Bollywood ରେ ପୁଣି ଦୁଃଖର ଛାୟା, ଏହି ଦିଗ୍ଗଜ ଅଭିନେତା ତଥା ଡ଼ିରେକ୍ଟର ଙ୍କର ହେଲା ପରଲୋକ

ଋଷି କପୁରଙ୍କ ଭାଇ ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି । ତାଙ୍କର ବୟସ ମାତ୍ର ୫୮ ବର୍ଷ ଥିଲା । ରିପୋର୍ଟ ଅନୁସାରେ ତାଙ୍କର ମୃତୟୁ ର କାରଣ ହାର୍ଟଆଟ୍ଟାକ ଅଟେ । ଅଭିନେତା ରଣଧିର କପୁର ଏବଂ ଋଷି କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ପରଲୋକ ହୋଇଛି । ହାର୍ଟ ଆଟ୍ଟାକ ଆସିଥିବା କାରଣରୁ ତାଙ୍କର ପରଲୋକ ହୋଇଛି । ଆଜି ରାଜୀବ କପୁରଙ୍କୁ ଚେମ୍ବୁରରେ ଥିବା ଘରେ ହାର୍ଟ ଆଟ୍ଟାକ ଆସିଥିଲା । ଏହା ପରେ ତାଙ୍କୁ ରଣବୀର କପୁରଙ୍କ ସହିତ ପୁରା ପରିବାର ର ସଦସ୍ୟ ଜଲ୍ଦୀ ଜଲ୍ଡିରେ ଇଁଲେକ୍ସ ହସ୍ପିଟାଲ ନେଇଯାଇଥିଲେ ।

କିନ୍ତୁ ସେଠାରେ ତାଙ୍କୁ ଡକ୍ଟର ମଋତ ବୋଲି ଘୋଷଣା କରିଥିଲେ । ରାଜୀବ କପୁରଙ୍କର ପ୍ରାୟ ୧ ବେଳେ ପର ଲୋକ ହୋଇଥିଲା । ନିଊଜ ଚାନେଲ ସାମ୍ନାରେ ରଣଧୀର କପୁର କହିଛନ୍ତି କି ” ଘରେ ଆଟ୍ଟାକ ଆସିବା ପରେ ତାଙ୍କୁ ଚମ୍ବୁର ସ୍ଥିତ ଇଲେକ୍ସ ହସ୍ପିଟାଲ ନିଆଯାଇଥିଲା,

କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ଡକ୍ଟର ମଋତ ବୋଲି ଘୋଷଣା କରିଥିଲେ । ବହୁତ ଦୁଃଖର କଥା କି ଆମେ ତାଙ୍କୁ ବଞ୍ଚାଇ ପାରିଲୁନାହିଁ । ବର୍ତମାନ ଆମେ ତାଙ୍କୁ ଘରକୁ ନେଇକି ଯାଉଛୁ ଏବଂ ଆଜି ସନ୍ଧ୍ୟାରେ ହିଁ ଚେମ୍ବୁର ସ୍ଥିତ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ”

ଗତ ବର୍ଷ ହିଁ ଋଷି କପୁରଙ୍କର କ୍ୟାନ୍ସରରେ ମଋତ୍ୟୁ ହୋଇଥିଲା । ପରିବାର ଲୋକେ ସେହି ଦୁଃଖରୁ ବାହାରିନଥିଲେ କି ଏବେ ପୁଣି ଥରେ କପୁର ପରିବାର ଉପରେ ଦୁଃଖର ସାୟା ମାଡ଼ିଆସିଚି । ରାଜୀବ କପୁର ୨୦୦୧ରେ ଅର୍ଟିଟେକ ଆରତୀ ସବରୱାଲଙ୍କ ସହିତ ବିବାହ କରିଥିଲେ ।

କିଛି ବର୍ଷ ପରେ ଦୁହିଁଙ୍କର ଛାଡ -ପତ୍ର ହୋଇଯାଇଥିଲା । ରାଜୀବ କପୁର କେତେ ଗୁଡେ ଫିଲ୍ମରେ ମଧ୍ୟ କାମ କରିଥିଲେ କିନ୍ତୁ ତାଙ୍କୁ କିଛି ଖାସ ସଫଳତା ମିଳିନଥିଲା । ରାଜୀବ କପୁର ଏକ୍ଟର, ଡାଇରେକ୍ଟର, ଫିଲ୍ମ ମେକର ଥିଲେ ।

ସେ ୧୯୮୩ରେ ଫିଲ୍ମ “ଏକ ଜାନ ହେ ହମ ” ରୁ ଦେବ୍ୟୁ କରିଥିଲେ । “ରାମ ତେରୀ ଗଙ୍ଗା ମେଲି” ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଏହା ଛଡା ସେ କେତେ ବଡ଼ ବଡ଼ ଫିଲ୍ମରେ ମଧ୍ୟ କାମ କରିଥିଲେ । ରାଜୀବ କପୁର ଆ ଅବ ଲୋଟ ଚଲେ, ହେନ୍ନା, ପ୍ରେମଗ୍ରନ୍ଥ ପରି ପ୍ରସିଦ୍ଧ ଫିଲ୍ମ ମଧ୍ୟ ପ୍ରଡିଉସ କରିଥିଲେ ।

ପ୍ରେମଗ୍ରନ୍ଥ କୁ ରାଜୀବ କପୁର ଡାଇରେକ୍ଟ ମଧ୍ୟ କରିଥିଲେ । ରାଜୀବ କପୁରଙ୍କ ପରଲୋକ ପରେ ବଲିଉଡରେ ଶୋକ ର ଲହରୀ ଖେଳିଯାଇଛି । ତାଙ୍କର ପରଲୋକ ଖବର ଶୁଣିବା ମାତ୍ରେ ହିଁ ବଲିଉଡ ର ବଡ଼ ବଡ଼ ଷ୍ଟାର ମାନେ ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ଆଶା କରୁଛୁ ତାଙ୍କର ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ ଓ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ