ଯେଉଁମାନଙ୍କର ନାମ ଆରମ୍ଭ ହୋଇଥାଏ ଏହି ୩ ଟି ଅକ୍ଷରରୁ ସେମାନେ ରହିଥାନ୍ତି ଜୀବନ ସାରା ଦୁଃଖୀ, ମିଳେ ନାହିଁ ସଚ୍ଚା ପ୍ୟାର

ଜୀବନରେ ସୁଖ ଓ ଦୁଃଖ ଦୁଇଟି ଲାଗି ରହିଥାଏ । ଏହି ସଂସାରରେ ନା ହିଁ କେହି ପୂର୍ଣ୍ଣ ରୂପରେ ସୁଖୀ ଅଛି ଓ ନା ହିଁ କେହି ପୂର୍ଣ୍ଣ ରୂପରେ ଦୁଃଖୀ । କିନ୍ତୁ ଯଦି ଜ୍ୟୋତିଷଙ୍କୁ ମାନିବେ ତେବେ ମନୁଷ୍ୟର ଭାଗ୍ୟ ତାର ନାମ ସହିତ ଜଡିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ମନୁଷ୍ୟର ନାମ ତାହାର ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଥାଏ । ଏହି ଦୁନିଆରେ ସମସ୍ତେ ସୁଖୀ ରହି ପାରିବେ ନାହିଁ । ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଲୋକମାନଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ଅଧିକ ଦୁଃଖୀ  ରହିଥାନ୍ତି । ଯେଉଁମାନଙ୍କୁ ସଚ୍ଚା ପ୍ରେମ ମିଳେ ନାହିଁ ।

S ନାମର ଲୋକମାନେ

Image courtesy: Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ S ନାମର ବ୍ୟକ୍ତି ପ୍ରାୟତଃ ଅଧିକ ଦୁଃଖୀ ରହିଥାନ୍ତି । ଏହାର ସବୁଠୁ ବଡ କାରଣ ଏହା ଅଟେ କି ଏହି ଲୋକମାନେ ବହୁତ ବିଶ୍ଵାସୀ ହୋଇଥାନ୍ତି ଓ ଏମାନଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ । ଏମାନଙ୍କର ବିଶ୍ଵାସର ଅନ୍ୟ ଲୋକମାନେ ଲାଭ ଉଠାନ୍ତି । ଏମାନଙ୍କର ସମାଜରେ ବହୁତ ମାନ – ସମ୍ମାନ ଥାଏ କିନ୍ତୁ ଏମାନଙ୍କୁ ସଚ୍ଚା ପ୍ରେମ ମିଳେ ନାହିଁ ।

P ନାମର ବ୍ୟକ୍ତି

Image courtesy: Google

ଯେଉଁମାନଙ୍କର ନାମ Pରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ମୂର୍ଖ ହୋଇଥାନ୍ତି । ଏମାନଙ୍କୁ କେହି ବି ସହଜରେ ମୂର୍ଖ କରି ଏମାନଙ୍କର ଲାଭ ଉଠାଇ ନିଅନ୍ତି । ଏହି କଥାରେ ଏମାନଙ୍କୁ ବହୁତ ଦୁଖ ହୋଇଥାଏ କିନ୍ତୁ ଏହି କଥା ବିଷୟରେ ସେ କାହାକୁ କୁହନ୍ତି ନାହିଁ । ଏମାନଙ୍କର ସ୍ଵଭାବ ବହୁତ ଜିଦ୍ଦି ହୋଇଥାଏ, ଯେଉଁ କାରଣରୁ ଏମାନଙ୍କର ପ୍ରେମ ଏମାନଙ୍କୁ ଜଲ୍ଦି ଛାଡି ଚାଲି ଯାଆନ୍ତି ।

B ନାମର ଲୋକମାନେ

Image courtesy: Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ B ନାମର ଲୋକମାନେ ବି ବହୁତ ଅଧିକ ଦୁଃଖୀ ରହିଥାନ୍ତି । ଏମାନେ ଅନ୍ୟ ଲୋକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ହୋଇଥାନ୍ତି । ଖାସକରି ଝିଅମାନେ ଏମାନଙ୍କ ଆଡକୁ ଜଲ୍ଦି ଆକର୍ଷିତ ହୋଇ ଯାଆନ୍ତି । ତଥାପି ଏମାନେ ସଚ୍ଚା ପ୍ରେମ ପାଇବାରୁ ବଞ୍ଚିତ ରୁହନ୍ତି । ଏମାନେ ବହୁତ ଜଲ୍ଦି କାହା ଉପରେ ବି ବିଶ୍ଵାସ କରି ନିଅନ୍ତି ଓ ଏମାନଙ୍କର ବିଶ୍ଵାସ ସବୁବେଳେ ଭାଙ୍ଗି ଯାଇଥାଏ । ଏମାନଙ୍କର ଦାମ୍ପତ୍ୟ ଜୀବନ କିଛି ଖାସ ନ ଥାଏ ।

Image courtesy: Google

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।