ପ୍ରେମିକା ର ହାତଗଣ୍ଠି ପଡିବା ପୂର୍ବରୁ ବରଯାତ୍ରୀ ଧରି ହଠାତ ପହଞ୍ଚିଲା ପୁରୁଣା ପ୍ରେମିକ, ଆଉ ତା’ ପରେ ଯାହା ହେଲା…

ପ୍ରେମ ଏକ ଏମିତି ବନ୍ଧନ ଯାହା ଠାରେ ଜୀବନରେ ପ୍ରତେକ ମଣିଷ ଜୀବନରେ ହୋଇଥାଏ । ପ୍ରେମରେ ପଡିଥିବା ବ୍ୟକ୍ତି ନିଜ ପାର୍ଟନର ବ୍ଯତୀତ ଆଉ କାହା କଥା ନିଜ ମନରେ ଆଣି ନ ଥାନ୍ତି ।

ପ୍ରେମରେ ପଡିଲେ ବ୍ୟକ୍ତି ଗୋଟିଏ ଦେଶକୁ ଆଉ ଗୋଟେ ଦେଶକୁ ଜିତିପରେ । ଏହା ଛଡା ବିବାହ ମଧ୍ୟ ଏକ ପବିତ୍ର ବନ୍ଧନ ଯାହା ମଣିଷ ଜୀବନରେ ଠାରେ ହୁଏ ଇ ଏହା ସାତ ଜନ୍ମ ପାଇଁ ରହିଥାଏ । ବିବାହ କରୁଥିବା ବ୍ୟକ୍ତି ନିଜ ଜୀବନ ସାଥିର ହାତ କେବେ ଛାଡି ନ ଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ବିଷୟବସ୍ତୁ ନେଇ ଆସିଛୁ ଯାହା ହୁଏ ତ ଆପଣ ମାନେ ଆଗରୁ କେବେ ଶୁଣି ନ ଥିବେ ବା ଦେଖି ନ ଥିବେ ।

ଏହାର ସଂପୂର୍ଣ୍ଣ ବିବରଣୀ ନିମ୍ନରେ ଦିଆଗଲା । ଏମିତି ଏକ ଅଜବ ଘଟଣା ଉତ୍ତର ପ୍ରଦେଶର କୋନକ ଜିଲ୍ଲାରେ ଘଟିଛି । ଏକ ବିବାହରେ ବର ବରଯାତ୍ରୀ ନେଇ ଆସି କନ୍ୟା ଘରେ ପହଞ୍ଚିଥିଲା । ଏହା ପରେ ବର ଘର ଲୋକଙ୍କୁ କନ୍ୟା ଘର ତରଫରୁ ପରମ୍ପରା ଅନୁସାରେ ସ୍ଵାଗତ କରାଯାଇ ଥିଲା । ବର ଆସିବା ପରେ ବିବାହର ସବୁ ରୀତି ନୀତି ଆରମ୍ଭ ହୋଇଥିଲା । କିନ୍ତୁ ସେହି ସମୟରେ ଏମିତି କିଛି ଘଟଣା ଘଟିଲା ଯାହା ହୁଏ ତ କେହି କଳ୍ପନା କରି ନ ଥିଲେ । ବିବାହ ମଣ୍ଡପରେ କନ୍ଯାର ପୁରୁଣା ପ୍ରେମିକ ସେହି ସମୟରେ ବରଯାତ୍ରୀ ଧରି ପହଞ୍ଚି ଥିଲା ।

କନ୍ୟା ନିଜର ପ୍ରେମିକକୁ ଦେଖି ଖୁସି ହୋଇଥିଲେ ମଧ୍ୟ ତାଙ୍କ ପରିବାର ଲୋକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କନ୍ଯାର ପ୍ରେମିକକୁ ଏପରି ଅବସ୍ଥାରେ ଦେଖି ବାର ଏହି ବିବାହ କରିବା ପାଇଁ ମନ କରିଥିଲେ । ଏହି ମାମଲାକୁ ନେଇ କିଛି ଅ-ଘ-ଟ-ଣ ହେବା ପୂର୍ବରୁ କିଛି ଲୋକ ମାନେ ସେଠିକାର ପୋ-ଲି-ସକୁ ସୂଚନା ଦେଇଥିଲେ । ପୋ-ଲି-ସ ସେଠାରେ ପହଞ୍ଚି ଏହି ମା-ମ-ଲା-କୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ ଓ ଅନେକ ସମୟ ପରେ ଏହାର ସମାଧାନ ହୋଇଥିଲା ।

ଏହା ପରେ ନିସ୍ପତି ନିଆ ଯାଇଥିଲ ଯେ କନ୍ୟା ନିଜ ପୁରୁଣା ପ୍ରେମିକ ସହ ବିବାହ କରିଥିଲା । ବର ପକ୍ଷ ନିଜର ସବୁ ଜିନିଷ ନେଇ ଶିଶୁପାଳ ହୋଇ ଫେରି ଯାଇଥିଲା । ଉତ୍ତର ପ୍ରଦେଶରେ ଘଟିଥିବା ଏହି ଅଜବଗଜବ ଘଟଣାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି ।

ଏଠାରେ ଦୁଇ ପ୍ରେମୀ ଯୁଗଳକୁ ଅଲଗା କରିବାର ଚେଷ୍ଟା ବିଫଳ ହୋଇଛି । ପ୍ରେମ ଆଗରେ ପୁରା ପରିବାର ଲୋକେ ହାର ମାନିଛନ୍ତି । ଶେଷରେ ପ୍ରେମର ହିଁ ବିଜୟ ହୋଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।