ଭାରତର ସବୁଠୁ ବଡ ବ୍ୟାଙ୍କର ନାମ କଣ? ଏହା ସହିତ ଆହୁରି 28 ଟି GK Question ଓ Answer

ଆଜି ଆମେ ଆପଣଙ୍କ ପାଇଁ ଆଣିଚୁ କିଛି ଜିକେ ପ୍ରଶ୍ନ ଓ ଉତ୍ତର । ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିବ ଏବଂ ଆପଣ କିଛି ନୂଆ କଥା ଜାଣିବେ । ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ । ଏମିତି ପ୍ରଶ୍ନ IAS, UPSC, IPS ଭଳି ପରୀକ୍ଷା ବା ଆପଣ ଦେବାକୁ ଯାଉଥିବା ଇଣ୍ଟରଭିଉରେ ଆସିପାରେ ।

୧- କେଉଁ ଦେଶରେ ବରଫରୁ ବିଜୁଳି ତିଆରି କରାଯାଏ ?

ଉତ୍ତର- ଆମେରିକା

୨- ଭାରତର କେଉଁ ସହରକୁ ସ୍ଵପ୍ନର ସହର କୁହାଯାଏ ?

ଉତ୍ତର- ମୁମ୍ବାଇ

୩- କେଉଁ ଦେଶର ଲୋକମାନେ ସବୁଠାରୁ କମ ବୁଲନ୍ତି ?

ଉତ୍ତର- ପାକିସ୍ଥାନ

୪- କେଉଁ ସାଗରରେ ଗୋଟେ ହେଲେ ବି ମାଛ ନାହିଁ ?

ଉତ୍ତର- ମୃତ ସାଗରରେ

୫- ଭାରତର ପ୍ରଥମ ସମାଚାର ପତ୍ର କଣ  ଅଟେ ?

ଉତ୍ତର- ବେଙ୍ଗଲ ଗ୍ୟାଜେଟ

୬- ଭୂରି କ୍ରାନ୍ତି କାହା ସହିତ ସମ୍ବନ୍ଧିତ ଅଛି ?

ଉତ୍ତର- ଉର୍ବରକ ଉତ୍ପାଦନ

୭- ପ୍ଳାଇଙ୍ଗ ଶିଖ କେଉଁ ନାମରେ ଜଣା ଯାଏ ?

ଉତ୍ତର- ମିଲଖା ସିଂହ

୮- କେଉଁ ଦେଶରେ ଗୋଟେ ହେଲେ ବି ହାତୀ ନାହିଁ ?

ଉତ୍ତର- ଇଜିପ୍ଟ

୯-  ବିଶ୍ଵର ସବୁଠୁ ସୁନ୍ଦର ସହର ନାମ କଣ ଅଟେ ?

ଉତ୍ତର- ପ୍ୟାରିସ

୧୦- କେଉଁ ପକ୍ଷୀ ବସା ତିଆରି କରେ ନାହିଁ ?

ଉତ୍ତର- କୋଇଲି

୧୧- ହୀରା ଆଉ ସୁନାର ଦେଶ କାହାକୁ କୁହାଯାଏ ?

ଉତ୍ତର- ସାଉଥ ଆଫ୍ରିକା

୧୨  – ହର୍ନ ଅଫ ଆଫ୍ରିକାରେ ମୋଟ କେତେ ଦେଶ ଅଛି ?

ଉତ୍ତର- ୩

୧୩- ସବୁଠୁ ବେଶି ମୂଷାର ଦେଶ କେଉଁଠି ଅଛି ?

ଉତ୍ତର- ଶ୍ରୀଲଙ୍କା

୧୪- ସ୍ପେସ ଡ୍ରେସର ଓଜୋନ କେତେ ଥାଏ ?

ଉତ୍ତର- ୨୧ କିଲୋ

୧୫- ଇଶ୍ଵରୀୟ ମହିମାର ବର୍ଣ୍ଣନା କେଉଁ ବେଦରେ ଅଛି ?

ଉତ୍ତର- ରୁଗବେଦ

୧୬- ପୃଥିବୀ ସୂର୍ଯ୍ୟ ନିକଟକୁ କେବେ ଆସିଥାଏ ?

ଉତ୍ତର- ୩ ଜାନୁଆରୀ

୧୭- କେଉଁ  ରୋଗକୁ କଳା ମୃତ୍ୟୁ କୁହାଯାଏ ?

ଉତ୍ତର- ପ୍ଲେଗ ରୋଗ

୧୮- ନେଲାଙ୍ଗ ଘାଟି ଭାରତର କେଉଁ ରାଜ୍ୟ ରେ ଅଛି ?

ଉତ୍ତର- ଉତ୍ତରାଖଣ୍ଡ

19- ଭାରତର ସବୁଠୁ ବଡ ବ୍ୟାଙ୍କର ନାମ କଣ ?

ଉତ୍ତର- RBI

୨୦- ନୋଟର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଚୀନ

୨୧- ବିଶ୍ଵ ପର୍ଯାବରଣ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ୫ ଜୁନ

୨୨- ଇଣ୍ଟେଲିଜେଣ୍ଟ୍ସ ବ୍ୟୁରୋର ମୁଖ୍ୟାଳୟ କେଉଁଠି ଅଛି ?

ଉତ୍ତର- ନୂଆ ଦିଲ୍ଲୀ

୨୩- କେଉଁ ଗଛ ଅଧିକ ଅକ୍ସିଜେନ ଦେଇଥାଏ ?

ଉତ୍ତର- ଓସ୍ତ ଗଛ

୨୪- ମଣିଷର ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରେ ?

ଉତ୍ତର- ମସ୍ତିସ୍କ

୨୭- ସୂର୍ଯ୍ୟ ଉଦୟର ଦେଶ କେଉଁ ଦେଶକୁ କହିଥାନ୍ତି ?

ଉତ୍ତର- ଜାପାନ

୨୮- 100 ଟଙ୍କାର ନୋଟ କୁ ଭଙ୍ଗାନ୍ତୁ, ଯେଉଁଥିରେ 10 ଟଙ୍କିଆ ନୋଟ ଆଦୌ ନଥିବ ଓ ନୋଟ କେବଳ 10 ଟି ଥିବ, କୁହନ୍ତୁ କେମିତି କରିବେ ?

ଉତ୍ତର- ୨୦ ଟଙ୍କାର ଚାରିଟା ନୋଟ, ୫ ଟଙ୍କାର ତିନିଟା ନୋଟ, ୨ ଟଙ୍କାର ଦୁଇଟି ନୋଟ, ୧ ଟଙ୍କାର ଗୋଟେ ନୋଟ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।