ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।
୧. କେଉଁ ଦେଶରେ କପଡ଼ା ରେ ଖବରକାଗଜ ଛପା ହୋଇଥାଏ?
ଉତ୍ତର- ସ୍ପେନ।
୨. ମନୁଷ୍ୟ ଶରୀରର ସବୁଠାରୁ କୋମଳ ଅଙ୍ଗ କଣ ଅଟେ?
ଉତ୍ତର- ଆଖି।
୩. ଆଗ୍ରା କେଉଁ ନଦୀ ମୁହାଣରେ ଅବସ୍ଥିତ?
ଉତ୍ତର- ଯମୁନା ନଦୀ।
୪. ଭାରତ ରୁ କୋହିନୁର ହୀରା କିଏ ଲୁଟି ଥିଲେ?
ଉତ୍ତର- ନାଦିର ଶାହ।
୫. ଲାକ୍ଷାଦ୍ବୀପ କେଉଁଠାରେ ଅବସ୍ଥିତ?
ଉତ୍ତର- ଆରବ ସାଗର।
୬. ଭାରତର ପ୍ରଥମ ମୁସଲିମ ରାଷ୍ଟ୍ରପତି କିଏ ଅଟନ୍ତି?
ଉତ୍ତର- ଡାଂ. ଜାକିର ହୁସେନ।
୭. ବେଦ ଆଡ଼କୁ ଫେରି ଆସିବାର ଆହ୍ୱାନ କିଏ ଦେଇଥିଲେ?
ଉତ୍ତର- ସ୍ୱାମୀ ଦୟାନନ୍ଦ ସରସ୍ୱତୀ।
୮. ଆନନ୍ଦ ଭବନ ର ସ୍ଥାପନା କିଏ କରିଥିଲେ?
ଉତ୍ତର- ବାବା ଆମଟେ।
୯. ମାନବ ଶରୀରର ରୁଧିର ବ୍ୟାଙ୍କ କାହାକୁ କୁହାଯାଏ?
ଉତ୍ତର- ପ୍ଲିହା।
୧୦. ହାଇଦର ଅଲ୍ଲୀ ଙ୍କ ଉତ୍ତରାଧିକାରୀ କିଏ ଥିଲେ?
ଉତ୍ତର- ଟିପୁ ସୁଲତାନ।
୧୧. ୟୁରୋପ ସଂସଦ ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ?
ଉତ୍ତର- ଲକ୍ଷମବର୍ଗ।
୧୨. ନାଳନ୍ଦା କେଉଁଠାରେ ଅବସ୍ଥିତ?
ଉତ୍ତର- ବିହାର।
୧୩. କଳା ସୁନା କାହାକୁ କୁହାଯାଏ?
ଉତ୍ତର- ଅଫିମ।
୧୪. ମସଲା ର ରାଣୀ କାହାକୁ କୁହାଯାଏ?
ଉତ୍ତର- ଗୁଜୁରାତି।
୧୫. ଭବିଷ୍ୟ ର ଧାତୁ କାହାକୁ କୁହାଯାଏ?
ଉତ୍ତର- ଟାଇଟାନିୟମ।
୧୬. ଭାରତର ସବୁଠାରୁ ବଡ଼ ହସ୍ପିଟାଲ କେଉଁଠାରେ ଅବସ୍ଥିତ?
ଉତ୍ତର- ନୂଆ ଦିଲ୍ଲୀ।
୧୭. କାଉ କେଉଁ ଦେଶର ରାଷ୍ଟ୍ରୀୟ ପକ୍ଷୀ ଅଟେ?
ଉତ୍ତର- ଭୁଟାନ।
୧୮. ପ୍ରଥମ କଥାକୁହା ଚଳଚ୍ଚିତ୍ର କଣ ଅଟେ?
ଉତ୍ତର- ଆଲମ ଆରା।
୧୯. କାଗଜ ମୁଦ୍ରା ର ପ୍ରଚଳନ ପ୍ରଥମେ କେଉଁ ଦେଶ କରିଥିଲା?
ଉତ୍ତର- ଚୀନ।
୨୦. ବିଶ୍ୱ ର ସବୁଠାରୁ ସୁରକ୍ଷିତ ଦେଶ କଣ ଅଟେ?
ଉତ୍ତର- ଆଇସ ଲ୍ୟାଣ୍ଡ।
୨୧. ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ଅଟେ?
ଉତ୍ତର- ସିଂପାଞ୍ଜି।
୨୨. ବାୟୁ ମଣ୍ଡଳ ରେ ଅମ୍ଳଜାନ ର ପରିମାଣ କେତେ ପ୍ରତିଶତ ରହିଛି?
ଉତ୍ତର- ୨୧%।
୨୩. କଲମ ର ଯାଦୁଗର କାହାକୁ କୁହାଯାଏ?
ଉତ୍ତର- ରାମବୃକ୍ଷ ବେନିପୁରୀ
୨୪. ଲ୍ୟାଣ୍ଡ ଅଫ କେକ୍ସ କାହାକୁ କୁହାଯାଏ?
ଉତ୍ତର- ସ୍କଟଲ୍ୟାଣ୍ଡ।
୨୫. ସାଲିମାର ବଗିଚା କେଉଁଠାରେ ଅବସ୍ଥିତ?
ଉତ୍ତର- ଶ୍ରୀନଗର।
୨୬. ଜଗନ୍ନାଥ ମନ୍ଦିର କେଉଁଠାରେ ଅବସ୍ଥିତ?
ଉତ୍ତର- ଓଡ଼ିଶାର ପୁରୀ ଠାରେ।
୨୭. ସବୁଠାରୁ ଅଧିକ ଫିଲ୍ମ କେଉଁଠାରେ ନିର୍ମିତ ହୋଇଥାଏ?
ଉତ୍ତର- ଭାରତ।
୨୮. ଜଣେ ପୁଅ ଜଣେ ଝିଅ କୁ ହ୍ଵାଟ୍ସଆପ ରେ 143 ମେସେଜ କରିଲା ଏବଂ ଝିଅ ଟି ତା’କୁ ରିପ୍ଲାଏ ରେ 399 କହିଲା। ଝିଅ ଟି କଣ କହିଲା ?
ଉତ୍ତର- 399 ର ରିଚାର୍ଜ କରିବାକୁ।
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।