କେଉଁ ରାଜ୍ୟ ସବୁଠାରୁ ଅଧିକ ଦାନ କରିଲା ? ଆଗରୁ ହୁଏ ତ ଏମିତି କେହି ଦାନ କରି ନ ଥିବେ । ଦାନରେ ପହଞ୍ଚିଲାଣି ହଜାର ହଜାର କୋଟି ଟଙ୍କା । ହଁ ଦର୍ଶକ ବନ୍ଧୁ ଆସନ୍ତା 22 ତାରିଖ ରେ ରାମ ମଦିର ପ୍ରତିଷ୍ଠା ଉଶ୍ଚବ ହେବାକୁ ଯାଉଥିବା ବେଳେ ଦିନ ଯେତେ ପାଖେଇ ପାଖେଇ ଆସୁଛି ଲୋକଙ୍କ ମନରେ ସେତିକି ଉଶ୍ଚାହ ଭରି ରହିଛି । ଏମିତିକି ଲୋକ ମାନେ ଏତେ ଦାନ କରିବାରେ ଲାଗିଛନ୍ତି ଯାହାକି ସେହି ରାଜ୍ୟ ଏବେ ପ୍ରଥମ ସ୍ଥାନରେ ରହିଛି ।
ସତେ ଯେମିତି ରାମ ମନ୍ଦିର ପାଲଟିଯିବ ସୁନାର ମନ୍ଦିର । କାରଣ ସବୁ ଦ୍ଵାରରେ ଲଗା ଯାଉଛି ସୁନାର କବାଟ । ବିଭିନ୍ନ ପ୍ରକାରର ଅଳଙ୍କାର ରେ ସଜେଇ ହେଉଛି ରାମ ମନ୍ଦିର । ଏଥିରୁ ସ୍ପଷ୍ଟ ହେଉଛି ପ୍ରଭୁ ରାମଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ନେଇ ଭକ୍ତ ମାନେ ବେଶ ଖୁସି ଅଛନ୍ତି । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ରହିଛି ରାମ ମନ୍ଦିର ଯେଉଁଠି ପ୍ରତିଷ୍ଠା ପାଇବେ ପ୍ରଭୁ ଶ୍ରୀରାମ । ଆଉ ଏହି ମନ୍ଦିରକୁ ଦାନ କରିବାରେ ପ୍ରଥମରେ ରହିଛି ଆଉ ଗୋଟେ ରାଜ୍ୟ ।
ଗୁଜୁରାଟ ର ଲୋକେ ଯେଉଁ ଭଳି ଭାବେ ଦାନ କରିଛନ୍ତି ସବୁ ରାଜ୍ୟ ଠାରୁ ସେମାନେ ଆଗରେ ରହିଛନ୍ତି । ଗୁଜୁରାଟ ର ଲୋକେ ହସ୍ତ ଖୋଲା କରି ଦାନ କରିଛନ୍ତି । କିଛି ଲୋକ ଏମିତି ଦାନ କରିଛନ୍ତି ଯାହା ରେକର୍ଡ ସୃଷ୍ଟି କରିଛି । ଉଠାରୁ ଅଧିକା ଦାନ କରିଛନ୍ତି ଯାହାକି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆ ଯାଇଛି । ସବୁ ରାଜ୍ୟ ଅପେକ୍ଷା ରାମ ମନ୍ଦିରକୁ ଦାନ ଦେବା ପଛରେ ପ୍ରଥମ ସ୍ଥାନରେ ରହିଛି ଗୁଜୁରାଟ ।
ଯେଉଁ ଠାରୁ ଆସିଛି କୋଟି କୋଟି ଟଙ୍କାର ଦାନ । ସୂଚନା ଅନୁଯାୟୀ ରାମ ମନ୍ଦିରକୁ 5500 କୋଟି ଟଙ୍କାରୁ ଊର୍ଦ୍ଧ ଟଙ୍କାର ଦାନ ମିଳିଛି । ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁ ମାନେ ହାତ ଖୋଲି ଦାନ କରୁଛନ୍ତି । ଯେବେ ରାମ ମନ୍ଦିର ପାଇଁ ଶିଳାନ୍ୟାସ ରଖାଗଲା ସେତେବେଳେ କେହି ବି ଭାବି ନ ଥିଲେ ଏତେ ପରିମାଣ ରେ ଦାନ ମିଳିଯିବ । ଆଉ ସେହି ଟଙ୍କା ରେ ରାମ ମନ୍ଦିରର ପ୍ରଥମ ମହଲା ର ନିର୍ମାଣ ହୋଇଯିବ ।
ତେବେ ଶ୍ରୀରାମ ଜନ୍ମ ଭୂମି କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏଭଳି ସୂଚନା ମିଳିଛି । ପୂର୍ବରୁ ଦେଶର 1100 କୋଟି ଲୋକଙ୍କ ଠାରୁ 900 କୋଟି ଟଙ୍କା ଲକ୍ଷ କରା ଯାଇଥିଲା । କିନ୍ତୁ ସମୟ ବିତିବା ସହ ଏବେ ଲୋକଙ୍କ ଠାରୁ 5500 କୋଟି ଟଙ୍କାର ଦାନ ମିଳିଛି । ଆଉ ଏହି ଦାନ କରିବାରେ ଯେଉଁ ରାଜ୍ୟ ସବୁଠାରୁ ଆଗରେ ରହିଛି ସେ ହେଉଛି ଗୁଜୁରାଟ ରାଜ୍ୟ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।