ପଞ୍ଜାବରେ ଚ-ମ-ଡା କମ୍ପାନୀରେ କାମ କରୁଥିବା ଜଣେ ଯୁବକଙ୍କୁ ଚାରିଜଣ ଝିଅ ମିଶି ଅପହ ରଣ କରିବା ଓ ପରେ ତାଙ୍କ ସହ ଦୁ-ଷ୍କ-ର୍ମ କରିବା ଘଟଣା ଏବେ ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଲିଜା ବହୁତ ସୁନ୍ଦର ଯୁକ୍ତି ଉପସ୍ଥାପନା କରିଛନ୍ତି । ଯୁବକଜଣଙ୍କ ସହ ଦୁ-ଷ୍କ-ର୍ମ ହେବା ପରେ ଲୋକଲଜ୍ଜା ଭୟରେ ସେ ପୋଲିସ ପାଖକୁ ଯାଇନାହାନ୍ତି । କିନ୍ତୁ ପଞ୍ଜାବ ପୋଲିସ ନିଜ ତରଫରୁ ମା-ମ-ଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୀଡିତ ଯୁବକ ଦେଇଥିବା ତଥ୍ୟ ଅନୁଯାୟୀ ତାଙ୍କ ସହ ଦୁ-ଷ୍କ-ର୍ମ କରିଥିବା ଯୁବତୀମାନେ ଉଚ୍ଚଶିକ୍ଷିତ ଜଣା ପଡୁଥିଲେ ଓ ଇଂରାଜୀରେ କଥା ହେଉଥିଲେ । ସମସ୍ତଙ୍କ ବୟାସ 20-25 ବର୍ଷ ମଧ୍ୟରେ ହେବ । ଏହା ନିହାତି ଭାବେ ଭାରତ ପ୍ରତି ଏକ ଲଜ୍ଜାଜନକ ଓ ନିନ୍ଦନୀୟ ଘଟଣା । ତେବେ ପୂର୍ବରୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏଭଳି ଘଟଣା ହୋଇସାରିଛି । 2017ରେ ଆଫ୍ରିକାରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ।
ଭାରତୀୟ ଆଇନ ଅନୁଯାୟୀ, IPC ଧାରା ସେ-କ୍ସ-ନ 375 ଅନୁଯାୟୀ ଜଣେ ପୁରୁଷ କେବଳ ଦୁ-ଷ୍କ-ର୍ମ ପାଇଁ ଦୋ ଷୀ ସାବ୍ୟସ୍ତ ହୋଇପାରିବ । ମହିଳା ପୁରୁଷକୁ ରେ-ପ୍ କରି ପାରିବେନି କି ମହିଳା ଅନ୍ୟଜଣେ ମହିଳାଙ୍କୁ ରେ-ପ୍ କରି ପାରିବେନି । ଏହା ସତ୍ତ୍ୱେ ଭାରତରେ ଲି-ଙ୍ଗ-ଗତ ସମାନତାକୁ ପ୍ରାଧାନ୍ଯ ଦିଆଯିବ ବୋଲି ସବୁବେଳେ କୁହାଯାଉଛି । ଆଜିର ସମାଜରେ ନାରୀମାନେ ଯଦି ଦୁ-ଷ୍କ-ର୍ମର ଶି-କା-ର ହେଉଛନ୍ତି ତେବେ ପୁରୁଷମାନେ ମଧ୍ୟ ଦୁ-ଷ୍କ-ର୍ମର ଶି-କା-ର ହେଉଛନ୍ତି । କିନ୍ତୁ ପୁରୁଷମାନେ ନିଜ ସ୍ଵର ଉଠାଇ ପାରୁନାହାନ୍ତି ।

ଆମ ନ୍ୟାୟ ବ୍ୟବସ୍ଥାରେ ଏ କ୍ଷେତ୍ରରେ ମହିଳାମାନଙ୍କୁ ହିଁ ବେଶୀ କିଛି ସୁବିଧା ଦିଆଯାଇଛି । ସବୁଥି ଲି-ଙ୍ଗ ଗତ ସମାନତାର ନାରା ଦିଆଯାଉଛି କିନ୍ତୁ କେଉଁଠି ମଧ୍ୟ ତାକୁ କାର୍ଯ୍ୟକାରୀ କରାଯାଉନି । ଯେଉଁଥି ପାଇଁ ଆଜି ଏଭଳି ଏକ ଲଜ୍ଜାଦାୟୀ ଘଟଣା ଘଟିଛି । ଦୁ-ଷ୍କ-ର୍ମର ଶି-କା-ର ହେବା ପରେ ମଧ୍ୟ ପୁରୁଷଟି ତା’ ତରଫରୁ ଯାଇ ମା-ମ-ଲା ରୁଜୁ କରିବାକୁ କୁଣ୍ଠାବୋଧ କରୁଛି । ତେଣୁ ବର୍ତ୍ତମାନ ସମୟରେ ନ୍ୟାୟ ଓ ସତ୍ୟ ପ୍ରତି ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ ।
ତେଣୁ ଆମର ଆଇନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆହୁରି ତର୍ଜମା କରି ପରିବର୍ତ୍ତନ ଆଣିବା ନିହାତି ଦରକାର । ଏମ ମା-ମ-ଲାରେ ପୁରୁଷଙ୍କୁ ଯେପରି କଠୋର ଦ-ଣ୍ଡ ଦିଆଯାଉଛି ସେ ଝିଅମାନଙ୍କୁ ମଧ୍ୟ ସେପରି ଦ-ଣ୍ଡ ଦିଆଯିବା ଆବଶ୍ୟକ । ଆଜିକାଲି ଝିଅଙ୍କ ଚିନ୍ତାଧାରା ଏଭଳି ହୋଇଗଲାଣି ସେମାନେ ଭାବିଥିବେ ଯଦି ପୁଅମାନେ ଦୁ-ଷ୍କ-ର୍ମ କରୁଛନ୍ତି ତେବେ ଆମେ ବି ଦୁ-ଷ୍କ-ର୍ମ କରିବା ।
ସବୁ ଖରାପ ବିଷୟରେ ଉଭୟ ପୁଅ ଓ ଝିଅ ଉଭୟ ଲିପ୍ତ ହେଉଛନ୍ତି । ତେଣୁ ଆଇନ ବ୍ୟବସ୍ଥାକୁ ଆହରି କଡାକଡି କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।