ପୁରୁଷମାନେ ଜାଣି ନ ଥାନ୍ତି ମହିଳାମାନଙ୍କ ଏହିସବୁ ରାଜ, ସମସ୍ତଙ୍କୁ ଲୁଚାଇଥାନ୍ତି ଏହି କଥା, ଜାଣନ୍ତୁ

ମହିଳାମାନଙ୍କ ବିଷୟରେ ଏମିତି କୁହାଯାଏ କି ଏମାନଙ୍କ ପେଟରେ କୌଣସି କଥା ରୁହେ ନାହିଁ । ଏମାନେ କଥାକୁ ବହୁତ ଜଲ୍ଦି ପ୍ରଚାର କରି ଦିଅନ୍ତି । କିନ୍ତୁ ଯେତେବେଳେ କଥା ନିଜ ବିଷୟରେ ଆସେ ତ ସେମାନେ ନିଜର ରହସ୍ୟକୁ ଲୁଚାଇବାରେ ବହୁତ ମାହିର ହୋଇଥାନ୍ତି । ମହିଳାମାନେ ନିଜର ସବୁ କଥା କାହା ସହିତ ବି ଜଲ୍ଦି ଶେୟାର କରନ୍ତି ନାହିଁ ।

ସେଥିପାଇଁ ପୁରୁଷମାନଙ୍କୁ ମହିଳାମାନଙ୍କ ବିଷୟରେ ସେତିକି ହିଁ ଜଣା ଥାଏ ଯେତିକି ତାଙ୍କୁ ମହିଳାମାନଙ୍କ ଠାରୁ କିମ୍ବା ଅନ୍ୟ କେଉଁ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ମହିଳାମାନଙ୍କର ସେହି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ସବୁ ମହିଳା ନିଜର ସ୍ଵାମୀ ଓ ଦ୍ଵିତୀୟ ବ୍ୟକ୍ତିଙ୍କ ଠାରୁ ଲୁଚାଇ ଥାନ୍ତି ।

·    କେତେ ଥର ମହିଳାମାନଙ୍କୁ ଦ୍ଵିତୀୟ ମହିଳା ବି ପସନ୍ଦ ଆସିଥାଏ । କହିବାକୁ ଗଲେ ଏହାକୁ ଆମର ଭାରତୀୟ ସମାଜରେ ଭୁଲ ବୁଝାଯାଏ । କିନ୍ତୁ ଏହା ସତ୍ୟ ଅଟେ ।

·    କହିବାକୁ ଗଲେ ଏକ ସର୍ବେରେ ସାମ୍ନାକୁ ଆସିଛି କି ଏମିତି ମହିଳାମାନେ ଯେଉଁମାନଙ୍କର ବ୍ରେକଅପ ହୋଇ ଯାଇଛି ସେମାନେ ନିଜ ବୟଫ୍ରେଣ୍ଡ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି କି ସେମାନେ କଣ କରୁଛନ୍ତି । କାହା ସହିତ ଅଛନ୍ତି । ସେ ତାଙ୍କର କଥାବାର୍ତ୍ତା ଓ ସମସ୍ତ ପ୍ରକାରର ଆକ୍ଟିଭିଟି ଉପରେ ବି ନଜର ରଖିଥାନ୍ତି । ସେମାନେ ଅନ୍ୟ କେଉଁ ମହିଳା ସହ ଅଛନ୍ତି ନା ନାହିଁ ।

·    ପୁରୁଷମାନଙ୍କ ଭଳି ମହିଳାମାନେ ବି ଖରାପ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ସେମାନେ ଏହାକୁ ସ୍ଵୀକାର କରନ୍ତି ନାହିଁ ।

·    ଯେତେବେଳେ ମହିଳାମାନେ ଏକୁଟିଆ ରହିଥାନ୍ତି ତେବେ ସେମାନେ ସବୁ ପ୍ରକାରର କାମ କରନ୍ତି ଯାହା ସମସ୍ତଙ୍କ ସାମ୍ନାରେ ସେମାନେ କରି ପାରନ୍ତି ନାହିଁ । ଯେମିତି କି ନାଚିବା, ଗୀତ ଗାଇବା, ଅଜବ ପ୍ରକାରର ନିଜର ଫଟୋ ଉଠାଇବା, ମେକଅପ କରିବା ଭଳି ଅନ୍ୟ କେତେକ କାମ କରିଥାନ୍ତି ।

·    ମହିଳାମାନଙ୍କୁ ସବୁବେଳେ ଲାଗିଥାଏ କି ତାଙ୍କର ପାର୍ଟନର ତାଙ୍କୁ କିଛି ଲୁଚାଉଛି । ସେଥିପାଇଁ କେତେ ଥର ସେମାନେ ନିଜ ପାର୍ଟନର ଉପରେ ବି ନଜର ରଖିଥାନ୍ତି ।

କହିବାକୁ ଗଲେ ଉପରୋକ୍ତ ସବୁ କଥାକୁ ପ୍ରାୟତଃ ସବୁ ମହିଳାମାନେ ନିଜ ମନରେ ରଖିଥାନ୍ତି । କାହାକୁ ବି ସେମାନେ ଏହି ବିଷୟରେ କୁହନ୍ତି ନାହିଁ । ଖାସକରି ନିଜ ସ୍ଵାମୀଙ୍କୁ କିମ୍ବା ଅନ୍ୟ ଯେ କୌଣସି ବ୍ୟକ୍ତିଙ୍କ ସହିତ ବି ସେମାନେ ଏହି ସବୁ କଥା କେବେ ବି ଶେୟାର କରନ୍ତି ନାହିଁ ।