ଯଦି ଆପଣ ହିନ୍ଦୁ ଧର୍ମ ଉପରେ ବିଶ୍ଵାସ ରଖନ୍ତି ତେବେ ଆପଣଙ୍କୁ ଏହା ନିଶ୍ଚିତ ଜଣା ଥିବ କି ଏହି ଧର୍ମର ଲୋକମାନେ ସକାଳୁ ଉଠି ପୂଜା ପାଠର ନିୟମ କାହିଁକି କରନ୍ତି । କହିବାକୁ ଗଲେ ସମସ୍ତେ ଜାଣିଛନ୍ତି କି ଏହି ସୃଷ୍ଟିର ରଚୟତା କିଏ । ପ୍ରାୟତଃ ଆପଣମାନେ ଦେଖିଥିବେ କି ହିନ୍ଦୁ ଧର୍ମର ଲୋକମାନେ ପ୍ରାତଃ ସକାଳୁ ଉଠି ସ୍ନାନ କରି ଭଗବାନଙ୍କ ପୂଜା ପାଠରେ ଲାଗି ଯାଆନ୍ତି । କାରଣ ସମସ୍ତେ ଜାଣିଛନ୍ତି କି ଏହି ସୃଷ୍ଟିର ରଚୟିତାଙ୍କୁ ଆମେ ସମସ୍ତେ ମାନିଥାଉ ।
ସବୁ ଧର୍ମର ଲୋକମାନେ ନିଜ ନିଜର ଇଶ୍ଵରଙ୍କୁ ମନେ ପକାଇ ଥାନ୍ତି । କହିବାକୁ ଗଲେ ସମସ୍ତେ ନିଜର ଧର୍ମ ଅନୁସାରେ ନିଜ ନିଜ ଭଗବାନଙ୍କ ନାମ ନେଇ ତ କେବେ ଆଲ୍ଲାଙ୍କ ନାମରେ ତାଙ୍କର ଆରାଧନା କରିଥାନ୍ତି । କିନ୍ତୁ କହିବାକୁ ଗଲେ ସେ ଯେ କୌଣସି ବି ଧର୍ମର ହେଉ କିମ୍ବା କୌଣସି ବି ବ୍ୟକ୍ତି ହେଉ ତାହାର ଶ୍ରଦ୍ଧା ନିଜର ଇଶ୍ଵର ଉପରେ ହୋଇଥାଏ ଓ ଏହି କାରଣରୁ ସେ ନିଜର ଇଶ୍ଵରର ଆରାଧନା କରିଥାଏ ।
କେତେ ଥର ଲୋକମାନେ ପୂଜା କୌଣସି ଭଗବାନକୁ ପ୍ରସନ୍ନ କରିବା ପାଇଁ କରିଥାନ୍ତି ତ ଅନ୍ୟ ପଟେ କେତେକ ଲୋକମାନେ ନିଜର ଦୈନିକ ଜୀବନରେ ଶାନ୍ତିପୂର୍ଣ ଓ ମହତ୍ଵପୂର୍ଣ କାର୍ଯ୍ୟରେ ଏହାକୁ ସାମିଲ କରି ଦିଅନ୍ତି । ସମସ୍ତେ ଭଗବାନଙ୍କୁ ପୁଷ୍ପ ସମର୍ପିତ କରିଥାନ୍ତି । ଏହା ସହିତ ପୂଜା ସମୟରେ ଭଗବାନଙ୍କ ନିକଟରେ କେତେକ ପୁରାଣରେ ଥିବା କିଛି ଶ୍ଳୋକର ବି ଉଚ୍ଚାରଣ କରିଥାନ୍ତି ।
କିନ୍ତୁ ଶାସ୍ତ୍ର ଅନୁସାରେ ଶ୍ଳୋକର ଉପଯୋଗ କୌଣସି ବଡ କାର୍ଯ୍ୟ ଯେମିତି ଯଜ୍ଞ ଇତ୍ୟାଦି ପୂଜାରେ ବ୍ରାହ୍ମଣମାନଙ୍କ ଦ୍ଵାରା କରାଯାଏ । କହିବାକୁ ଗଲେ ଯେତେବେଳେ ବି କୌଣସି ବ୍ୟକ୍ତି ନିଜର ଇଶ୍ଵରଙ୍କ ଭକ୍ତି କରିଥାଏ ତେବେ ତାହାର ମନୋକାମନା ନିଶ୍ଚିତ ପୁରା ହୋଇଥାଏ । ଅନ୍ୟ ପଟେ ଆମେ ଆପଣଙ୍କୁ କହିଦେଉଛୁ କି ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜର ହୃଦୟର ସହିତ ଆରାଧନା କରିଥାଏ ତେବେ ଭଗବାନ ତାହାର ଇଚ୍ଛା ସଙ୍ଗେ ସଙ୍ଗେ ଶୁଣିଥାନ୍ତି ।
ଭଗବାନ ସେହି ବ୍ୟକ୍ତିର ଇଚ୍ଛାକୁ ସଙ୍ଗେ ସଙ୍ଗେ ପୁରା ବି କରି ଦିଅନ୍ତି । କାରଣ ହୃଦୟର ସହିତ କରିଥିବା ପ୍ରାର୍ଥନା ଇଶ୍ଵର ନିଶ୍ଚିତ ରୂପରେ ସ୍ଵୀକାର କରିଥାନ୍ତି ଓ ସମସ୍ତେ ବି ଏହା ଚାହିଁଥାନ୍ତି କି ଭଗବାନ ଅତିଶୀଘ୍ର ତାଙ୍କର ସମସ୍ତ ମନୋକାମାନ ପୁରା କରି ଦିଅନ୍ତୁ । ଯାହା ଦ୍ଵାରା ତାଙ୍କର ଜୀବନରେ ଖୁସି ଭରି ଯିବ ।
ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଧନର ଇଚ୍ଛା ହୋଇଥାଏ ଓ ଏହି କାରଣ ଅଟେ କି ଆଜିକାଲି ଲୋକମାନେ ଧନ ପଛରେ ଦୌଡୁଛନ୍ତି । କାରଣ ବର୍ତ୍ତମାନ ସମୟରେ ସମସ୍ତ ଜିନିଷ ପାଇଁ ଟଙ୍କା ଦରକାର ହୋଇଥାଏ । କିନ୍ତୁ ଏହି କଥା ସତ ଅଟେ କି ଲୋକମାନେ ଯେଉଁଭଳି ଭାବରେ ଟଙ୍କା ପଛରେ ଦୌଡୁଛନ୍ତି ଯଦି ସେହିଭଳି ଇଶ୍ଵରଙ୍କ ପଛରେ ଦୌଡିବେ ତେବେ ଟଙ୍କା ନିଶ୍ଚିତ ରୂପରେ ସେମାନଙ୍କ ପଛରେ ଦୌଡିବ ।
ସେଥିପାଇଁ ଯଦି ଆପଣ ବି ସବୁଦିନ ପୂଜା କରୁଛନ୍ତି ତେବେ ଆପଣଙ୍କୁ ଗୋଟିଏ କଥା ନିଶ୍ଚିତ କହି ଦେଉଛୁ କି କେବେ ବି ପୂଜା କରିବା ସମୟରେ ଇଶ୍ଵରଙ୍କୁ ଧନ ସମ୍ପତି ମାଗନ୍ତୁ ନାହିଁ । ଅଥବା ପୂଜା କରିବା ସମୟରେ କେବଳ ଏହି ଗୋଟିଏ ବାକ୍ୟ କହି ଦିଅନ୍ତୁ । ଆମେ ଯେଉଁ ଶବ୍ଦ ବିଷୟରେ କଥାବାର୍ତ୍ତା କରୁଛୁ ତାହା ଏକଦମ ସାଧାରଣ ଅଟେ ।
ଯଦି ଆପଣ ପୂଜା କରିବା ସମୟରେ ଇଶ୍ଵରଙ୍କୁ କେବଳ ଏତିକି କହିଦେବେ କି ‘ହେ ଇଶ୍ଵର ଆପଣ ନିଜର କୃପା ଦ୍ରୁଷ୍ଟି ସର୍ବଦା ଆମ ଉପରେ ରଖିଥାନ୍ତୁ’ । ବିଶ୍ଵାସ ରଖନ୍ତୁ ଇଶ୍ଵରଙ୍କୁ ଏହି ଶବ୍ଦ ଅତ୍ୟଧିକ ପ୍ରିୟ ହୋଇଥାଏ । ସେଥିପାଇଁ ଏହିଭଳି କହୁଥିବା ବ୍ୟକ୍ତିଙ୍କ ଉପରେ ଇଶ୍ଵରଙ୍କ କୃପା ସର୍ବଦା ରହିଥାଏ । କେବଳ ଆପଣଙ୍କୁ ଭକ୍ତିର ସହିତ ଏହି ଶବ୍ଦ କହିବାକୁ ହେବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।