କିଣିଲେ କଳା, ଜାଳିଲେ ନାଲି, ଫିଙ୍ଗିଲେ ଧଳା, କୁହନ୍ତୁ ତାହା କଣ ? ଏହା ସହ ଆହୁରି 15 Interesting GK ପ୍ରଶ୍ନୋତ୍ତର

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ରୋଗ ନଥିଲେ ବି ମୁଁ ବଟିକା ଖାଇଥାଏ, ମୋ କଥା ଶୁଣି ଛୁଆ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ଡରିଯାନ୍ତି ?

ଉ: ବନ୍ଧୁକ

୨- ବନେଇ ଥିବା ଲୋକ ତ’ର ଉପଯୋଗ କରି ନଥାଏ, ଉପଯୋଗ କରିଥିବା ଲୋକ ତାକୁ ଦେଖି ନଥାଏ ଆଉ ଦେଖିବା ଲୋକ ତାକୁ ପସନ୍ଦ କରିଥାଏ, ତାହା କଣ ?

ଉ: କଫନ

୩- ପଢିବା ଲେଖିବାରେ ମୁଁ କାମ ଆସିଥାଏ, ପେଁ ନୁହେଁ କି କାଗଜ ନୁହେଁ ବୁଝ ମୋର ନାମ, ତାହା କଣ ?

ଉ: ଚଷମା

୪- ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଅଧିକ ଟାଣିବ ସେ ସେତେ ଅଧିକ କମି ଯାଇଥାଏ ?

ଉ: ସିଗାରେଟ

୫- ଯେତେ ଅଧିକ ଲଗେଇ ଥାଉ ସେତେବେ ଅଧିକ କମିଥାଏ, ସବୁ ରଙ୍ଗ ନୀଳ ହଳଦିଆ ପାଣି ମିଶିଥାଏ, ତାହା କଣ ?

ଉ: ସାବୁନ

୬- ଗୋଟିଏ ଗୁମ୍ଫାର ଦୁଇଟି ଚୌକିଦାର ଗୋଟିଏ ଧଳା ଆଉ ଗୋଟିଏ କଲା ତାହା କଣ ?

ଉ: ନିଶ

୭- ସାରା ଦୁନିଆରେ ବୁଲିଥାଏ ହେଲେ ମାଟିରେ ପାଦ ଦେଇ ନଥାଏ, ଦିନ ସାରା ଶୋଇଥାଏ ରାତିରେ ଉଠିଥାଏ ତାହା କଣ ?

ଉ: ଜହ୍ନ ଓ ତାରା

୮- ନାଲି ଘୋଡା ରହିଯାଏ, କଲା ଘୋଡା ଦଉଡି ଥାଏ ତାହା କଣ ?

ଉ: ନିଆଁ ଓ ଧୂଆଁ

୯- ଗୋଟିଏ ରାଜାର ଅଦ୍ଭୁତ ରାଣୀ, ଲାଞ୍ଜ ସାହାଯ୍ୟରେ ପିଏ ପାଣି, କୁହନ୍ତୁ ତାହା କଣ ?

ଉ: ଦୀପ

୧୦- ବାପା ନିଜ ଛୁଆକୁ ଗିଫ୍ଟ ଦେଉ କହିଲା ଯେତେବେଳେ ତୋତେ ଭୋକ ଲାଗିବ ଖାଇଦେବୁ। ଯେତେବେଳେ ଶୋଷ ଲାଗିବ ପିଇଦେବୁ ଓ ଥଣ୍ଡା ଲାଗିଲେ ଜଳେଇ ଦେବୁ, କୁହନ୍ତୁ ଗିଫ୍ଟଟି କଣ ?

ଉ: ନଡିଆ

୧୧- ୮ କୁ ୮ ସହ କିପରି ମିଶେଇ ଲେଖିଲେ ଉତ୍ତର ଆସିବ ୧୦୦୦ ?

ଉ: ୮୮୮+ ୮୮+ ୮+ ୮+ ୮= ୧୦୦୦

୧୨- ପାକିସ୍ତାନର ରାଷ୍ଟ୍ରୀୟ ପଶୁର ନାମ କଣ ?

ଉ: ମାରଖୋର

୧୩- କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଏ ?

ଉ: ଇଜିପ୍ଟରେ

୧୪- କାହାର ତିନୋଟି ଆଖି ଅଛି ହେଲେ ସେ ଦେଖିପାରେ ନାହିଁ ?

ଉ: ନଡିଆ

୧୫- କିଣିଲେ କଲା, ଜାଳିଲେ ନାଲି ଓ ଫିଙ୍ଗିଲେ ଧଳା ତାହା କଣ ?

ଉ: କୋଇଲା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ଜିକେ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।