‘ସମୁଦ୍ର ଡାକିନେଲା ମୋ ବାପାଙ୍କୁ’ ବାପାକୁ ହରାଇ କୋହ ସମ୍ଭାଳି ପାରୁନି କୁନି ପୁଅ, ବାହୁନି କାନ୍ଦୁଛି ବୁଢୀ ମା’, ଥରେ ଦେଖନ୍ତୁ ଏହି Video ଆପଣ ବି କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିଭଳି ଜଣେ ବୁଢୀ ମା କାନ୍ଦି କରି ଗଡି ଯାଉଛନ୍ତି । ଗୋଟେ ଛୋଟ ପୁଅ ନିଜ ବାପା ବିଷୟରେ କିଛି କହୁଛି । ତେବେ ଏହି ଘଟଣା ଟି ଘଟିଛି ପୁରୀ ରେ । କୁନି ପୁଅର କହିବା ଅନୁଯାୟୀ ତା ବାପା ଡାକ୍ତର ଙ୍କୁ ଦେଖି ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ର ମୋବାଇଲରେ କରୁଥିଲେ । ଏହା ପରେ ମୋବାଇଲ ଥୋଇ ପାଣି ରେ ଭିଡିଓ କରିବାକୁ ତାଙ୍କ ବାପା କହିଲେ ।

ତା ପରେ ପୁଅ ଟି କହୁଛି କି ବାପା କହିଲେ ତୁ ଏଠାରୁ ପଳା ମୁଁ ପାଣି ଡେଇଁବି । ଏହା ପରେ ପୁଅ ର ବାପା ପାଣିକୁ ପଛକୁ ପଛକୁ ଯାଇ ଦଉଡି ଆସି ଅଚାନକ ପାଣି କୁ ଡେଇଁ ପଡିଲେ । ସେହି ସମୟରେ ବାପା ପୁଅ ଦୁହେଁ ଭିଡିଓ କରୁଥିଲେ ସମୁଦ୍ର ଭିତରେ । ତେବେ ବୁଢୀ ମା ନିଜ ପୁଅକୁ ଫେରାଇ ଆଣିବା ପାଇଁ ମହାପ୍ରଭୁ ଜଗନ୍ନାଥ ଙ୍କୁ ଆକୁଳ ଗୁହାରି କରୁଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।

ବୁଢୀ ମା ଟି ନିଜ ପୁଅକୁ ହରାଇ ଦୁଖରେ ଭାଙ୍ଗି ପଡିଛନ୍ତି । ଯେଉଁ ବ୍ୟକ୍ତିଙ୍କ ସହ ଏମିତି ଘଟଣା ଘଟିଛି ତାଙ୍କ ସ୍ତ୍ରୀ ଙ୍କୁ ମଧ୍ୟ ଆପଣ ଏହି ଭିଡିଓ ରେ ଦେଖି ପାରିବେ । ଏହା ସହ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ତାଙ୍କ ସ୍ତ୍ରୀ ନିଜ ସ୍ଵାମୀ ଙ୍କୁ ହରାଇ ପୂରାପୂରି ଦୁଖରେ ଭାଙ୍ଗି ପଡିଛନ୍ତି ।

ନିଜ ସ୍ଵାମୀ ଙ୍କ ଫେରିବା ବାଟକୁ ଚାହିଁ ବସିଛି ସ୍ତ୍ରୀ । ତେବେ ବୁଢୀ ମା ନିଜ ପୁଅକୁ ହରାଇ ଏତେ ବ୍ଯାକୁଳ ହୋଇ କାନ୍ଦୁଛନ୍ତି ସତରେ ଦେଖିଲେ ଦୁଖ ଲାଗୁଛି । ଦୁଇ ପିଲାଙ୍କର କଥା ଆଉ କିଏ ବୁଝିବ ତାହା କହି କହି କାନ୍ଦି ପକାଉଛନ୍ତି ସ୍ତ୍ରୀ । ପୁଅ ଆହୁରି ମଧ୍ୟ କହିଛି ସେ ତାଙ୍କ ବାପା ଙ୍କୁ ଖୋଜିବା ପାଇଁ ଅନେକ ଚେଷ୍ଟା କରିଛନ୍ତି କିନ୍ତୁ ପାଇଲେ ନାହି । ତେବେ ଏହି ଦୁର୍ଘଟଣା ଟି ପୁରୀ ରେ ହିଁ ଘଟିଛି ।

ତେବେ ବ୍ୟକ୍ତି ଜଣକ ସମୁଦ୍ର ରେ ଭିଡିଓ କରିବା ସମୟରେ ତାଙ୍କ ସହ ଏପରି ଅଘଟଣ ଘଟିଛି । ତେବେ ସେ ଯାହା ବି ହେଉ ନୂଆ ପୁଅ, ସ୍ଵାମୀ ଓ ବାପା ଙ୍କୁ ହରାଇ ପୁରା ପରିବାର ରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।