ମିଳିଥିବା କଥା ଅନୁସାରେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ତ ଆମେ ଜାଣି ପାରିବା କି ରାହୁଲ ଏବେ ନିସ୍ତେଜ ହେବାରେ ଲାଗିଲାଣି । 4 ଦିନ ତଳେ ଯେଉଁ ଭଳି ଭାବେ ପ୍ରତିକ୍ରିୟା ଥିଲା ତାହା ଏବେ ଧୀର ହୋଇ ଆସିଲାଣି ।

କଣ ହେବ କି ଜାଣେ । ଏହା ମଧ୍ୟରେ ଏନଡ଼ିଆର, ଏଚଡ଼ିଆର, ଅରମି, ପୋଲିସ, ସ୍ୱାସ୍ଥ୍ୟକର୍ମୀ, ମାନେ ନିଜର ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ମାତ୍ର ବାଟରେ ବାଧା ଅସାଜିଛି ବଡ ବଡ ପଥର ଯାହା ଦ୍ଵାରା ଗୁଜୁରାଟ ରୁ ଆସିକି ପହଞ୍ଚି ଯାଇଛି ରୋବୋଟିକ ଟିମ । ଯାହା ଦ୍ଵାରା ଅଳ୍ପ ସମୟ ରେ ରାହୁଲ କୁ ବାହାର କରାଯିବାର ଦାବି କରା ଯାଉଛି ।

ଯାହା ଭି ହେଉନା କାହିଁକି ଏହାକୁ ଏକ ଭାବେ ଧୀରେ ଧୀରେ କରିବା ବୋଲି ଭାବୁଛନ୍ତି ଛତିଶଗଡ ସରକାର । ଏହା ପାଇଁ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରା ଯାଉଛି । ଯାହାଭି ହେଉନା କାହିଁକି ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ଅଳ୍ପ ଟିକେ ଜାଗା ମଧ୍ୟରେ ରାହୁଲ ର ହାତ  ଗୋଦା ନିସ୍ତେଜ ହେବାରେ ଲାଗିଲାଣି । ଏହା ପାଇଁ ତାକୁ ବାଇଓଟିକ ମଧ୍ୟ ଦିଆ ଯାଉଛି ।

ଏହା ଦେଖିବା ପରେ ପରିବାର ଲୋକମାନେ ମଧ୍ୟ ସାହାଜ ହାରିବା ପାଇଁ ଲାଗିଲେଣି 80 ଘଣ୍ଟା ବୀଟିଗଲାଣି ଅପେରେସନ ରାହୁଲ ଅଭି ଯାଏ ସଫଳ ହୋଇ ପାରିନି । ଧର୍ଯ୍ୟ ଭାଙ୍ଗି ଭାଙ୍ଗି ଯାଉଛି ଯେଉଁ ଭଳି ଭାବେ ସମୟ ବୀତି ଯାଉଛି । କିଛି ଦିନ ଯିବା ଆଗରୁ ଏତେ ଖୁଶିରେ ଜୀବନ ବିଟାଉ ଥିବା ଏକ କୋମଲ ପିଲା ଆଜି ନିଜ ଜୀବନ ପାଇଁ ସଂଘର୍ଷ କରିବାରେ ଲାଗିଛି । ଯାହା ଦ୍ଵାରା ସବୁ ଲୋକଙ୍କ ଆଖିରେ ଲୁହ ମାତ୍ର ତଥାପି କାମ ରେ ସଫଳତା ଆଣିବା ପାଇଁ ଚେଷ୍ଟା ଜାରି ରକ୍ଷା ଯାଇଛି ।