ଗୁଜରାଟରୁ ଆସି ପହଁଚିଛି ରୋବୋଟିକ ଟିମ୍ , ଏହା ସହ ଉଦ୍ଧାର କାର୍ଯ୍ୟରେ ଲାଗିଲା ନୂଆ ମେସିନ, କେମିତି ଚାଲିଛି ଉଧାର କାର୍ଯ୍ୟ, ଦେଖନ୍ତୁ ଏହି Video

ଛୋଟ ବୟଶ ଖେଳିବା କୁଦିବା ବେଳେ ଯଦି ଆମକୁ ଖଣ୍ଡିଆ ହୋଇ ଯାଇଥାଏ । ତେବେ ଆମେ ବହୁତ କଷ୍ଟ ଅନୁଭବ କରି ଥାଉ ମାତ୍ର । କିନ୍ତୁ ମାତ୍ର ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି 11 ବର୍ଷ ର ଏକ ପିଲା ବୋରବେଲ ରେ ପଡି ମଧ୍ୟ ଧାର୍ଯ୍ୟ ହରାଇ ନାଇ ସଭିଙ୍କ ପ୍ରାର୍ଥନା ଅଛି ମାତ୍ର ଏହାକୁ ଆମେ ଦେଖିବା ପାଇଁ ଜୀବ ଅଟା ଏକ ସାହାଶୀ ପିଲା ହୋଇ ନଥିଲେ କେହି ଏତେ ସମୟ ଯାଏ ଏହାକୁ ସମ୍ଭାଳି ପରିବେନି ।

ଆଜି ଆମେ କହିବା କି କିଛି ସମୟ ଲାଗି ଥାଏ ଆମକୁ ଆମ ଜୀବନ ର ସତ୍ୟତା ଜାଣିବା ପାଇଁ କହିବାର ମାନେ ହେଉଛି ଦୀର୍ଘ 4 ଦିନ ହେବ ପିଲା ସେହି ଗାତରେ ପଡି ରହିଛି । ଅଭି ଯାଏ ବାହାରିନି ବୋଧେ ହୁଏ ସମୟ ସହ ସେ ନିଜକୁ ସାହାଶୀ କରି ନେଇଛି । ଏନଡ଼ିଆର, ଆରମି, ପୋଲିସ, ସ୍ୱାସ୍ଥ୍ୟକର୍ମୀ, ସବୁ ଆସିକି ସେହି ଜାଗାରେ ପହଞ୍ଚି ଯିବା ପରେ ଆମେ ଦେଖିବା ପାଇଁ ପାଇଛୁ ଟିକେ ସୁଧାର ଅଭିଯାଏ 12 ରୁ ଅଧିକା ଆକ୍ସିଜେନ ସିଲିଣ୍ଡର ଆସିକି ପହଞ୍ଚି ଯାଇଛି ।

ମାତ୍ର ଅଭି ଯାଏ ବାହାରି ପାରିନି ରାହୁଲ । ରାହୁଲ କୁ ବାହାର୍ର୍କୁ ଆଣିବା ପାଇଁ ଚାଲିଛି ଉଦ୍ୟମ ମାତ୍ର ଯଦି ଦେଖିବା ପାଇଁ ଯିବା ତ ଉଧହାର ଟିମ କହୁଛି କି ରାହୁଲ କୁ ବାହାର କରିବା ପାଇଁ ବାଧହା ଦେଉଛି କିଛି ବଡ ବଡ ପଥର ମାନ । ଏହାକୁ ହଟାଇବା ପାଇଁ ଏବେ ଗୁରୁଜାଟ ଆସିକି ପହଞ୍ଚି ଯାଇଛି ।

ଏକ ରୋବୋଟିକ ଟିମ ଯିଏ କି ସବୁ କିଛି ଯାଞ୍ଚ କରିକି କହୁଛି  ଓ  ସେହି ଅନୁସାରେ ପଥର ମାନଙ୍କୁ ହଟା ଯାଉଛି । 80 ଫୁଟ ତଳେ ଥିବା ଏହି ପିଲାର ଅବସ୍ଥା କିଭଳି ଥିବ ତାହା ଆମେ ଅନୁମାନ ମଧ୍ୟ କରି ପାରିବାନି । କାରଣ କାହାକୁ କଷ୍ଟରେ ଦେଖିବା ଓ ନିଜେ କଷ୍ଟରେ ରହିବା ମଧ୍ୟରେ ବହୁତ ଫରକ ଥାଏ । ତେବେ ଏହି ପିଲା ପାଇଁ ବାପା  ସହ ସାରା ଗ୍ରାମ ବାଶୀ ମାନେ ମଧ୍ୟ ଚିନ୍ତାରେ ଅଛନ୍ତି ।

ସେମାନଙ୍କ ଚିନ୍ତତା ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଦ୍ଵାରା ପିଲା ଭୟ ପାଇବା ସ୍ଵାଭାବିକ ଅଟେ । ମାତ୍ର ହଠାତ କିଛି କରିବା ଦ୍ଵାରା ମାଟି ଧଶୀ ଯାଇ ପାରେ ତେଣୁ ସମୟ ଲାଗୁ ପଛେ ତାକୁ ବାହାର କରିବା ପାଇଁ ଚେଷ୍ଟା  ଜାରି ରହିଛି । ଆର ପାଖରେ ମୁଖ୍ୟ ମନ୍ତ୍ରୀ ମଧ୍ୟ ବାର ବାର ସମ୍ପର୍କ କରୁ ଛନ୍ତି ଓ ପିଲାର ସ୍ୱାସ୍ଥ୍ୟ କିଭଳି ଅଛି ତାହା ଖବର ରଖୁଛନ୍ତି ପରିବାର ଲୋକଙ୍କ ସହ ମଧ୍ୟ ସେ ସମ୍ପର୍କ ରେ ଅଛନ୍ତି ।