Jyotish Shastra- ସୋମବାର ପରେ ଖୋଲିଯିବ ଏହି 5 ଟି ରାଶିର ଭାଗ୍ଯର ତାଲା, ଭୋଳାନାଥ ନିଜେ କରିବେ ମାଲାମାଲ

ମହାଦେବଙ୍କୁ ଦେବଙ୍କର ଦେବ କୁହାଯାଏ ଓ ତାଙ୍କର ଅନ୍ୟ ନାମ ହେଲା ଭୋଳା ବାବା । ଶାସ୍ତ୍ରରେ କୁହା ଯାଇଛି ଯଦି ତାଙ୍କୁ ଭଲ ମନରେ କେହି ଯଦି ପୂଜା କରେ ସେ ଅଳ୍ପ କିଛିରେ ବହୁତ ଶୀଘ୍ର ସନ୍ତୁଷ୍ଟ ହୋଇଥାନ୍ତି । ମହାଦେବ ହେଉଛନ୍ତି ଆମର ସଂହାର କର୍ତା ଯଦି ଆମେ ତାଙ୍କ ଆଗରେ କୌଣସି ଛୋଟ ଭୁଲ କରିଥାଉ ସେ ତାକୁ ଦେଖି ରାଗିଥାନ୍ତି ଯେତେବେଳେ ଆମର ପାପର ଭାର ବଢିଯାଏ ସେହି ସମୟରେ ମହାଦେବ ବିନାଶ କରିଥାନ୍ତି ।

ସେ ବହୁତ ରାଗି ହେଲେ ମଧ୍ୟ ତାଙ୍କ ଭକ୍ତଙ୍କ କଥା କେବେ ହେଲେ ଟାଳନ୍ତି ନାହିଁ ଓ ସେ ତାଙ୍କ ଭକ୍ତଙ୍କୁ ବହୁତ ଖୁସିରେ ରଖିଥାନ୍ତି । ଏମିତି କିଛି ରାଶି ଅଛି ମହାଦେବ ଏବେ ତାଙ୍କ ଉପରେ ଖୁବ ପ୍ରସନ୍ନ ହୋଇ ତାଙ୍କୁ ଅଶେଷ କୃପା କରିବେ ।

ବୃଷ ରାଶି

ଏହି ରାଶିର ଲୋକମାନେ ବହୁତ ଖୁସିରେ ରହିବେ । ଯେଉଁଠାରେ ସେମାନେ କାର୍ଯ୍ୟ କରିବେ ଶେଠୀ ତାଙ୍କର ମାନ ଓ ସଂମ୍ମାନ ବଢିବ । ତାଙ୍କ ସହିତ ମହାଦେବଙ୍କର ପୁରା ଆଶ୍ରିବାଦ ଅଛି । ବହୁତ ପ୍ରକାରର ଖୁସି ଖବର ,ମିଳିପାରେ । ବ୍ୟବାସାୟରେ ଭଲ ଲାଭ ହେବ । କୌଣସି ଅସୁବିଧା ଦେଖାଯିବ ନାହିଁ । ଆର୍ଥିକ ସମସ୍ୟା ଦୂରେଇଯିବ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କର ଉପରେ ମହାକାଳଙ୍କର ଆଶ୍ରିବାଦ ଅଧିକ ପଡିବ କାରଣ ଏହି ରାଶିର ଲୋକେ ପ୍ରଭୁଙ୍କର ବହୁତ ପ୍ରିୟ ହୋଇଥାନ୍ତି । ଯଦି ଆପଣ କେଉଁ ଚାକିରିରେ ଅଛନ୍ତି ତେବେ ଉଚ ପଦବୀରେ ଥିବା ଲୋକଙ୍କ ଠାରୁ ସହଯୋଗ ମିଳିବ । ବହୁତ ଖୁସିରେ ଦିନ କଟିବ । ଯଦି କୌଣସି ନୂଆ ଜିନିଷ ଆପଣ ଖୋଜୁଛନ୍ତି ତେବେ ନିଶ୍ଚିନ୍ତ ମିଳିଯିବ । ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଆଉ କିଛି ଦିନ ଭିତରେ ବାହା ହୋଇପାରନ୍ତି ।

ତୁଳା ରାଶି

ଏହିରାଶିରେ ହେଉଥିବା ସମସ୍ୟା ଏବେ ଦୂରେଇଯିବ ଓ ଊର୍ଣ୍ଣତି ଆଡକୁ ଅଗ୍ରଗତି କରିବେ । ଯଦି ଆପଣ ଶେୟାର ମାରକେଟରେ ଟଙ୍କା ଲଗାଇଛନ୍ତି ତେବେ ସେଇଟା ଖୁବ ଶୀଘ୍ର ଦୁଇ ଗୁଣ ହୋଇ ଫେରିବାର ସମ୍ଭବନା ଅଛି । ବିଦ୍ୟାର୍ଥୀ ମାନଙ୍କର ଭଲ ବିଦ୍ୟା ହେବ ଓ ସେମାନେ ଭଲ ପାଠ ପଢିବେ । ମହାଦେବଙ୍କର କୃପା ଆପଣଙ୍କର ଉପରେ ଅଛି ତେଣୁ କରି ଯେଉଁ କାର୍ଯ୍ୟ କରୁଛନ୍ତି ସେହି କାର୍ଯ୍ୟ କରିବା ପୂର୍ବରୁ ମହାଦେବଙ୍କୁ ସ୍ମରଣ କରନ୍ତୁ ତେବେ ଯାଇ କାର୍ଯ୍ୟ ରେ ସଫଳତା ହାସଲ କରିବେ । ଆପଣ ମାନଙ୍କୁ ଏବେ ପ୍ରଚୁର ଧନ ପ୍ରାପ୍ତି ହେବାର ସୁଯୋଗ ଅଛି । ଯଦି ଆପଣ କେଉଁ ଜାଗାରେ ଚାକିରି କରିଛନ୍ତି ତେବେ ସେଠାରେ ଆପଣଙ୍କର ଊର୍ଣ୍ଣତି ହେବ ।

ମେଷ ରାଶି

ଆପଣଙ୍କ ଜୀବନରେ ଯେକୌଣସି ଅସୁବିଧା ହେଉଛି ଏବେ ଦୂରେଇଯିବ । ସାମାଜିକ କାର୍ଯ୍ୟ ଓ ରାଜନୈତିକ କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିବେ । ନିଜର ବ୍ୟବସାୟରେ ଆମଦାନୀ ବଢିବାର ଲାଗିବ । କୋଟ କଚେରୀ ମାମଲାରେ ଆପଣଙ୍କର ଜିତ ହେବ । ବିଭାହୀତ ଜୀବନ ବହତ ଭଲରେ କଟିବ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ତେବେ ବହୁତ ଭଲ ସମୟ ଅଛି ଏବେ ଆପଣ ନିର୍ଭୟରେ ଆରମ୍ଭ କରି ପାରିବେ ।

ମିଥୁନ ରାଶି

ଆପଣଙ୍କର ଆସୁଥିବା ସବୁ ଅସୁବିଧାକୁ ମହାଦେବ ଦୂରେଇ ଦେବେ । ଆପଣ ବହୁତ ଶୀଘ୍ର ଏହି ସମୟରେ ଉପରକୁ ଉଠିବେ । ନିଜର ଥିବା ଶତ୍ରୁ ଏବେ ନାସ ହେବେ। କୌଣସି ଜିନିଷ ହେବା ଫଳରେ ବହୁତ ଶାନ୍ତି ଅନୁଭବ କରିବେ । ନିଜ ପରିବାରରେ ବହୁତ ଖୁସି ରହିବ । ବ୍ୟବସାୟରେ ଭଲ ଲାଭ ହେବ ଓ କିଛି ଜିନିଷ ବଢାଇ ପାରିବେ । ଜୀବନ ସାଥିଙ୍କ ସହ ଭଲରେ ସମୟ କଟିବ । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।