Vastu Tips- ଘରକୁ ଫେରିବା ସମୟରେ ସାଙ୍ଗରେ ନେଇ ଆସନ୍ତୁ ଏହି ପତ୍ର, ଟଙ୍କା ସୁନା ରୁପା ଆପେ ଆପେ ଘରକୁ ଆସିଯିବ

ଦୁନିଆରେ ପ୍ରତେକ ବ୍ୟକ୍ତି ଧନି ହେବାକୁ ଚାହିଁଥାଏ । ଧନୀ ହେବା ପାଇଁ ବ୍ୟକ୍ତି ରୋଜଗାର କରିଥାଏ । କିଛି ବ୍ୟକ୍ତିକୁ ରୋଜଗାର କରିବାର ପନ୍ଥା ମିଳି ନ ଥାଏ । କିନ୍ତୁ କିଛି ବ୍ୟକ୍ତି ରୋଜଗାର କାଲେ ମଧ୍ୟ ତାଙ୍କୁ ଅଣ୍ଟି ନ ଥାଏ । ଆଜି ଆମେ ଏପରି କିଛି ଚମତ୍କାରୀ ବିଷୟରେ କହିବାକୁ ଚାହୁଁଛୁ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ଧାନର ବର୍ଷା ହେବ । ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ବାସ କରିବେ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ

୧ – ଦୁନିଆୟାରେ ସମସ୍ତ ବ୍ୟକ୍ତି କିଛି ନା କିଛି କାମରେ ବାହାରକୁ ଯାଇଥାଆନ୍ତି । ପ୍ରାୟ ତ ସମସ୍ତ ବ୍ୟକ୍ତି ଅଛନ୍ତି କାମ ସାରିଲା ପରେ ଖାଲି ହାତରେ ଘରକୁ ଫେରିଥାଆନ୍ତି । ଏପରି ଆଦୌ କରିବା ଉଚିତ ନୁହେଁ । ଏହା ଦ୍ଵାର ମଙ୍ଗଳ ଦୃଷ୍ଟି ପଡି ନ ଥାଏ । ଯାହା ଦ୍ଵାରା ଘରେ ସବୁବେଳେ ଅଭାବ ଅନାଟନ ଦେଖାଯାଇଥାଏ । ଏବଂ ସବୁବେଳେ ଖାଦ୍ୟର ନିଅଣ୍ଟ ହୋଇଥାଏ ।

ତେଣୁ ଘରକୁ ଫେରିବା ସମୟରେ ଛୋଟ ଜିନିଷ ହେଉ ସାଙ୍ଗରେ ନେଇକି ଫେରନ୍ତୁ  । ଯଦି କିଛି କିଣିପାରୁନାହାନ୍ତି ତେବେ ଘରେ ଯେତେବେଳେ ଫେରୁଛନ୍ତି ଆପଣଙ୍କ ସାଙ୍ଗରେ ଗୋଟିଏ ବେଲ ପତର ନେଇକି ଫେରନ୍ତୁ । ଏବଂ ତାକୁ ଘରେ ପହଞ୍ଚିଲା ପରେ ଘରର ଠାକୁର ଘରେ ରଖିଦିଅନ୍ତୁ  ।  ଏହାର ଶୁଭ ପରିଣାମ ନିଶ୍ଚିତ ରୂପରେ ଅନୁଭବ କରିପାରିବେ  ।

୨ – ଧଳା ରଙ୍ଗର ଠିଆ ହୋଇଥିବା ଗଣେଶ ମୂର୍ତ୍ତି ଘରକୁ ଆଣନ୍ତୁ । ଏହି ମୂର୍ତ୍ତି ଘରର ପୂର୍ବ ଦିଗରେ ଠିଆ କରନ୍ତୁ । ଏହି ମୃତି ସାମନାରେ ଅରୁଆ ଚାଉଳ ରଖିଦିଅନ୍ତୁ  । ପୁଣି ଏହି ଅରୁଆ ଚାଉଳ କିଛି ଦିନ ରଖିଲା ପରେ ତାକୁ କାଢି ଦେଇ ନୂଆ ଅରୁଆ ଚାଉଳ ରଖିଦିଅନ୍ତୁ । ଏପରି କରିବା ଦ୍ଵାରା ଅଟକିରହିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ ।

୩ – କିଛି ବ୍ୟକ୍ତି ରୋଜଗାର କରିଥାଆନ୍ତି ଓ କିଛି ବ୍ୟକ୍ତିଙ୍କୁ ରୋଜଗାର କରିବାର ପନ୍ଥା ମିଳିନଥାଏ । ସେମାନଙ୍କ ଜୀବନରେ ସବୁବେଳେ ଅଭାବ ଓ ଅଣତଣ ଲାଗିକି ରହିଥାଏ । ତେଣୁ ଯେଉଁମାନେ ଏହି ସାମସ୍ୟାରେ ଅଛନ୍ତି । ସେମାନେ ଏକ ପିତ୍ତଳର ଢାଳ ନିଅନ୍ତୁ । ସେହି ଢଳରେ କିଛି ଅଚଳନୀୟ ପଇସା ଓ ଚଳନୀୟ ପଇସା ଦେଇକି ଭର୍ତ୍ତି କରିଦିଅନ୍ତୁ ।

ସବୁଦିନ ଏହି ଅଚଳ ଥିବା ପୂର୍ଣ ଢାଳକୁ ଭୂମିଷ୍ଠ ପ୍ରଣାମ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ଆସୁଥିବା ଅଭାବ ଓ ଅନାଟନ ସବୁ କିଛି ଦୂର ହୋଇଯିବ । ଏବଂ ଘରେ ଧନର ବର୍ଷା ହେବାକୁ ଲାଗିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।