‘ଆଜିକାଲି ପଇସା ଯଉଠି, ଟୋକି ସେଇଠି…ସୋନାଲିର ପଇସା ବାଲା ବଏଫ୍ରେଣ୍ଡ ତାକୁ…’ ଦେଖନ୍ତୁ କେମିତି ମିଡିଆ ସାମ୍ନାରେ Sonali ଉପରେ ବର୍ଷିଲେ Rani Panda, ଆଉ ଯାହା ସବୁ କହିଲେ…ଦେଖନ୍ତୁ Video

ସବୁବେଳେ ନିଜର ବୟାନକୁ ନେଇ ଚର୍ଚାରେ ରହୁଥିବା ରାନୀ ପଣ୍ଡା ପୁଣି ଥରେ ସୋନାଲି ଓ ସୋମ୍ୟଙ୍କୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ତାଙ୍କର କଥା ଶୁଣିଲେ ଲାଗୁଛି କି ସେ ସୋନାଲିଙ୍କ ଉପରେ ବହୁତ ରାଗିଯାଇଛନ୍ତି । ରାନୀ ପଣ୍ଡା ଗଣମାଧ୍ୟମକୁ କହିଲେ କି ମୁଁ ବୁଝି ପାରୁ ନାହିଁ ସୋନାଲି କାହିଁକି ମିଡିଆ ସାମ୍ନାକୁ ଆସୁ ନାହିଁ । ଯଦି ସେ ମିଡିଆ ସାମ୍ନାକୁ ଆସିବ ନାହିଁ ଓ ପ୍ରକୃତ ସତ କଥା କହିବ ନାହିଁ କେବଳ ମୁଁ ନୁହେଁ ସୋମ୍ୟଙ୍କ ପରିବାର ଓ ସମସ୍ତେ ସୋନାଲିଙ୍କ ଘର ପାଖକୁ ଯିବାକୁ ବାଧ୍ୟ ହେବୁ ।

ଯଦି ସେ ନିଜର ଭୁଲ ମାନିଯିବ ତେବେ ଭଲ କଥା । ରାନୀ ପଣ୍ଡା ଆଗକୁ କହିଲେ କି ପଇସା ସବୁ କିଛି ନୁହେଁ । ପଇସା ଥିଲେ ହିଁ ଖାଇବା ବଞ୍ଚିବା ରହିବା । କିନ୍ତୁ ଅନ୍ୟର କ୍ଷତି କରିବା ଉଚିତ ନୁହେଁ । ରାନୀ ପଣ୍ଡା ଜୀବନରେ ବି ବର୍ତ୍ତମାନ ବହୁତ କିଛି ଘଟୁଛି । ଯାହା ବିଷୟରେ କିଛି ଦିନ ପରେ ସମସ୍ତେ ଜାଣି ଯିବେ । କିନ୍ତୁ ରାନୀ ପଣ୍ଡା କାହାକୁ ଚିତା କାଟି ଖାଇବା ଜାଣି ନାହିଁ କି କାହା ଠାରୁ ଆଣି କୋଟିପତି ହବ ବୋଲି ଚିନ୍ତା କରି ନାହିଁ ।

ରାନୀ ପଣ୍ଡା ଆଗକୁ କହିଲେ କି ଆଜିକାଲି ସବୁ ଝିଅ ସେହିଭଳି । ପଇସା ଯଉଠି, ଟୋକି ସେଇଠି । କିନ୍ତୁ ରାନୀ ପଣ୍ଡାକୁ ସେମିତି ନୁହେଁ । ସୋନାଲିଙ୍କୁ ନେଇ ସେ କହିଲେ କି ସୋମ୍ୟ ପାଖରୁ ଭଲ ପାଇବା ମିଳୁ ଥିଲା, କିଛି ଟଙ୍କା ଥିଲା, ବାହାଘରକୁ ନେଇ କଥାବାର୍ତ୍ତା ଚାଲି ଥିଲା, ଦୁଇ ପରିବାର ବି ସବୁ ଜାଣି ଥିଲେ ।

ଏତେ ପରେ ବି ଯଦି ଝିଅ ଆଉ କାହା ପାଖକୁ ଯାଉଛି ତେବେ ସେ ପଇସା ପାଇଁ ହିଁ ଯାଉଥିବ । ରାନୀ ପଣ୍ଡା ଆଗକୁ କହିଲେ କି ମୋତେ ଲାଗୁଛି ତାକୁ କେହି ପଇସା ବାଲା ଘଇତା ସପୋର୍ଟ କରୁଛି ।

ତୁ ସାଇଟ ହେଇ ବସ । ଦେଖେ ମୁଁ କଣ କରୁଛି । ଆଜିକାଲି ସମସ୍ତେ ସମାନ । ପଇସା ଫୋପାଡିଲେ ଚୁପ ହୋଇ ଯାଉଛନ୍ତି । ହୋଇପାରେ ସେ ପଇସା ବାଲା । ସେଥିପାଇଁ ସେ ସମସ୍ତଙ୍କୁ ପଇସା ଦେଇ ମୁହଁ ଚୁପ କରି ଦେଇ ଥିବ । ଏହିଭଳି ରାନୀ ପଣ୍ଡା କେବଳ ସୋନାଲିଙ୍କ ବିଷୟରେ ନୁହେଁ ନିଜ ବିଷୟରେ ବି ମିଡିଆ ସାମ୍ନାରେ କହିଲେ ।