ରାବଣ ସ୍ତ୍ରୀ ଙ୍କ ବିଷୟରେ କହିଛନ୍ତି ଏହି 3 ଟି କଥା, ଯାହା ଖରାପ ହେଲେ ବି ସତ

ଲଙ୍କା ପତି ରାବଣ ଜଣେ ମହା ଜ୍ଞାନୀ ଥିଲେ । ସେ କଠୋର ତପସ୍ୟା କରି ଏହି ଜ୍ଞାନ ହାସଲ କରିଥିଲେ । ତାଙ୍କର ସ୍ତ୍ରୀ ର ନାମ ମନ୍ଦୋଦରୀ ଥିଲେ । ରାବଣ ତାଙ୍କୁ ବହୁତ ପ୍ରେମ କରୁଥିଲେ । ରାବଣ ଯେତେବେଳେ ସୀତାଙ୍କୁ ହରଣ କରିଥିଲେ ତାଙ୍କୁ ରକ୍ଷା କରିବା ପାଇଁ ଶ୍ରୀ ରାମ ବାନର ସେନା ସହ ଲଙ୍କା ପାର କରି ରାବଣ ପାଖରେ ପହଞ୍ଚିଲେ ସେତେବେଳେ ମନ୍ଦୋଦରୀ ବହୁତ ଡରି ଯାଇଥିଲେ ।  ସେ ରାବଣକୁ ରାମଙ୍କ ସହ ଯୁଦ୍ଧ କରିବା ପାଇଁ ବାରଣ କଲେ ଓ ସୀତାଙ୍କୁ ଛାଡି ଦେବା କୁ କହିଲେ ।

ଏହି ସାମୀ ରେ ରାବଣ ବହୁତ ହସି ହସି ମହିଳାଙ୍କର ଅପ ଗୁଣ ବିଷୟ ରେ କହିଲେ । ଯାହାକି ସେ ମହିଳାଙ୍କ ବିଷୟରେ ସତ କହିଥିଲେ । ତେବେ ଆସନ୍ତୁ ଜାଣିବା ସେହି ଅପଗୁଣ ଗୁଡିକ କଣ

୧- ମହିଳା ମାନେ କଥା କଥାରେ ମିଛ କହିଥାନ୍ତି । କିନ୍ତୁ ତାଙ୍କୁ ଜଣା ନଥାଏ କି ମିଛ ବହୁତ ଦିନ ଲୁଚି ରହେ ନାହିଁ । ମହିଳା ମାନେ କପଟ ଓ ଛଳ କରିଥାନ୍ତି ।

୨ – ମହିଳା ମାନେ ବହୁତ ଚଞ୍ଚଲ ଥାନ୍ତି । ତାଙ୍କ ମନ କଥା ବୁଝିବା ବହୁତ କଷ୍ଟକର ହୋଇଥାଏ । ଏଥିପାଇଁ ସେମାନେ କାହାକୁ ବି ଧୋକା ଦେଇ ପାରନ୍ତି ।

୩ – ମହିଳା ମାନଙ୍କୁ ଯେଉଁଠାରେ ସାହାସ ପ୍ରୟୋଗ କରିବା କଥା ନୁହେଁ କିନ୍ତୁ ସେମାନେ ସେଠାରେ ପ୍ରକାଶ କରିଦିଅନ୍ତି । ଯାହାଫଳରେ କି ତାଙ୍କ ପରିବାକୁ ବହୁତ ସମଶ୍ୟାର ସମୁଖୀନ ହେବାକୁ ପଡିଥାଏ ।

୪ – ସ୍ତ୍ରୀ ମାନେ ପୁରୁଷ ମାନଙ୍କ ଅପେକ୍ଷା ବହୁତ ଦୟାଳୁ ହୋଇଥାନ୍ତି । ସେମାନେ ନିର୍ଦୟୀ ହୋଇଗଲେ ଛଳ ଓ କପଟ କରିଥାନ୍ତି ।

୫ – ମହିଳାମାନେ ଯେତେ ସୁନ୍ଦର ଦେଖା ଗଲେ ବି ସେମାନେ ସଫା ସୁତୁରାର ଧ୍ୟାନ ରଖନ୍ତି ନାହିଁ ।

୬ – ମହିଳା ମାନେ ବହୁ ବାର ଅନ୍ୟ ମାନଙ୍କ ଖିଲାପରେ ଷଡଯନ୍ତ୍ର କରିଥାନ୍ତି । ଯାହାଦ୍ୱାରା କି ପରିସ୍ଥିତି ତାଙ୍କ ଆଡକୁ ଢଳି ଯାଉ । ନିଜ କାମ ହାସଲ କରିବା ପାଇଁ ସେମାନେ କିଛି ବି କରି ପାରନ୍ତି । ମହିଳାମାନେ ନିଜ ଚତୁରତା ଦ୍ଵାରା ପୁରୁଷ ମାନଙ୍କୁ ବନ୍ଧକ କରି ପାରନ୍ତି ।

୭ – ସ୍ତ୍ରୀ ମାନେ ସାହସୀ ହୋଇଥାନ୍ତି କିନ୍ତୁ ବହୁତ ଜଲ୍ଦି ମଧ୍ୟ ଡରିଯାଆନ୍ତି । ତାଙ୍କ ମନ ମୁତାବକ କାମ ନହେଲେ ଡରିଯାଇ ପୁରୁଷକୁ ସମଶ୍ୟାରେ ପକାଇଥାନ୍ତି ।

୮ – ମହିଳା ମାନେ ମୂର୍ଖ ଥାନ୍ତି । କିଛି ନ ଭାବିଚିନ୍ତି କୌଣସି କାମରେ ନିସ୍ପତି କରିଦିଅନ୍ତି ଏବଂ ବହୁତ ବଡ ସମଶ୍ୟାରେ ପଡିଯାନ୍ତି । ଏହାର ଭୁଲ ତାଙ୍କୁ ଯେତେବେଳେ ଜଣା ପଡେ ସେମାନେ ପୁରୁଷଙ୍କୁ ସମସ୍ୟାରେ ପକାଇ ଦିଅନ୍ତି  ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।