ଭୁଲରେ ବି ପୂଜା ଘରେ କେବେ ବି ହେବାକୁ ଦିଅନ୍ତୁ ଦିଅନ୍ତୁ ନାହିଁ ଏହି 1 ଭୁଲ, ପୁରା ପରିବାର ବର୍ବାଦ ହେଇଯାଏ- Vastu Shastra

ଯେଉଁ ଘରର ପୂଜା ଘରେ ଏହି ଭୁଲ କାର୍ଯ୍ୟ କରନ୍ତି ସେହି ଘରେ ସକାରାତ୍ମକ ପ୍ରଭାବ ନଷ୍ଟ ହୋଇଥାଏ । ସେହି ଘରେ ଭୁତ ପ୍ରେତ ମାନଙ୍କର ବାସ ହୋଇଥାଏ । ଏହାଦ୍ଵାରା ସେହି ଘରେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ହିନ୍ଦୁ ଧର୍ମ ରେ ଘରର ପୂଜା ଘରକୁ  ବିଶେଷ ମହତ୍ଵ ଦିଆଯାଇଛି । ଘରର ଏହି ଜାଗାରେ ସବୁଠାରୁ ଅଧିକ ସକାରାତ୍ମକ ପ୍ରଭାବ ଥାଏ । ବେଳେ ବେଳେ କିଛି ଲୋକ ଏମିତି କିଛି ଭୁଲ କରି ବସନ୍ତି ଯାହା ଦ୍ଵାରା କି ସେହି ବ୍ୟକ୍ତି କଙ୍ଗାଳ ହୋଇଯାଏ । ତେବେ ଆସନ୍ତୁ ଜାଣିବା ପୂଜା ଘରେ କେଉଁ କାର୍ଯ୍ୟ କରିବା ଦ୍ଵାରା ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ ।

୧- ବସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ ସବୁ ବେଳେ କୌଣସି ଦେବା ଦେବୀଙ୍କର କୌଣସି ଗୋଟିଏ ଫୋଟ ବା ମୂର୍ତି ରଖିବା ଉଚିତ । ନଚେତ ବହୁତ ଅସୁବିଧା ହୋଇଥାଏ ।

୨ – ପୂଜା ଘରେ ଦେବା ଦେବୀଙ୍କ ଛଡା କୌଣସି ଗୁରୁ ବା ପୂର୍ବ ପୁରୁଷଙ୍କ ଫୋଟ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।

୩ – ଯେଉଁ ଘରେ ସିଢି ଘର ତଳେ ପୂଜା ଘର ହୋଇଥାଏ ସେଠାରେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ଏହି ପରି ଘରେ ସବୁ ବେଳେ ଝଗଡା ହୋଇଥାଏ ଓ ଭଗବାନଙ୍କର ବାସ ହୋଇନଥାଏ ।

୪ – ପୂଜା ଘରକୁ କେବେ ବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଏହି ଦକ୍ଷିଣ ଦିଗରେ ନକରାତ୍ମକ ପ୍ରଭାବ ଅଧିକ ଥାଏ ଏଥିପାଇଁ ଘରେ ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।

୫ – ପୂର୍ବ ପୁରୁଷ ଅନକେ ଫୋଟକୁ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ । ଯଦି ଘରର ଅନ୍ୟ ଦିଗରେ ଫୋଟ ରଖିଲେ ଗୃହରେ ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।

୬ – ଘରର କାନ୍ଥ କୁ ଲଗାଇ ଦେବା ଦେବୀଙ୍କ ଫୋଟ ରଖନ୍ତୁ ନାହିଁ । ଏହା ଦ୍ଵାରା ଘରର ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଏହା ଦ୍ଵାରା ଘରେ ରୋଗର ପ୍ରଭାବ ବିସ୍ତାର ହୋଇଥାଏ ।

୭ – ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘର ଉପରେ କୌଣସି ଜିନିଷ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନ ବୃଦ୍ଧିରେ ସମସ୍ଯା ଆସିଥାଏ ଓ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ ।

୮- ଘରର ଶୋଇବା ଘରେ ପୂଜା ରଖନ୍ତୁ ନାହିଁ । ଏହା ଦ୍ଵାରା ସେହି ଘରର ବ୍ୟକ୍ତି ମାନେ ଗରିବ ହୋଇଯାନ୍ତି । ଏଥିପାଇଁ ଶୋଇବା ଘରେ ଦେବା ଦେବୀଙ୍କୁ ରଖନ୍ତୁ ନାହିଁ ।

୯ – ପୂଜା ଘରର ରଙ୍ଗକୁ ଘରର ରଙ୍ଗ ଠାରୁ ଅଲଗା ରଙ୍ଗ କରନ୍ତୁ । ପୂଜା ଘରର ରଙ୍ଗ କଳା , ନୀଳ ଓ ଧଳା ରଙ୍ଗ କରିବା ଉଚିତ ନୁହେଁ ।

୧୦ – ପୂଜା ଘରେ ପୁରୁଣା ଫୁଲର ଅଳିଆ ବା ଧୂପ କାଠି କିମ୍ବା ଧୂପ କାଠିର ଖୋଳ , ଘିଅ ଜରି ଓ  ପୁରୁଣା କପଡା ଏହି ସବୁ ପ୍ରକାରର ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଏହା ଦ୍ଵାରା ଘରେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।