ରାମ ମନ୍ଦିରକୁ ଦାନ ଦେଇ କଲେ ରେକର୍ଡ… ଏହି 2 ଜଣ ଦେଲେ ସବୁଠାରୁ ଅଧିକ ଦାନ…

ରାମ ମନ୍ଦିରକୁ ଦାନ ଦେଇ କରିଲେ ରେକର୍ଡ । 2 ଜଣ ଦେଲେ ସବୁଠାରୁ ଅଧିକ ଦାନ । ହଁ ଦର୍ଶକ ବନ୍ଧୁ ଜାନୁଆରୀ 22 ରେ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର । ଲୋକେ ଏହି ମନ୍ଦିରକୁ ଏବେ କୋଟି କୋଟି ଟଙ୍କା ଦାନ କରୁଛନ୍ତି । କିଛି ଲୋକ ଭଗବାନ ରାମଙ୍କ ପାଦ ତଳେ ନିଜକୁ ସମର୍ପଣ ମଧ୍ୟ କରି ସାରିଛନ୍ତି । ଆଉ ଏଭଳି ଭାରତର 2 ଜଣ ଏମିତି ରହିଛନ୍ତି ଯେଉଁ ମାନେ ସବୁଠାରୁ ଅଧିକ ଦାନ କରିଛନ୍ତି ରାମ ମନ୍ଦିରକୁ ।

ରାମ ମନ୍ଦିରର ଟ୍ରଷ୍ଟ ର ସୂଚନା ଅନୁଯାୟୀ ଯେତେ ଜଣ ଦାନ ଦେଇଛନ୍ତି ଏହି 2 ଜଣ ଅଧିକା ଦାନ ଦେଇ ରେକର୍ଡ କରିଛନ୍ତି । ଲକ୍ଷ ଲକ୍ଷ ନୁହେଁ ଅତି କୋଟି କୋଟି ଟଙ୍କା ଦାନ କରିଛନ୍ତି ଏହି 2 ଜଣ ମହାନ ବ୍ୟକ୍ତି । ଏମିତି ଦାନ କରିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ମନ୍ଦିର ଆରମ୍ଭ ହେବା ପରେ ଶିଳାନ୍ୟାସରୁ ଆକଳନ କରାଯାଇଥିଲା ଯେ 1100 କୋଟି ଲୋକଙ୍କ ଠାରୁ ଠାରୁ 900 କୋଟି ଟଙ୍କା ଦାନ ଆସିବ ।

ଯାହାକି ମନ୍ଦିର ଟ୍ରଷ୍ଟ ଆକଳନ କରିଥିଲା । କିନ୍ତୁ ହରତର ଲୋକେ ଏ ଯାଏଁ 5500 କୋଟି ଟଙ୍କା ଦାନ କରି ସାରିଲେଣି । ତେବେ କୁହାଯାଉଛି ମନ୍ଦିର କାମ ସଂପୂର୍ଣ୍ଣ ହେବା ପରେ ମଧ୍ୟ ମିଳିଥିବା ଏହି ସୁଧ ଟଙ୍କାରେ ବଳକା କାର୍ଯ୍ୟ ହୋଇଯିବ । ତେବେ ଅନୁମାନ କରି ହେଉଛି କେତେ ଟଙ୍କା ଦାନ ଆସିଛି । ଦାନ ଭିତରେ ଯେଉଁ 2 ଜଣ ରେକର୍ଡ କରିଛନ୍ତି ଓ ସବୁଠାରୁ ଅଧିକା ଦାନ କରିଛନ୍ତି ସେହି ଭିତରେ ମୋରାଲି ବାବୁ ସବୁଠାରୁ ଅଧିକା ଦାନ କରିଛନ୍ତି ।

ଯିଏ କି ଗୁଜୁରାଟ ର ଲୋକ ଅଟନ୍ତି । ମୋରାଲି ବାବୁ 11 କୋଟି 30 ଲକ୍ଷ ଟଙ୍କା ଦାନ କରିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଖାଲି ଏତିକି ନୁହେଁ ବରଂ ବିଦେଶରେ ରହୁଥିବା ତାଙ୍କ ଅନୁଗାମୀ ମଧ୍ୟ 8 କୋଟି ରୁ ଉର୍ଦ୍ଧ ଟଙ୍କା ଦାନ କରିଛନ୍ତି । ମୋରାଲି ବାବୁଙ୍କ ପରେ ଆଉ ଜଣେ ବ୍ୟାପାରୀ ଯିଏ କୁ ଜଣେ ହୀରା ବେପାରୀ ଅଟନ୍ତି । ଗୁଜୁରାଟ ର ହୀରା ବେପାରୀ ଗୋବିନ୍ଦ ଭାଇ ଢୋଲକିଆ ଯିଏ କି 11 କୋଟି ଟଙ୍କା ଦାନ କରିଛନ୍ତି ।

ଭାରତରେ ରାମ ମନ୍ଦିର କୁ ସବୁଠାରୁ ଅଧିକ ଦାନ କରିଥିବା ମଧ୍ୟରେ ଏହି 2 ଜଣ ବଦାନ୍ୟ ବ୍ୟକ୍ତି ଙ୍କ ନାମ ସାମିଲ ଅଛି । ଯାହା କି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହା ଯାଇଛି । ରାମ ମନ୍ଦିର ଆରମ୍ଭ ହେବା ପର୍ଜ୍ଯାୟ ରେ ଏହି ଦୁଇ ଜଣ ବ୍ୟକ୍ତି 11 କୋଟି ଟଙ୍କା ଦାନ କରିଥିଲେ । ଏହି 2 ଜଣ ରହିଛନ୍ତି ଭାରତର ସବୁଠୁ ଅଧିକା ଦାନ ଦେଇଥିବା ବ୍ୟକ୍ତି । ଏ ଯାଏଁ 5500 କୋଟି ଟଙ୍କା ଦାନ ମିଳିକି ରାମ ମନ୍ଦିର କୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।