ମୁଁ କାନ୍ଦିଲେ ମୋ ବଡବାପାଙ୍କୁ କଷ୍ଟ ହୁଏ, ମୋ ଦୁଃଖ ଦେଖିଲେ ତାଙ୍କ ଆଖିରୁ ବି ଲୁହ ଚାଲି ଆସେ..ସେଥିପାଇଁ ତାଙ୍କୁ ମିଛ କୁହେ.. Anubhav Mohanty ।

ମୋ କଷ୍ଟ ସେ ସହିପାରୁ ନ ଥିଲେ । ମୋତେ ଭାରି ଭଲ ପାଉଥିଲେ । ମୋ ମିଛରେ ଖୁସି ହେଉଥିଲେ ସତ ଦେଖିବାକୁ ଏବେ ଆଉ ନାହାନ୍ତି । ହଁ ଦର୍ଶକ ବନ୍ଧୁ ଏମିତି କିଛି କଥା କହିଛନ୍ତି କାନ୍ଦି ପକାଇଛନ୍ତି ସାଂସଦ ଅନୁଭବ ମହାନ୍ତି । ତେବେ ଏଠାରେ ଅନୁଭବ ନିଜର ବଡବାପା ଙ୍କ କଥାକୁ କହି କାନ୍ଦି ପକାଇଛନ୍ତି । କାରଣ ଯେବେ ଅନୁଭବ ଓ ବର୍ଷା ଙ୍କର ପାରିବାରିକ ବିବାଦ ଆରମ୍ଭ ହେଲା । ସେତେବେଳେ ଅନୁଭବ ଦୁଃଖ ରେ ଭାଙ୍ଗି ପଡିଥିଲେ ।

ଆଉ ତାଙ୍କର ଏହି ଦୁଃଖ କୁ ସହିପାରୁ ନ ଥିଲେ ତାଙ୍କ ବଡବାପା । କାରଣ ଅନୁଭବ ଙ୍କ କହିବା ଅନୁସାରେ “ଆମ ଘରେ ଯାହାର ବି ବାହାଘର ହୁଏ ସବୁ ଭାଇ ଭଉଣୀ ଙ୍କ ବାହାଘରରେ ବଡବାପା କର୍ତ୍ତା ଥିଲେ । ଆମ ଘରୁ ଯେଉଁ ନିମନ୍ତ୍ରଣ ମଧ୍ୟ ଯାଏ ତାଙ୍କ ତରଫରୁ ଓ ବଡ ମା ତରଫରୁ ଯାଏ । ସିଏ ଆମ ଘରର କୌଣସି କାମ ହେଉ କି ମଝିଆ ବଡବାପାଙ୍କର ହେଉ ଯାହାର ବି ହେଉ ନା କାହିଁକି ।

ତାଙ୍କ ବଡବାପା ଘରର ମୁରବି ଥିଲେ କର୍ତ୍ତା ଥିଲେ । ଘରେ ଯାହାର ବି ବାହାଘର ହୁଏ ସେ ହିଁ ମୁଖ୍ୟ କର୍ତ୍ତା ଭାବେ ସବୁ କାମ କ୍ରାନ୍ତି । ଯେବେ ବଡବାପା ମୋତେ କଷ୍ଟରେ ଦେଖନ୍ତି ଓ ଆମେ ଘରେ ନ ଥାଇ ବାହାରେ ସବୁ ରହିଥିଲୁ ସେତେବେଳକୁ ମୋ ବଡ ମା ଙ୍କୁ କିଛି ଏମିତି କଥା କହିଥିଲେ । ଆମେ ମିଛ ସତ କହି ତାଙ୍କୁ ମନାଇ ଥାଉ” । ଆଉ ଅନୁଭବ ଙ୍କ ବାହାଘର ମଧ୍ୟ ବର୍ଷା ଙ୍କ ସହ ତାଙ୍କ ବଡବାପା କରାଇ ଥିଲେ ମୁଖ୍ୟ କର୍ତ୍ତା ଭାବେ ।

କିନ୍ତୁ ଯେବେ ଦୁହିଙ୍କର ବିବାଦ ଆରମ୍ଭ ହେଲା ଓ କୋର୍ଟ ରେ କେସ ଆରମ୍ଭ ହେଲା ସେତେବେଳେ ବଡବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା । ସେହି ସମୟରେ ଅନୁଭବ ନିଜ ବଦନାପ ଙ୍କୁ ମିଛ ସତ କହୁଥିଲେ ଯେମିତି ସେ ଦୁଃଖ ରେ ନ ରୁହନ୍ତୁ । ଆଉ ଶେଷ ସମୟରେ ଅନୁଭବ ଙ୍କ ବଡବାପା କୁଆଡେ କହିଥିଲେ ମୁଁ ମୋ ପୁଅ ଅନୁଭବ କୁ ଚାହିଁଥିଲେ ଏ ନର୍କ କୁ ଠେଲି ଦେବାରୁ ବଞ୍ଚାଇ ପାରିଥାନ୍ତି କିନ୍ତୁ ମୁଁ ନିଜେ ନର୍କ କୁ ଠେଲି ଦେଇଛି ।

ଅନୁଭବଙ୍କୁ ଦୁଃଖରେ ଦେଖି ବଡବାପା ବହୁତ କଷ୍ଟ ଅନୁଭବ କରୁଥିଲେ । ତେବେ ଏଠାରେ କହି ରଖୁଛୁ କୁ ଯେବେ ଅନୁଭବ ଙ୍କ ବଡବାପା ତାଙ୍କର ଖୁସି ଦେଖିବାକୁ ଚାହୁଁ ଥିଲେ ସେତେବେଳେ କୁଆଡେ ଅନୁଭବ ମିଛ କହି ବୁଝାଇ ଦେଉଥିଲେ । ଆଉ ଆଜି ଯେବେ ସତ ଘଟଣା ଘଟିଛି ଆଉ ସତ କଥା କହିବାକୁ ଅନୁଭବ ସାହସ ଜୁଟାଇଛନ୍ତି ଏହା ଦେଖିବାକୁ କି ଶୁଣିବାକୁ ଆଉ ତାଙ୍କ ବଡବାପା ତାଙ୍କ ପାଖରେ ନାହାନ୍ତି । କାରଣ ଅନୁଭବ ଙ୍କ ବଡବାପା ସବୁ ଦିନ ଅଫେରା ରାଇଜ କୁ ଚାଲି ଯାଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।