ଯଦି ଘରେ ରହୁନାହିଁ ପଇସା ତ ରବିବାର ଦିନ ଯେମିତି ହେଲେ କରନ୍ତୁ ଏହି ଉପାୟ, ଧନର ହେବ ଆଗମନ

ଦୁନିଆର ସବୁ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହାନ୍ତି । କାରଣ ଏହି ଦୁନିଆରେ ଟଙ୍କା ବିନା କିଛି ବି କାର୍ଯ୍ୟ ସମ୍ଭବ ନୁହେଁ । କିନ୍ତୁ ଅନ୍ୟ ପଟେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଟଙ୍କା ତ ଆୟ କରନ୍ତି କିନ୍ତୁ ସେମାନେ ସେହି ଟଙ୍କାକୁ ସେଭିଙ୍ଗ କରି ପାରନ୍ତି ନାହିଁ । ଯେଉଁ କାରଣରୁ ସେମାନେ ସବୁବେଳେ ଚିନ୍ତିତ ରୁହନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ବିଷୟରେ କହିବୁ ଯାହାକୁ ଆପଣ କେବଳ ରବିବାର ଦିନ କରିବେ ।

କହିବାକୁ ଗଲେ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ଅଟେ । ଏମିତିରେ ଯଦି ଆପଣ ନିଜ ଘରର ସୁଖ ସମୃଦ୍ଧି କାମନା କରିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଗୋଟିଏ ଗ୍ଳାସ ପାଣିରେ ଅଳ୍ପ କ୍ଷୀର ଦେଇ ଶୟନ କରନ୍ତୁ ।

କିନ୍ତୁ ଏହାକୁ ମୁଣ୍ଡର ଏମିତି ସ୍ଥାନରେ ରଖନ୍ତୁ ଯାହା ଦ୍ଵାରା ଆପଣନ ହାତ ନ ବାଜିବ । ଏହା ପରେ ସକାଳୁ ଉଠି ସ୍ନାନ କରି ଏହାକୁ ବବୁଲ ଗଛର ମୂଳରେ ଢାଳି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ଟଙ୍କା ରହିବାକୁ ଲାଗିବ ଓ ଆପଣଙ୍କ ଘରେ ସୁଖ ଶାନ୍ତିର ବାସ ହେବ । ଯଦି ଆପଣଙ୍କ କାମରେ ବାଧା ଆସୁଛି ତେବେ ରବିବାର ଦିନ କଳା କୁକୁରକୁ ରୁଟି ଦିଅନ୍ତୁ କିମ୍ବା କଳା ପକ୍ଷୀକୁ ଦାନା ଦିଅନ୍ତୁ ।

ଏହିଭଳି କରିବା ଦ୍ଵାରା ଆପଣଙ୍କ ସବୁ ବାଧା ବିଘ୍ନ ଦୂର ହୋଇଯିବ । ଏମିତି କୁହାଯାଏ କି ରବିବାର ଦିନ କଳା ରାଶି କିମ୍ବା କଳା ବିରି ଦାନ କରିବା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇଯାଏ । ଏହା ଦ୍ଵାରା ଆପଣଙ୍କ ଉପରେ ଶନିବେଦଙ୍କ କୃପା ରହିଥାଏ । ରବିବାର ଦିନ ସକାଳୁ ଜଲ୍ଦି ଉଠି ସୂର୍ଯ୍ୟ ଦେବତାଙ୍କୁ ପାଣି ଦିଅନ୍ତୁ । ପାଣି ଦେବା ସମୟରେ ପାଣିର ଧାରା ମଧ୍ୟରୁ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରନ୍ତୁ ।

ଏହିଭଳି କରିବା ଦ୍ଵାରା ଆଖିର ଜ୍ୟୋତି ବଢିଥାଏ ଓ ଆପଣ ରୋଗରୁ ବି ବଞ୍ଚି ଯିବେ । ଏହା ଛଡା ପାଣି ଦେବା ସମୟରେ ଆପଣ ‘ଓଁ ସୂର୍ୟଦେବାୟ ନମଃ’ ମନ୍ତ୍ରର ଜପ କରନ୍ତୁ । ଏହା ଛଡା ରବିବାର ଦିନ ଓସ୍ଥ ଗଛ ସାମ୍ନାରେ ଚତୁର୍ମୁଖୀ ଦୀପ ଜଳାନ୍ତୁ । ଏହା ଦ୍ଵାରା ଆପଣଙ୍କ ବ୍ୟାପାରରେ ବୁଦ୍ଧି ହୋଇଥାଏ ଓ ଆପଣଙ୍କ ଘର ଟଙ୍କାରେ ଭରପୁର ହୋଇଯାଏ । ଏହା ସହିତ ଘରର ସମସ୍ତ ସମସ୍ୟା ବି ଦୂର ହୋଇଥାଏ ।

ଧନ ପ୍ରାପ୍ତି ପାଇଁ ଆପଣ ସବୁଦିନ ଜଲ୍ଦି ଉଠନ୍ତୁ ଓ ଏହା ପରେ ସଙ୍ଗେ ସଙ୍ଗେ ନିଜର ହାତ ଦେଖି ମାତା ଲକ୍ଷ୍ମୀଙ୍କ ସ୍ମରଣ କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ, ଭଗବାନ ବିଷ୍ଣୁ, ଓ ମାତା ସରସ୍ଵତୀ ବି ପ୍ରସନ୍ନ ହେବେ । ସକାଳୁ ଉଠି ଘରର ଗୃହିଣୀ ଯଦି ଗୋଟିଏ ପାତ୍ରରେ ପାଣି ନେଇ ଘରର ମୁଖ୍ୟ ଦ୍ଵାରା ଢାଳନ୍ତି ତେବେ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି । ଘରେ ଟଙ୍କା ରଖୁଥିବା ଆଲମାରୀର ମୁହଁ ଉତ୍ତର ଦିଗରେ ରଖିବା ଉଚିତ ସେହିଭଳି କରିବା ଦ୍ଵାରା ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।