ପୁଣି ପାକିସ୍ତାନକୁ ହରାଇଲେ ଭାରତୀୟ ଦଳ, ଅଜୟ ଜାଡେଜାଙ୍କ କୋଚିଂ ଦଳକୁ ଦେଲା ବିଜୟ …

ନମସ୍କାର ବନ୍ଧୁଗଣ । ପୁଣି ପାକିସ୍ତାନ କୁ ହରାଇଲେ ଭାରତୀୟ । ଅଜୟ ଜାଡେଜା ଙ୍କ କୋଚିଙ୍ଗ ଦଳକୁ ଦେଇଛି ବିଜୟ । ପ୍ରଥମେ ଇଂଲଣ୍ଡ କୁ ହରାଇଲେ ଆଉ ଏବେ ପାକିସ୍ତାନ କୁ । ବଡ ବଡ ଟିମ କୁ ଧୂଳିସାତ କରିଦେଲା ଆଫଗାନ ସେନା । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପ ରେ ଦେଖା ଯାଉଛି ବଡ ବଡ ବିପର୍ଯ୍ୟୟ । ଛୋଟ ଛୋଟ ଟିମ ମ୍ଯାଚ ଜିତୁଥିବା ବେଳେ ଏବାଦ ବଡ ଟିମ ପରାଜୟ ବରଣ କରୁଛନ୍ତି ।

ଏମିତି କିଛି ଆଫଗାନିସ୍ତାନ ସହୁଛି । ପ୍ରଥମେ ଇଂଲଣ୍ଡ କୁ ହରାଇଲେ ଆଉ ଏବେ ପାକିସ୍ତାନ କୁ ହରାଇଲେ । ଗତ କାଲି ବିଶ୍ଵକପରେ ମୁହାଁ ମୁହିଁ ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ । ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିସ୍ପତି ନେଇଥିଲା ପାକିସ୍ତାନ । ନିର୍ଧାରିତ 50 ଓଭର ରେ 282 ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ଦଳ ପକ୍ଷରୁ ବାବର ଆଜମ ସର୍ବାଧିକ 74 ରନ କରିଥିଲେ ।

283 ରନ କୁ ପିଛା କରିବାକୁ ଯାଇ ଆଫଗାନିସ୍ତାନ ଦୁଇ ୱିକେଟ ହରାଇ 49 ଓଭର ରେ ବିଜୟ ହାସଲ କରି ନେଇଥିଲା । ଦଳ ପକ୍ଷରୁ ଇବ୍ରାହିମ ସର୍ବାଧିକ ରନ କରିଥିଲେ । ତେବେ ମ୍ଯାଚ ସହ ଆଫଗାନିସ୍ତାନ 2ଟି ଗ୍ରୋଥ ଟିମ କୁ ପରାଜିତ କରିଛି । ଦଳରେ ଏଭଳି ପ୍ରଦର୍ଶନ କେବଳ ଖେଳାଳି ଙ୍କ ଖେଳ ରେ ନୁହେଁ ଏହା ସହ କୋଚିଙ୍ଗ ର ଭୂମିକା ମଧ୍ୟ ରହିଛି ।

ତେବେ ସୂଚନା ଅନୁଯାୟୀ ଆଫଗାନିସ୍ତାନ ର ମୁଖ୍ୟ କୋଚ ବର୍ତ୍ତମାନ ଇଙ୍ଗଲାଣ୍ଡ ର ପୂର୍ବତନ କ୍ରିକେଟର ଜୋନାତୋନ ଟ୍ରୋଡ ଅଛନ୍ତି । ଆଉ ମେଣ୍ଟର ଭାବେ ଭାରତୀୟ କ୍ରିକେଟର ଅଜୟ ଜାଡେଜା ରହିଛନ୍ତି । ତେବେ ଚଳିତ ଈଶ୍ଵକପ ପୂର୍ବରୁ ଅଜୟ ଙ୍କୁ ଆଫଗାନିସ୍ତାନ ଦଳର ମେଣ୍ଟର ଭାବେ ନିଯୁକ୍ତି ଦେଇଥିଲା । ଆଉ ଆଫଗାନିସ୍ତାନ ର ଏଭଳି ଖେଳ କୁ ଦେଖି କ୍ରିକେଟ ଫ୍ୟାନ୍ସ ମାନେ କହୁଛନ୍ତି ଏହା ପଛରେ କେବଳ ଜାଡେଜା ଙ୍କର ହାତ ରହିଛି ।

ତେବେ ଅଜୟ ଜାଡେଜା ଭାରତ ପକ୍ଷରୁ 15 ଟି ଟେଷ୍ଟ ଓ 096 ଟି ଦିନିକିଆ ମ୍ଯାଚ ଖେଳିଛନ୍ତି । ଏହି ସବୁ ମ୍ଯାଚର ଅଭିଜ୍ଞତା ବର୍ତ୍ତମାନ ଆଫଗାନିସ୍ତାନ ଟିମ ରେ କାମ ଦେଉଛି । ଆଯ ଜାଡେଜା ଙ୍କର ବ୍ୟାଟିଂ ଟିପ୍ସ ଆଫଗାନିସ୍ତାନ ଖେଳାଳି ଙ୍କ ପାଇଁ ଆଶୀର୍ବାଦ ସଦୃଶ୍ୟ ହୋଇଛି । ଗୋଟେ ପରେ ଗୋଟେ ମ୍ଯାଚ ରେ ବ୍ୟାଟର ମାନେ ଧମାଲ କରୁଛନ୍ତି । ତେବେ ଆସା କରା ଯାଉଛି ତାଙ୍କ ତୱବଧାନ ରେ ଆଫଗାନିସ୍ତାନ ଆଗକୁ ଉନ୍ନତ ପ୍ରଦର୍ଶନ ଜାରି ରଖିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।