ନମସ୍କାର ବନ୍ଧୁଗଣ । ଆଜି ସକାଳୁ ଘଟି ଯାଇଛି ଭୟଙ୍କର ଦୁର୍ଘଟଣା । ରାସ୍ତା ପାର ହେବା ସମୟ ରେ ହଠାତ ଏକ ଟ୍ରକ ଆସି ଦନ୍ତା ହାତୀ କୁ ଧକ୍କା ଦେବା ସହ ହାତୀ ଉପରେ ଚଢିଗଲା । ତେବେ ଘଟଣା ସ୍ଥଳରେ ଛଟପଟ ହୋଇ ଟ୍ରକ ଧକ୍କା ରେ ଦନ୍ତା ହାତୀ ର ମୃତ୍ୟୁ ଘଟିଛି । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି କି ଟ୍ରକ ଧକ୍କା କରିବା ପରେ ମଧ୍ୟ ଦନ୍ତା ହାତୀ ର ମୃତ୍ୟୁ ହୋଇଛି । ହେଲେ ଟ୍ରକ ର ଏତେ କିଛି କ୍ଷତି ହୋଇ ନାହିଁ ।
ଦ୍ରୁତ ଗତି ରେ ଆସୁଥିବା ଟ୍ରକ ଟି ଡନ୍ତା ହାତୀ କୁ ଧକ୍କା ଦେବାରୁ ଦନ୍ତା ହାତୀ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ 49 ନମ୍ବର ଜାତୀୟ ରାଜପଥ କଣ୍ଟା ବାହଳ ନିକଟରେ । ଦ୍ରୁତଗାମୀ ଟ୍ରକ ଧକ୍କା ରେ ଏକ ଦନ୍ତା ହାତୀ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ କୁ ଅଟକ ରଖିଛନ୍ତି ।
ହାତୀ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଘଟି ଯାଇଛି ଏଭଳି ଦୁର୍ଘଟଣା । ସୂଚନା ଅନୁଯାୟୀ 49 ନମ୍ବର ଜାତୀୟ ରାଜପଥ ରେ ଟ୍ରକ ଟି ଆଇରନ ବୋଝେଇ କରି ବାଲଲହଡା ଅଭିମୁଖେ ସେହି ସମୟରେ ଦନ୍ତା ହାତୀ ଟି ରାସ୍ତା ପାର ହେଉ ଥିବାରୁ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲା । ଆଉ ଦୁର୍ଘଟଣା ଏତେ ଜୋର ରେ ହୋଇଥିଲା ଯେ ଟ୍ରକ ଧକ୍କା ପରେ ଦନ୍ତା ହାତୀ ର ମୃତ୍ୟୁ ହୋଇଗଲା ।
ଦୁର୍ଘଟଣା ପରେ ହାତୀ ଟି ରାସ୍ତା କଡ କୁ ଛିଟିକି ପଡିଥିଲା । କିଛି ସମୟ ପରେ ଦନ୍ତା ହାତୀ ଟି ଛିଡା ହୋଇ କିଛି ବାଟ ଚାଲିଥିଲା କିନ୍ତୁ ବିଲ ମଝି କୁ ଖସି ପଡିଥିଲା । ଆଉ ଏହା ଦେଖି ସ୍ଥାନୀୟ ଲୋକେ ହାତୀ ପାଖକୁ ଯାଇ ସ୍ଥିତି ପରଖୁଥିବା ବେଳେ ହାତୀ ର ମୃତ୍ୟୁ ହୋଇଛି ବୋଲି ଅନୁମାନ କରା ଯାଇଛି ।
ତେବେ ବନ କର୍ମଚାରୀ ଙ୍କ ଅବହେଳା କାରଣରୁ ଦନ୍ତା ହାତୀ ର ଅକାଳ ବିୟୋଗ ହୋଇଥିବା ଅଭିଯୋଗ ହୋଇଛି । ତେବେ ବନ୍ୟା କର୍ମଚାରୀ ମାନେ ଏଭଳି ଖୋଲା ଖୋଲି ବନ୍ୟ ପ୍ରାଣୀ ମାନଙ୍କୁ ରାସ୍ତା ରେ ଛାଡି ଦେଉ ଥିବାରୁ ଏଭଳି ସଡକ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହେଉଛି । ତେବେ ଏହି ଦୁର୍ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।