ପୂଜା କରିବା ସମୟରେ ଯଦି ଏହି ସଙ୍କେତ ଦେଖାଦିଏ ତେବେ ଭାବିବେ କି ଭଗବାନ ସ୍ଵୟଂ ଆପଣଙ୍କ ସାମ୍ନାରେ ଉପସ୍ଥିତ ଅଛନ୍ତି

ଆଜି ଆମେ ଆପଣଙ୍କୁ କହିବୁ ଏମିତି କିଛି ସଙ୍କେତ ବିଷୟରେ ଯାହା ସାଧାରଣତଃ ଆମ ସହିତ ଘଟିଥାଏ ଯେତେବେଳେ ଆମେ ନିଜ ଇଷ୍ଟ ଦେବତାଙ୍କର ପୂଜା ଅର୍ଚ୍ଚନା କରୁଥାଉ, ଯାହା ଦ୍ଵାରା ଆମେ ଜାଣିପାରିବା କି ଭଗବାନ ସାକ୍ଷାତ ଆମ ସାମ୍ନାରେ ଉପସ୍ଥିତ ଅଛନ୍ତି । ତେବେ କଣ ଅଟେ ସେହି ଘଟଣା ବା ସଙ୍କେତ ତାହା ଆଜି ଆମେ ଆପଣଙ୍କୁ କହିବୁ ।

Image courtesy: Google

ଯେତେବେଳେ ଆମେ ଭକ୍ତି ଭାବରେ ଭଗବାନଙ୍କର ପୂଜା କରୁଥାଉ ତେବେ ଆମ ଚାରି ପାଖରେ ଏକ ସକରାତ୍ମକ ଉର୍ଜ୍ଜା ସୃଷ୍ଟି ହୋଇଥାଏ । ଏହି ଉର୍ଜ୍ଜା ଦର୍ଶାଇଥାଏ କି ଭଗବାନ ଆମ ସାମ୍ନାରେ ଉପସ୍ଥିତ ଅଛନ୍ତି । ଏବେ ଆମେ ଆପଣଙ୍କୁ ସେହି ସଙ୍କେତ ବିଷୟରେ କହୁଛୁ ଯାହା ଆମ ସହିତ ଘଟିଥାଏ ।

Image courtesy: Google

୧. ଯଦି ପୂଜା କରୁଥିବା ସମୟରେ କୌଣସି ଭିକାରି ଆପଣଙ୍କ ଦ୍ଵାରକୁ ଆସିଥାଏ ତେବେ ଏହା ସଙ୍କେତ ହୋଇଥାଏ କି ଭଗବାନ ଆପଣଙ୍କ ଦ୍ଵାରରେ ଉପସ୍ଥିତ ଅଛନ୍ତି । ତାକୁ ଭିକାରି ଭାବନ୍ତୁ ନାହିଁ । ଯଥା ସମ୍ଭବ ତାହାକୁ ଦାନ ଦିଅନ୍ତୁ ।

Image courtesy: Google

୨. ଯଦି ପୂଜାରେ ଆଳତୀ କରୁଥିବା ସମୟରେ ଆଳତିର ଅଗ୍ନି ଅଚାନକ ପ୍ରଜ୍ଵଳିତ ହେବାକୁ ଲାଗେ, ତେବେ ଏହା ମଧ୍ୟ ଏକ ସଙ୍କେତ ହୋଇଥାଏ କି ଭଗବାନ ଆପଣଙ୍କ ସାମ୍ନାରେ ଉପସ୍ଥିତ ଅଛନ୍ତି ।

Image courtesy: Google

୩. ଯେତେବେଳେ ଆପଣ ଅଗରବତୀ ସାହାର୍ଯ୍ୟରେ ପୂଜା ଅର୍ଚ୍ଚନା କରୁଛନ୍ତି ଓ ସେଥିରୁ ବାହାରୁଥିବା ଧୂଆଁ ଅଚାନକ ଏକ ଏମିତି ଆକୃତି ନେଇଥାଏ ଯାହା ଆପଣଙ୍କୁ ଆପଣଙ୍କ ଇଷ୍ଟ ଦେବତା ସଦୃଶ ଦେଖାଯାଏ ଯେପରିକି ଓମ ଆକୃତି ତେବେ ଏହା ମଧ୍ୟ ଏକ ସଙ୍କେତ ହୋଇଥାଏ କି ଭଗବାନ ଆପଣଙ୍କ ସାମ୍ନାରେ ଉପସ୍ଥିତ ଅଛନ୍ତି ।

୪. ପୂଜା ଅର୍ଚ୍ଚନା କରୁଥିବା ସମୟରେ ଭଗବାନଙ୍କୁ ଅର୍ପଣ କରାଯାଇଥିବା ପୁଷ୍ପ ଯଦି ଆମ ଆଡକୁ ଖସି ପଡିଥାଏ , ତେବେ ଏହା ମଧ୍ୟ ଏକ ସଙ୍କେତ ହୋଇଥାଏ କି ଆପଣଙ୍କ ଉପରେ ଭଗବାନଙ୍କର କୃପା ରହିଛି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।