Health Tips: ଯେତେ ପୁରୁଣା ଡାଇବେଟିସ ହେଲେବି 15 ଦିନରେ କଣ୍ଟ୍ରୋଲ ହେଇଯିବ, ସକାଳୁ କେବଳ ଅଧ ଚାମଚ ଖାଇ ଦେଖନ୍ତୁ ଏହି ଚମତ୍କାରୀ ଉପଚାର

ଜୀବନଶୈଳୀ ଓ ଖାଦ୍ଯାଭ୍ଯାସରେ ପରିବର୍ତ୍ତନ ଯୋଗୁଁ ଅବା ବଂଶାନୁଗତ କାରଣରୁ ଆମକୁ ଡାଇବେଟିସ ହେବାର ସମ୍ଭାବନା ରହିଥାଏ । ଯେଉଁଥି ପାଇଁ ଆଜିର ସମୟରେ ଅନେକ ଲୋକ ଡାଇବେଟିସରେ ସଂକ୍ରମିତ ହେବାର ଦେଖିବାକୁ ମିଳୁଛି । ଡାଇବେଟିସକୁ ନିୟନ୍ତ୍ରଣରେ ନ ରଖିବା ଦ୍ଵାରା ଅନେକ ରୋଗରେ ପୀଡିତ ହେବାର ଆଶଙ୍କା ରହିଥାଏ । ଆପଣଙ୍କୁ ଡାଇବେଟିସକୁ ଏକାଥରକେ ଭଲ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ଘରୋଇନ ଉପଚାର । ଏହାର ସେବନ କରି ଦେଖନ୍ତୁ ଡାଇବେଟିସ ଏକାଥରେ ଗାୟବ ହୋଇଯିବ ।

ଆପଣ ଏହି ଉପଚାରକୁ ପ୍ରସ୍ତୁତ କରି ବହୁତ ସମୟ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ୧୦୦ ଗ୍ରାମ ଆମଲା ଚୂର୍ଣ୍ଣ । ଏହାକୁ ଆପଣ ବଜାରରୁ ସିଧା କିଣିପାରିବେ କିମ୍ବା ଶୁଖିଲା ଅଅଁଳା ଆଣି ସେଥିରୁ ଗୁଣ୍ଡ ପ୍ରସ୍ତୁତ କରିପାରିବେ । ଏହାପରେ ଦରକାର ହେବ ୪୦ ଗ୍ରାମ ମେଥି, ୪୦ ଗ୍ରାମ କଳାଜୀରା । ମେଥି ଓ କଳାଜୀରା ଆପଣଙ୍କୁ ଯେକୌଣସି ତେଜରାତି ଦୋକାନରୁ ସହଜରେ ମିଳିଯିବ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ହଳଦୀ ଗୁଣ୍ଡ । ଆପଣ ଖଣ୍ଡ ହଳଦୀ ମାର୍କେଟରୁ କିଣି ଆଣନ୍ତୁ ଓ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଆପଣଙ୍କୁ ୪୦ ଗ୍ରାମ ହଳଦୀର ଆବଶ୍ୟକତା ହେବ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ତେଜପତ୍ର । ଏହା ମଧ୍ୟ ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ୨୦ ଗ୍ରାମ ତେଜପତ୍ର ।

ଏହାପରେ ଶେଷ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ୫ରୁ ୬ଟି ଲବଙ୍ଗ । ଏବେ ଆପଣ ଉପଚାର ପ୍ରସ୍ତୁତ କରିବା ପାଇଁ ଏହି ସମସ୍ତ ସାମଗ୍ରୀକୁ ଅଲଗା ଅଲଗା ଗ୍ରାଇଣ୍ଡିଙ୍ଗ କରି ଅଲଗା ଅଲଗା ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏସବୁକୁ ଏକାଠି ମିଶାଇ ଦିଅନ୍ତୁ । ଏବେ ଡାଇବେଟିସ ଭଲ କରିବା ପାଇଁ ଆପଣଙ୍କ ଘରୋଇ ଉପଚାର ବନି ପ୍ରସ୍ତୁତ ହୋଇଗଲା । ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହା ବହୁ ପରୀକ୍ଷିତ ଚମତ୍କାରୀ ଆୟୁର୍ବେଦିକ ଘରୋଇ ଉପଚାର ଅଟେ ।

ଏଥିରୁ ଆପଣଙ୍କ ଶରୀରକୁ କୌଣସି କ୍ଷତି ପହଞ୍ଚି ନଥାଏ ବରଂ ଲାଭ ହିଁ ଲାଭ ମିଳିଥାଏ । ଏବେ ଚାଲନ୍ତୁ ଜାଣିବା ଏହି ଉପଚାରକୁ ଆପଣ କିପରି ସେବନ କରିବେ । ମଧୁମେହ ବା ଦାଇବେଟିସ ରୋଗୀମାନେ ସକାଳେ ଓ ସନ୍ଧ୍ୟା ସମୟରେ ଏହି ଚୂର୍ଣ୍ଣରୁ ଅଧାଚାମୁଚ ଲେଖାଏଁ ଏକ ଗ୍ଳାସ ସାଧା ପାଣିରେ ମିଶାଇ ସେବନ କରନ୍ତୁ ।

ଖାଇବାର ଠିକ ଅଧଘଣ୍ଟା ପୂର୍ବରୁ ଏହି ଉପାୟରେ ଦିନକୁ ଦୁଇଥର ସେବନ କରିବାକୁ ହେବ । ଦେଖିବେ ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଡାଇବେଟିସ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇଯିବ । ଏହି ଉପଚାର ଦ୍ଵାରା ଇନସୁଲିନ ଉପରେ ନିର୍ଭର କରୁଥିବା ଡାଇବେଟିସ ରୋଗୀଙ୍କ ଡାଇବେଟିସ ମଧ୍ୟ କଣ୍ଟ୍ରୋଲ ହୋଇଯିବ ।

ଯଦି କାହାକୁ ପରିବାରରେ ଡାଇବେଟିସ ହୋଇଛି କିମ୍ବା ଡାଇବେଟିସ ହେବାର ଆଶଙ୍କା ରହିଛି ସେମାନେ ଏହାକୁ ସେବନ କରିପାରିବେ । ଏହି ଉପଚାର ଦ୍ଵାରା ଜୀବନରେ କେବେ ଡାଇବେଟିସ ହେବନାହିଁ ଏବଂ ଯଦି ଡାଇବେଟିସ ହୋଇଛି ତେବେ ତାହା ସଂପୂର୍ଣ୍ଣ ଭଲ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।